ପୂଜା ଘରର ଏପରି ୪ଟି ଜିନିଷ ଯାହାକୁ ଭୁଲରେ ବି ଭୂମି ରଖିବା ଉଚିତ ନୁହେଁ ? ନଚେତ୍ ହୋଇଯିବେ ଦରିଦ୍ର ।

Spread the love

ବନ୍ଧୁଗଣ କିଛି ବି ହୋଇଗଲେ ମଧ୍ୟ ଏହି ୪ଟି ଜିନିଷକୁ ଭୁଲରେ ମଧ୍ୟ ଭୂମି ଉପରେ ରଖନ୍ତୁ ନାହିଁ ନଚେତ ମହା ବିନାଶକାରୀ ପ୍ରମାଣିତ ହୋଇପାରେ । ଆପଣଙ୍କ ପାରିବାର ଭାଙ୍ଗି ନଷ୍ଟ ହୋଇପାରେ । ବନ୍ଧୁଗଣ ପ୍ରତିଦିନ କିଛି ନୂଆଁ କରିବା ପାଇଁ ଚେଷ୍ଟା କରିଥାଏ । ଏବଂ ପ୍ରତି ଚେଷ୍ଟା ପଛର ଅର୍ଥ ଥାଏ ଯେ ସୁଖ ଶାନ୍ତି ଓ ଧନ ସମ୍ପତି ପାଇବା ଏବଂ ନିଜ ପରିବାରର ଖୁସି ହୋଇଥାଏ । ବନ୍ଧୁଗଣ କେତେ ଥର ଆପଣ ଦେଖିଥିବେ ଯେ ସବୁ ପ୍ରୟାସ କରିବା ପରେ ଆପଣ ଧନ ସମ୍ପତି ତ ପାଇଥାନ୍ତି କିନ୍ତୁ ଘରର ସୁଖ ଶାନ୍ତି ନଷ୍ଟ ହୋଇଥାଏ । ଏପରି କଣ ଭୁଲ ଆମ ଦ୍ଵାରା ହେଉଛି ଯାହା କାରଣରୁ ଆମ ସୁଖ ପରିବାରରେ ଗ୍ରହଣ ଲାଗିଯାଉଛି । ଯେଉଁ ସୁଖ ଶାନ୍ତି ଭରି ରହିଥାଏ ସେହିପରି ଘରେ ସବୁବେଳେ ଧନର ସେବି ମାତା ଲକ୍ଷ୍ମୀ ବାସ କରିଥାନ୍ତି । ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ଏପରି କେଉଁ ଜିନିଷ ଅଛି ଯାହାକୁ ଭୂମି ଉପରେ ରଖିବା ମହା ବିନାଶକାରୀ ପାପ ପ୍ରମାଣିତ ହୋଇଥାଏ ?

୧॰ ଶାଳଗ୍ରାମ

ବନ୍ଧୁଗଣ ଶାଳଗ୍ରାମର ପୂଜା ସମସ୍ତେ କରିଥାନ୍ତି । କିନ୍ତୁ ଗୋଟିଏ କଥା ସବୁ ବେଳେ ଧ୍ୟାନରେ ରଖନ୍ତୁ ଯେ କେବେ ମଧ୍ୟ ଶାଳଗ୍ରାମକୁ ଭୂମି ଉପରେ ରଖିବା ଉଚିତ ନୁହେଁ । ଏହିପରି କରିବା ଦ୍ଵାରା ଆପଣଙ୍କ ଘରର ଆର୍ଥିକ ସ୍ଥିତି ଖରାପ ହୋଇପାରେ । ଆପଣ ଭିକାରି ମଧ୍ୟ ହୋଇପାରନ୍ତି ।

୨॰ ପଇତା

ବନ୍ଧୁଗଣ ପଇତାକୁ ବହୁତ ପବିତ୍ର ସୂତା ବୋଲି ମାନା ଯାଇଥାଏ । ତେଣୁ ଏହାକୁ କେବେ ମଧ୍ୟ ଭୂମି ଉପରେ ରଖିବା ଉଚିତ ନୁହେଁ । ଏବଂ ଫିଙ୍ଗିବା ମଧ୍ୟ ଉଚିତ ନୁହଁ । ଯଦି ଆପଣଏନଙ୍କ ଖରାପ ହୋଇ ଯାଇଥାଏ ତେବେ ତାହାକୁ ଆପଣ କୌଣସି ଗଛର ଦଳରେ ବାନ୍ଧି ଦିଅନ୍ତୁ ।

୩. ଶିବଲିଙ୍ଗ

ବନ୍ଧୁଗଣ ଶିବଲିଙ୍ଗର ପୂଜା ସମସ୍ତେ କରିଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କେବେ ମଧ୍ୟ ଶିବଲିଙ୍ଗକୁ ଭୂମି ଉପରେ ରଖିବା ଉଚିତ ନୁହଁ । କେତେଜଣ ପୂଜା ଘର ସଫା କରିବା ସମୟରେ ଶିବଲିଙ୍ଗକୁ ତଳେ ରଖି ଦିଅନ୍ତି । ଯାହାକି ଭୁଲ ଅଟେ ।

୪. ଶଙ୍ଖ

ବନ୍ଧୁଗଣ ଶଙ୍ଖର ବ୍ୟବହାର ପ୍ରତିଦିନ ପୂଜା ଠାରେ କରାଯାଇଥାଏ । ତେଣୁ କେବେ ମଧ୍ୟ ଶଙ୍ଖକୁ ଭୂମି ଉପରେ ରଖିବା ଉଚିତ ନୁହେଁ । ଏହିପରି କରିବା ଦ୍ଵାରା ଧନର ହାନି ବହୁତ ହୋଇଥାଏ । ଶଙ୍ଖକୁ କେବେ ମଧ୍ୟ ପୂଜା ଘରେ ଅଇଁଠା କରି ରଖିବା ଊଚିତ ନୁହେଁ । ଶଙ୍ଖକୁ ବକାଇ ସାରିବା ପରେ ସବୁ ବେଳେ ସଫା କରି ହିଁ ପୂଜା ଘରେ ରଖିବା ଉଚିତ । ତେବେ ବନ୍ଧୁଗଣ ଏହା ଥିଲା ସେହି ୪ଟି ଜିନିଷ ଯାହାକୁ ଭୂମି ଉପରେ ରଖିବା ଉଚିତ ନୁହେଁ ।

ତେବେ ବନ୍ଧୁଗଣ ଆଜିର ବିଷୟଟି କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ । ଯଦି ବିଷୟଟି ପସନ୍ଦ ଆସିଥିବ ତେବେ ଲାଇକ କରନ୍ତୁ ଏବଂ ସେୟାର କରିବାକୁ ଭୁଲନ୍ତୁ ନାହିଁ ।