ପୁରୁଣାରୁ ଅତି ପୁରୁଣା ଯାଦୁ, କୁଣ୍ଡିଆ, Eczema କୁ ସମୂଳେ ନଷ୍ଟ କରିଦେବ ଏହି ଫୁଲ !!

Spread the love

ଆଜିକାଲିର ଦୁନିଆରେ ଅଧିକାଂଶ ଲୋକମାନେ ଯାଦୁ, କୁଣ୍ଡିଆ ଆଦି ସମସ୍ୟାରେ ଅନେକ ଥର ପୀଡିତ ହେଉଛନ୍ତି । ଏହିଭଳି କୁଣ୍ଡିଆ ରୋଗ ତ୍ୱଚା ଜନିତ ରୋଗ ହୋଇଥାଏ । ଯଦି ସମୟ ଥାଉ ଥାଉ ଏହାର ଅପଚାର ନ କରାଯାଏ ତେବେ ଏହା ସଂପୂର୍ଣ୍ଣ ଶରୀରରେ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଥାଏ ।

ଅଧିକାଂଶ ଲୋକମାନେ ଏହି ଚର୍ମ ରୋଗ ଠାରୁ ମୁକ୍ତି ପାଇବାପାଇଁ ଭିନ୍ନ ଭିନ୍ନ ଜିନିଷ ବା ମଲମମାନ ପ୍ରୟୋଗ କରିଥାନ୍ତି ତଥାପି ସେମାନେ ଏହି ଚର୍ମ ରୋଗ ଠାରୁ ସମ୍ପୂର୍ଣ୍ଣ ତ୍ରାହି ପାଇପାରନ୍ତି ନାହିଁ । ଏଥିପାଇଁ ଆଜି ଆମେ ଆପଣଙ୍କୁ ଏଭଳି ଗୋଟିଏ ଉପାୟ କହିବାକୁ ଯାଉଛୁ ଯାହାକି ଆପଣଙ୍କ ଚର୍ମ ରୋଗକୁ ଭଲ କରିଦେବ ବିନା କୌଣସି ପାର୍ଶ୍ୱ ପ୍ରତିକ୍ରିୟାରେ ।

ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବାକୁ ଯାଉଛୁ ସେଥିପାଇଁ ଗେଣ୍ଡୁ ଫୁଲ ଆବଶ୍ୟକ । ଗେଣ୍ଡୁ ଫୁଲ ଗୋଟିଏ ଆଣ୍ଟିବ୍ୟାକ୍ଟେରିଆଲ ଓ ଆଣ୍ଟିଫଙ୍ଗଲ୍ ଗୁଣ ଉପସ୍ଥିତ ଥାଏ । ଯାହାକି ଚର୍ମରେ ହେଉଥିବା କୁଣ୍ଡିଆ, ଯାଦୁ ଆଦିକୁ ସମ୍ପୁର୍ଣ ରୂପେ ଠିକ୍ କରିଦେଇ ଥାଏ ଏବଂ ପୁରୁଣାରୁ ଅତି ପୁରୁଣା ଯାଦୁ, କୁଣ୍ଡିଆ, Eczema କୁ ସମୂଳେ ନଷ୍ଟ କରିଦେବ ଏହି ଫୁଲ ।

ଏହି ଉପାୟକୁ ପ୍ରୟୋଗ କରିବାପାଇଁ ଗେଣ୍ଡୁ ଫୁଲ ଓ ଅଳ୍ପ ପାଣି ପକାଇ ତାହାକୁ ଭଲ ରୂପେ ପେଷ୍ଟ କରି ଦିଅନ୍ତୁ । ଏହି ପେଷ୍ଟକୁ ଯାଦୁ, କୁଣ୍ଡିଆ ଉପରେ ଲଗାନ୍ତୁ ଏହା ଭଲ ରୁପେ ଶୁଖିବା ପାଇଁ ୩ ରୁ ୪ ଘଣ୍ଟା ସେହିଭଳି ଛାଡ଼ି ଦିଅନ୍ତୁ ଓ ତାହା ପରେ ଥଣ୍ଡା ପାଣି ଦ୍ୱାରା ଧୋଇ ଦିଅନ୍ତୁ । ଏହିଭଳି କିଛି ଦିନ ପର୍ଯ୍ୟନ୍ତ କରିବା ଦ୍ୱାରା ଯାଦୁ, କୁଣ୍ଡିଆ ଆଦି ସମ୍ପୂର୍ଣ ରୂପେ ଠିକ୍ ହୋଇ ଯାଇଥାଏ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟିକୁ Share କରି ଅନ୍ୟଙ୍କୁ ଜଣାନ୍ତୁ ଏବଂ ନିଜର ମନ୍ତବ୍ୟ Comment ଜରିଆରେ ଜଣାନ୍ତୁ ।