ପପୁ ପମ ପମଙ୍କୁ ପଥର ଫୋପାଡିଥିଲା I ସତକହିଲେ ବୋଲି ବେକ କାଟିଲା ମୁଣ୍ଡକୁ ଛେଚିଦେଲା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କାଲି ପଥର ମାରିଥିଲା ଆଜି ତଣ୍ଟି କାଟିଦେଲା । କାଲି ଜଣା ସୁଣା ହାସ୍ୟ ଅଭିନେତା ପପୁ ପମପମ୍ ଙ୍କୁ ପଥର ମାରିଥିଲା ଆଉ ଆଜି ଟଣ୍ଟି କାଟିଦେଲା । ଆଉ କାଲି ଜାଗର ଯାତ୍ରା ରେ ସମସ୍ତଙ୍କ ସାମ୍ନାରେ ପଥର ଫୋପାଡିଲା ଆଉ ଆଜି ପଥର ଛେଚି ନିଜକୁ ଗୁରୁତ୍ୱର କରିଦେଲା । ବନ୍ଧୁଗଣ ସତ କହିଲା ବୋଲି ଏମିତି କିଛି ଦଣ୍ଡ ଭୋଗିବାକୁ ପଡିଲା ।

ବନ୍ଧୁଗଣ ଆପଣ ମାନଙ୍କର ମନେ ଥିବ ଗଞ୍ଜାମ୍ ରେ ଚାଲିଥିଲା ଜାଗର ଯାତ୍ରା ଆଉ ସେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ କୁ ଦେଖିବାକୁ ଆସିଥିବା ଦର୍ଶକ ଙ୍କ ମନୋରଂଞୀନ କରିବା ପାଇଁ ମଞ୍ଚ ଉପରୁ ଚଢିଥିଲେ ଜଣା ସୁଣା ହାସ୍ୟ ଅଭିନେତା ପପୁ ପମ ପମ୍ । ଆଉ ହଠାତ୍ ପପୁ ଉପର କୁ 1 ନୁହେଁ 2 ନୁହେଁ 3 ତିନୋଟି ପଥର ମାଡ ହୋଇଥିଲା । ଆଉ ପ୍ରଥମ ପଥର ରେ ପଛରେ ଥିବା ଡିସପ୍ଲେ ରେ ବାଜି ଭାଙ୍ଗି ଜାଇଥିଲା । ଦ୍ୱିତୀୟ ପଥର ପପୁ ଙ୍କ କାନ ପାଖ ଦେଇ ଚାଲି ଜାଇଥିଲା । ଆଉ ତୃତୀୟ ପଥର ଆଉ ଜଣେ ସଦସ୍ୟ ଙ୍କ ଦେହରେ ବାଜିଥିଲା ।

papu

ଆଉ ଏହାରି ମଧ୍ୟରେ ଏକ ବଡ ଖବର ଆସୁଛି ଯିଏ ପଥର ଫୋପାଡିଥିଲା ସେ ତଣ୍ଟି କାଟିଦେଲା । ହଁ ବନ୍ଧୁଗଣ ସତ କହିବା ଭାରି ପଡି ଜାଇଛି । ଜଣା ସୁଣା ହାସ୍ୟ ଅଭିନେତା ପପୁ ପମ ପମ୍ ଯେତେ ବେଳେ ମଞ୍ଚ ଉପରେ ଥିଲା ସେତେ ବେଳେ ତାଙ୍କୁ ପଥର ମାଡ ହୋଇଥିଲା । ଆଉ ପପୁ ନିଜେ କହିଥିଲେ ଯିଏ ପଥର ମାରୁଛି ତାକୁ ନହେଲେ ଆମକୁ ଟିକେ ଧରେଇ ଦିଅ । ଆଉ ଗାଁ ର ଜଣେ ଲୋକ ଯିଏ ପଥର ମାରିଛି ତାକୁ କୁଆଡେ ପପୁ ପମ୍ ପମ୍ ଙ୍କୁ ଦଖେଇ ଦେଇଥିଲା ଗାଁ ର ଇଜ୍ଜତ ଯେତେ ବେଳେ ତଳେ ପଡିଜାଇଛି ।

ସେତେ ବେଳେ ଗାଁ ରେ ସଭା ବସେଇ ଆଜି ସେହି ଦେଖିଥିବା ଲୋକଟି କହିଥାନ୍ତା ଯେ ସହି ପଥର ମାରିବା ଲୋକଟି କିଏ ହେଲେ ପୂର୍ବ ଦିନ ରାତିରେ ଯିଏ ପଥର ମାରିଥିଲା ମାନେ ଟୁନା ବେହେରା ପଥର ଫୋପାଡିଛି । ଆଉ ଟୁନା ଙ୍କ ନାମ ଗୋପାଳ ଗ୍ରାମ ବାସୀ ଙ୍କୁ କହିଥିଲେ । ଏମିତି ରେ ଆଜି ରାତିରେ ସଭା ବସିଥିଲେ ଟୁନା କୁ 2 ରୁ 3 ଲକ୍ଷ ଟଙ୍କା ଯାଏ ଜୋରିମନା କରାଜାଇ ଥାନ୍ତା ।

tuna

ହେଲେ ଗତ କାଲି ରାତିରେ ଟୁନା ଗୋପାଳ ଘରକୁ ଜାଇଥିଲା ଏବଂ ଗ୍ରାମ ସଭାରେ ତା ନାମ ନ କହିବା ପାଇଁ ହେଲେ ଗୋପାଳ ନ ମାନିବାରୁ ସାଙ୍ଗରେ ଆଣିଥିବା ଛୁରୀ ମାଧ୍ୟମ ରେ ଗୋପାଳ ର ବେକ କାଟି ଦେଇଥିଲା । ଆଉ ଟାଣି ଟାଣି ନେଇ ପଞ୍ଚାୟତ ଘରର କୁଅ ଭିତରେ ଫୋପା଼ଡି ଦେଇଥିଲା ପରେ ଗୋପାଳ ମରିଛି କି ନାହିଁ ଏକ ବଡ ପଥର ଆଣି ବି କୁଅ ଭିତର କୁ ଫୋପାଡି ଦେଇଥିଲା । ତା ପରେ ପରିବାର ଲୋକ ଗୁରୁତ୍ୱର ଅବସ୍ତା ରେ ଗୋପାଳ କୁ କଟକ ସ୍ଥାନ୍ତାନ୍ତର କରିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ