ରାତିରେ ଶୋଇବା ପୂର୍ବରୁ ଚେହେରାରେ ଲଗାନ୍ତୁ ଏହି ଗୋଟିଏ ଜିନିଷ । ଅଭିନେତ୍ରୀଙ୍କ ଠାରୁ ବି ଅଧିକ ସୁନ୍ଦର ଚେହେରା ହୋଇଯିବ ।

Spread the love

ପ୍ରତ୍ୟେକ ଦିନ ପ୍ରଦୂଷଣରେ ଆମେ ଘେରି ରହିଥାଉ, ଯାହାଦ୍ଵାରା ଆମ ଚର୍ମ ଉପରେ ଅଧିକ ପ୍ରଭାବ ପଡ଼ିଥାଏ । ଏମିତିରେ ଝିଅମାନଙ୍କ ଚର୍ମକୁ ସୂର୍ଯ୍ୟାଲୋକରୁ ବହୁତ ଆଲାର୍ଜି ହୋଇଥାଏ, ଯେଉଁଥି କାରଣରୁ ଝିଅମାନେ ବହୁତ ପ୍ରକାରର ବିୟୁଟି ପ୍ରୋଡକ୍ଟ ବ୍ୟବହାର କରିଥାନ୍ତି । ମହଙ୍ଗାରୁ ମହଙ୍ଗା ପାଉଡର, କ୍ରିମ ଆହୁରି ଏମିତି କଣ କଣ, କିନ୍ତୁ ତାର ଫଳ ସ୍ୱରୂପ ବେଳେବେଳେ ସେମାନଙ୍କ ଚର୍ମରେ ଇନଫେକ୍ଶନ ହୋଇଯାଇଥାଏ । ଏମିତିରେ ଯଦି ଆପଣ ଚର୍ମ ଆଲାର୍ଜୀରେ ପାଇଁ ଚିନ୍ତିତ, ତ ଆମର ଏହି ଲେଖାକୁ ଶେଷ ପର୍ଯ୍ୟନ୍ତ ପଢ଼ିବା ପାଇଁ ବିଲକୁଲ୍ ଭୁଲନ୍ତୁ ନାହିଁ । କାହିଁକି ନା ଆପଣ ଏହି ଲେଖାରୁ ବିଶେଷ କିଛି ଉପକୃତ ହେବେ । ତେବେ ଆସନ୍ତୁ ଆଜିର ଏହି ଲେଖାରେ କଣ ବିଶେଷ ରହିଛି ଜାଣିବା :

ଯଦି ଆପଣଙ୍କୁ ମଧ୍ୟ ପ୍ରତ୍ୟେକ ଦିନ ପ୍ରଦୂଷଣ ସହିତ ଲଢ଼ିବାକୁ ପଡ଼ିଥାଏ; ତେବେ ଆଜିଠୁ ଆପଣ ପ୍ରତ୍ୟେକ ରାତିରେ ଆମରି ଏହି ଲେଖା ମଧ୍ୟରେ କୁହାଯାଇଥିବା ଉପାୟକୁ ଆପଣାନ୍ତୁ, କାହିଁକି ନା ଏହାର ବ୍ୟବହାର ଦ୍ଵାରା ଆପଣଙ୍କ ଚର୍ମର ସମସ୍ୟା ଦୂର ହୋଇଯିବ । ଚେହେରା ଅଧିକ କୋମଳ ହୋଇ ପାରିବ ଏବଂ ବାହାରର ପ୍ରଦୃଷିତ ମଇଳା ଚେହେରାକୁ କୌଣସି ପ୍ରକାର କ୍ଷତି ପହଞ୍ଚାଇ ପାରିବ ନାହିଁ । ଏହା ଦ୍ଵାରା ଆପଣଙ୍କ ସୁନ୍ଦରତାରେ ମଧ୍ୟ ଦାଗ ଲାଗିପାରିବ ନାହିଁ । ଏତିକି ହିଁ ନୁହେଁ, କିଛି ଝିଅମାନେ ତ ନିଜ ଚେହେରାକୁ ନେଇ ପୁରା ଗମ୍ଭୀର ହୋଇଥାନ୍ତି ।

ଚାଲନ୍ତୁ ଜାଣିବା କି ଚର୍ମକୁ ସୁରକ୍ଷା ରଖିବା ପାଇଁ ସବୁଠୁ ବଢିଆ ଉପାୟ :

ଏହା କି ଯେବେ ବି ଆପଣ ବାହାରକୁ ଯିବେ କିମ୍ବା ବାହାରୁ ଘରକୁ ଆସନ୍ତି; ତେବେ ଥଣ୍ଡା ପାଣିରେ ନିଜ ଚେହେରାକୁ ନିଶ୍ଚୟ ଧୋଇ ନିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଚେହେରାରେ କୌଣସି ପ୍ରକାରର ମଧ୍ୟ ମଇଳା ରହିବା ନାହିଁ । ତେବେ ଚାଲନ୍ତୁ ଜାଣିବା ରାତିରେ ଚେହେରା କଣ ଲଗାଇବା ଦରକାର, ଯାହାଦ୍ଵାରା ଆପଣଙ୍କ ଚେହେରା ପୁରା ଚମକିବାରେ ଲାଗିବ ?

ଗୋଲାପ ଜଳକୁ ଚେହେରାରେ ଏମିତି ଲଗାନ୍ତୁ :

ଗୋଲାପ ଜଳ ଚେହେରା ପାଇଁ ବହୁତ ହିଁ ଫଳପ୍ରଦାୟକ ହୋଇଥାଏ । ଏହା ଦ୍ଵାରା ଚେହେରାର ଟ୍ରୋନ ମଧ୍ୟ ଭଲ ରହିଥାଏ । ଏହା ବ୍ୟତୀତ ଆପଣ ଯଦି ପ୍ରତ୍ୟେକ ଦିନ ରାତିରେ ଏହାକୁ ଲଗାନ୍ତି; ତେବେ ବହୁତ ଫାଇଦା ମିଳିବ । ତେବେ ଚାଲନ୍ତୁ ଜାଣିବା କି ଗୋଲାପ ଜଳ ଦ୍ୱାରା କଣ କଣ ଫାଇଦା ହୋଇଥାଏ ? ସର୍ବ ପ୍ରଥମେ ଆପଣଙ୍କୁ, ଆପଣଙ୍କ ଚେହେରାକୁ ଭଲ ଭାବରେ ଧୋଇବାକୁ ହେବ, ଏହାପରେ ଆପଣଙ୍କ ଚେହେରାକୁ ଶୁଖିଥିବା କପଡ଼ାରେ ପୋଛିବା ଦରକାର । ଏହାପରେ ଆପଣଙ୍କୁ ଗୋଲାପ ଜଳକୁ ଲଗାଇ ରାତିସାରା ଛାଡ଼ି ଦେବା ଉଚିତ୍ ।

୧. ପ୍ରତ୍ୟେକ ଦିନ ରାତିରେ ଗୋଲାପ ଜଳକୁ ଲଗାଇବା ଦ୍ଵାରା ଚର୍ମ ବହୁତ ଭଲ ରହିଥାଏ । ଆପଣଙ୍କ ଚର୍ମ ଚମକିବାରେ ଲାଗିଥାଏ ।

୨.ପ୍ରତ୍ୟେକ ଦିନ ରାତିରେ ଯଦି ଆପଣ ଗୋଲାପ ଜଳକୁ ଲଗାଇ ଶୁଅନ୍ତି; ତେବେ ଆପଣଙ୍କ ଚେହେରାରୁ ସମସ୍ତ ଦାଗ ମଧ୍ୟ ଆପେ ଆପେ ଗାୟବ ହୋଇଯିବ । ଏଥିରେ ଆଶ୍ଚର୍ଯ୍ୟ ହେବର କିଛି ନୁହଁ । ଥରଟିଏ ବ୍ୟବହାର କରି ଦେଖନ୍ତୁ ।

୩. ଯଦି ଆପଣଙ୍କ ଚେହେରାରେ ତିଳ ଚିହ୍ନ (Mole) ଅଛି, ତେବେ ମଧ୍ୟ ଆପଣଙ୍କୁ ରାତିରେ ଗୋଲାପ ଜଳକୁ ଲଗାଇ ଶୋଇବା ଦରକାର ।

୪. ଯଦି ଆପଣଙ୍କୁ ଅଭିନେତ୍ରୀଙ୍କ ଭଳି ଚେହେରା ଦରକାର, ତେବେ ଆପଣଙ୍କୁ ଏଥିରେ ଭିଟାମିନ-E କ୍ୟାପସୁଲକୁ ମିଶାଇ ଲଗାଇବା ଦରକାର । ଏହିପରି କରିବା ଦ୍ୱାରା ଆପଣଙ୍କ ଚେହେରା ଅଭିନେତ୍ରୀଙ୍କ ଭଳି ଚାମକିବାରେ ଲାଗିବ ।