ପୁଲୱାମା ଆକ୍ରମଣ ପରେ କଣ କହିଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଦ ଟ୍ରମ୍ପ ?

Spread the love

ପାକିସ୍ତାନ ଏବେ ଚିନ୍ତିତ ରେ ଅଛି । ପାକିସ୍ତାନ ଏବେ କିଛି ମଧ୍ୟ ଭାବିପାରୁ ନାହିଁ, ସେ ଏବେ କରିବ ତ କଣ କରିବ ? ପାକିସ୍ତାନ କୁ ଚାରିପଟରୁ ଚାପ ପଡ଼ିବା ଆରମ୍ଭ ହେଇଗଲା । ଏହି ଚାପରେ ଏବେ ପାକିସ୍ତାନ ମଧ୍ୟ ରହୁଛି ।

ଆମେରିକାର ଭିନ୍ନ ଭିନ୍ନ ସହର ମାନଙ୍କରେ ପାକିସ୍ତାନ ବିରୋଧରେ “ପାକିସ୍ତାନ ମୁରଦାବାଦ୍” ବୋଲି ସେଠାର ଲୋକମାନେ କହୁଛନ୍ତି । ଆମେରିକାର ରାଷ୍ଟ୍ରପତି ସ୍ୱଷ୍ଟରୁପେ କହିଲେ କି ପାକିସ୍ତାନ କୁ ଆତଙ୍କ ବିରୋଧରେ ଶକ୍ତ ପଦକ୍ଷେପ କରିବାର ଅଛି ଓ ଭାରତ କିଛି କରିବାକୁ ଯାଉଛି ।

ଚାରିପଟରୁ ଚାପ ଆସିବାରୁ ପାକିସ୍ତାନ ଚିନ୍ତିତରେ ପଡ଼ିଗଲା –

ଇମରାନ୍ ଖାନ୍ ନିର୍ଣ୍ଣୟ ନେଉଛନ୍ତି ଓ ଭାରତ ତାହାର ଅପେକ୍ଷା କରୁଛି । ହେଲେ କେବେ ପୁଲୱାମା ର ନ୍ୟାୟ ମିଳିବ ?

ଆମେରିକାର ନିଉୟର୍କ ସହରରେ ୧୦୦ ରୁ ଉର୍ଦ୍ଧ ଲୋକମାନେ ଏକା ହୋଇ ” ପାକିସ୍ତାନ ମୁରଦାବାଦ୍ ” ବୋଲି ନାରା ଲଗାଉଥିଲେ । ପାକିସ୍ତାନ ବିରୋଧରେ ଶକ୍ତ ପଦକ୍ଷେପ କରିବାକୁ ଦାବି କରିଥିଲେ ।

ଆମେରିକାର ଅନ୍ୟ ଜାଗା ମାନଙ୍କରେ ମଧ୍ୟ ଲୋକମାନେ ବ୍ୟାନେର ଧରି “ପାକିସ୍ତାନ ମୁରଦାବାଦ୍” ବୋଲି କହୁଥିଲେ ।

ଗୋଟିଏ ପଟେ ଆମେରିକାରେ ପାକିସ୍ତାନ ବିରୋଧରେ ପ୍ରଦର୍ଶନ ହେଉଥିଲା ଓ ଦ୍ୱିତୀୟ ପଟେ ରାଷ୍ଟ୍ରପତି ଡୋନାଲ୍ଦ ଟ୍ରମ୍ପ ସ୍ୱଷ୍ଟରୁପେ କହିଦେଲେ କି ଭାରତ ଓ ପାକିସ୍ତାନ ର ପରିସ୍ଥିତି ଏବେ ଭୟଙ୍କର ସ୍ତରରେ ପହଞ୍ଚି ଯାଇଛି ।

ଡୋନାଲ୍ଦ ଟ୍ରମ୍ପ କହିଲେ –

● ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ସମୟର ସ୍ଥିତି ବହୁତ ଖରାପ ଅଛି । ଯାହା କି ବହୁତ ଭୟଙ୍କର ଅଟେ । ଆମେ ଚାହୁଁଛୁ କି ଏହା ବନ୍ଦ ହେଉ…ନଚେତ ବହୁତ ଲୋକମାନେ ମରିଯିବେ ।

● ଡୋନାଲ୍ଦ ଟ୍ରମ୍ପ କହିଲେ କି, ପାକିସ୍ତାନ କୁ ଅର୍ବ ଡୋଲର ସାହାଯ୍ୟ କରିଥିଲେ କିନ୍ତୁ ପାକିସ୍ତାନ କିଛି ମଧ୍ୟ କରିଲେ ନାହିଁ ।

● ଡୋନାଲ୍ଦ ଟ୍ରମ୍ପ କହିଲେ କି, ପାକିସ୍ତାନ କୁ ୧.୩ ବିଲିଅନ ଡୋଲାର ଦେବା ବନ୍ଦ କରିଦେଲେ । ଏହି ମଧ୍ୟରେ ଆମେ ପାକିସ୍ତାନ ସହ ବାର୍ତା କରିପାରିବୁ । ପାକିସ୍ତାନ ଆମେରିକା ର ଅନ୍ୟ ରାଷ୍ଟ୍ରପତି ଙ୍କ କାର୍ଯ୍ୟକାଳ ମଧ୍ୟରେ ଆମେରିକାର ବହୁତ ଲାଭ ଉଠାଇ ଥିଲା ପାକିସ୍ତାନ ।

● ଆମେ ପାକିସ୍ତାନ କୁ ୧.୩ ବିଲିଅନ ଡୋଲାର ଦେଉଥିଲୁ ଯାହାକି ଏବେ ଆମେ ଦେବା ବନ୍ଦ କରିଦେଲୁ । କିନ୍ତୁ ଡୋନାଲ୍ଦ ଟ୍ରମ୍ପ ଏହା କହି ସଭିଙ୍କୁ ଚକିତ କରିଦେଲେ କି, “ଭାରତ କିଛି ବଡ଼ କରିବାକୁ ଯାଉଛି” ।