ପେଟିଏମ ଲଞ୍ଚ କଲା “ପେଟିଏମ କ୍ୟାସ ବେକ ଡେଜ୍” – ଭାରତର ସବୁଠାରୁ ବଡ ପେମେଂଟ ଫେଷ୍ଟିଭାଲ, 2018 ଡିସେମ୍ବର 12 ରୁ 16 2018 ଯାଏଁ

Spread the love

ଭାରତର ସବୁଠାରୁ ବଡ ଡିଜିଟାଲ ପେମେଂଟ ପ୍ଲାଟଫର୍ମ , ବନ 97  କାମୁନିକେସନର ବ୍ରାଣ୍ଡ  , ପେଟିଏମ ଦେଶର ସବୁଠାରୁ ବଡ଼ ପେମେଂଟ ଫେଷ୍ଟିଭାଲ ” ପେଟିଏମ କେସ ବେକ ଡେଜ ” ଲଞ୍ଚ କରୁଅଛି , ଯାହାକି 12 ରୁ 176 ଡିସେମ୍ବର 2018 ଯାଏଁ ଚାଲିବ । ପେଟିଏମ ର ଏହି ପଦକ୍ଷେପ ଦ୍ୱାରା ସାରା ଭାରତର ବ୍ୟାପି ଥିବା ସବୁ ପେଟିଏମ ମର୍ଚ୍ଚଏଣ୍ଟସ୍ ପାଟନର୍ସ ଙ୍କର ବିକ୍ରି ଅଧିକ ହେବ ।ଅଧିକ ସଂଖ୍ୟା ଲୋକେ ତାଙ୍କ ସହିତ ଜଡିତ ହେବେ , ଆଉ ଏହି ପରି ତାଙ୍କ କାରବାର ଅଧିକ ଗୁଣ ବୃଦ୍ଧି ହେବ ।

100ରୁ ଅଧିକ ପ୍ରସିଦ୍ଧ ବ୍ରାଣ୍ଡ ଆଉ ତାସହିତ ଦେଶର ଅନେକ ଛୋଟ ରିଟେଲର , ଯେଉଁମାନେ କି ପେଟିଏମ ମାଧ୍ୟମରେ ପେମେଂଟ ସ୍ୱୀକାର କରି ଥାନ୍ତି ସେମାନେ ଏହି ଅଫରରେ ସାମିଲ ହେବେ । ଏହି ଆୟୋଜନ ରେ ଭାଗ ନେବା କୁ ଥିବା ବଡ଼ ନାମ ଭିତରେ କିଛି ଏମିତି କମ୍ପାନୀ ଅଛନ୍ତି । ଉବର, ବିଗ ବଜାର, ଜମେଟୋ , 24 ସେଭେନ, କୋଲମ୍ବିଆ ଏସିଆ ,  କେଫେ କଫି ଡେ , ଉଣ୍ଡିୟନ ତେରେନ, ଭିଭା, ରିଲାଏନ୍ସ ଡିଜିଟାଲ, ରିଲାଏନ୍ସ ଫ୍ରେନ୍ସ,  ସୁପର 99, ସେଣ୍ଟ୍ରୋଲ, ହେରିଟେଜ ଫ୍ରେସ, ୟୁଏସ ପୋଲୋ , ଫ୍ଲାଇଙ୍ଗ ମେସିନ , ପିଜ୍ଜା ହଟ୍, ବିୟର ଆଦି ଅନେକ ଅଛନ୍ତି ।

ପେଟିଏମ ସିଓଓ କିରଣ ବାସିରେଡ୍ଡୀ  କହିଛନ୍ତି ଯେ, ଭାରତରେ ଷ୍ଟର୍ସରେ ହେବାକୁ ଥିବା ପେମେଂଟ ପାଇଁ ପେଟିଏମ ଲୋକମାନଙ୍କର ପସନ୍ଦର ମାଧ୍ୟମ ହୋଇ ସରିଲାଣି । ଆଜିକାଲି ପେଟିଏମ କୁ ଦେଶର ବିଭିନ୍ନ ପ୍ରକାରର ଷ୍ଟର୍ସ ରେ ସ୍ୱୀକାର କରା ଯାଉଛି । ତାହା ହେଇ ପାରେ ବଡ଼ ବ୍ରାଣ୍ଡ ଆଉଟଲେଟ ହଉ କିମ୍ବା ଛୋଟ ଅନଲାଇନ ପ୍ଲାଟଫର୍ମ କିମ୍ବା ଦେଶର ଅନ୍ୟ ରିଟେଲର ହଉ । ପେଟିଏମ କେସ ବେକ  ଡେଜ” ଦ୍ୱାରା ଆମେ ବାସ୍ତବରେ ଉପଭୋକ୍ତା ମାନଙ୍କ ସହିତ ମିଶି ଉତ୍ସବ ମନେଇବୁ ,ଯେଉଁଥିରେ ଅନଲାଇନ – ଅଫ ଲାଇନ ସମସ୍ତ ମର୍ଚ୍ଚଏଣ୍ଟସ୍ ରେ ପେମେଂଟ ପାଇଁ ପେଟିଏମ କୁ ନିଜର ସାଥି ବାଛିଛନ୍ତି ।ଏଥିପାଇଁ ଆମେ ତାଙ୍କ ପାଇଁ ବର୍ଷର ସୁନ୍ଦର ଏକ ଡିଲସ୍ ଓ କ୍ୟାସ ବେକ ର ଉପହାର ନେଇ ଆସିଛୁ । ଆମର ଏହି ପଦକ୍ଷେପ ଦେଶର ମୋବାଇଲ ପେମେଂଟ କୁ ବ୍ୟାପକ ବନେଇବା ପାଇଁ କରା ଯାଉଥିବା ପ୍ରୟାସର ଏକ ମୁଖ୍ୟ ଅଂଶ ଅଟେ । ଆଉ ଏଥିରେ ଆମର ମର୍ଚ୍ଚଏଣ୍ଟ୍ସ୍ ପାର୍ଟନରସ୍ ମାନଙ୍କୁ ବି ବହୁତ ସାହାଯ୍ୟ ମିଳିବ ।

ବିଗ ବଜାରରେ ଉପଭୋକ୍ତା 2000 ଟଙ୍କାର କିଣିବାରେ 200 ଟଙ୍କାର କେସ ବେକ ପାଇ ପାରିବେ । ଆଉ ସେଣ୍ଟ୍ରୋଲ ଷ୍ଟୋର ରେ 2500ରୁ କମ୍ ର କିଣା କିଣି କରିବା ପରେ କେସ ବେକ 300 ଟଙ୍କା ଯାଏଁ ପାଇ ପାରିବେ । ଏହି ଅଫରରେ ଖାଇବା ପିଇବା ଜିନିଷ ବହୁତ ସୁବିଧା ହୋଇ ଯିବ ।କାହିଁକି ନା ବିୟର  କେଫ ରେ 15% ଛାଡ଼ ଆଉ ବୋଗୋ ଓ ମେଡ଼ ଅଭର ଦନେଟସ ରେ 250 ଟଙ୍କାର ବିଲ ଉପରେ 20 % ଛାଡ଼ , କେଫ କଫି ଡେ ରେ 350 ର ବିଲ ଉପରେ 15 ପ୍ରତିଶତ କେସ ବେକ ଆଉ ଚୟୋଜ ରେ 350ରୁ ଅଧିକ ବିଲ ରେ 20 % ଛାଡ଼ ମିଳିବ । ଏହା ସହିତ ଫେସନ ଆଉ ପୋଷାକ ପତ୍ରରେ ବହୁତ ବଢିଆ ଡିଲ ମିଳିବ ।