Psycholgy ଟିପ୍ସ,ଏ ୬ଟି ଭୁଲ ଜୀବନରେ କେବେ ହେଲେ ମଧ୍ୟ କରନ୍ତୁନି ନଚେତ କେହି ଝିଅ ଆପଣକୁ ଭଲ ପାଇବେ ନାହିଁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କେହି ଝିଅ ଆପଣଙ୍କୁ ପସନ୍ଦ ଆସୁଛନ୍ତି । ତେବେ ଆମେ ଆଜି ଆପଣ ମାନଙ୍କୁ 6 ଗୋଟି ମିଷ୍ଟେକ୍ ବିଷୟ ଜାହାକୁ କେବେବି କରନ୍ତୁ ନାହିଁ ନେହେଲେ କେହିବି ଝିଅ ପଟିବେ ନାହିଁ । ଆଉ ଯଦି ଏହି କଥା ନମାନନ୍ତି ତେବେ ଆପଣ ଜିବନ ରେ ଗୋଟେ ବି ଜିଏଫ୍ ପାଇବା ଭୁଲି ଜାଆନ୍ତୁ । ମୁଣ୍ଡରେ ବାଳ ପାଚିଯିବ ହେଲେ କାହାକୁ ବି ପଟେଇ ପାରିବେ ନାହିଁ ।

ତେବେ ପ୍ରଥମ ପୟେଣ୍ଟ ହେଲା ଝିଅ ହସିବା ପରେ ବି କଥା ନହୋଇପାରିବା । କେତେକ କ୍ଷେତ୍ର ରେ ଝିଅ ଅଫର ପରେ ଅଫର ଦିଏ ହେଲେ ଏମାନେ କେବେ ବି କଥା ହୋଇପାରନ୍ତି ନାହିଁ । ସବୁ ବେଳେ କୁହନ୍ତି କାଲି ଯେମିତି ହେଲେବି କଥା ହେବି ସବୁ କଥା ରେଡି କରି ରଖିଥିଲେ ବି ଝିଅ ଆଗକୁ ଆସିଲେ ସେମାନଙ୍କୁ ଡରଲାଗେ ଝିଅ କଣ ଖାଇବ ଝିଅକୁ ପସନ୍ଦ କରେଇବା ତ ଦୂର କଥା ସେମାନେ ଝିଅ ଆଗରେ ସବୁ ଦିନ ପାଇଁ ବୋକା ହୋଇ ରହିଜାଆନ୍ତି ।

love 2

ଦ୍ୱିତୀୟ ପୟେଣ୍ଟ ହେଲା ଲାଇନ ମାରିବା କିଛି ପୁଅ ମାନେ ଝିଅକୁ ଲାଇନ ମାରିବା ପାଇଁ ଝିଅର ଆଗକୁ ପଳେଇ ଜାଆନ୍ତି । ଝିଅ ଘର ଆଗରେ ନୁଙ୍ଗୁରା ଭଳି ଚାହିଁ ରୁହନ୍ତି । ଆଉ ଘଣ୍ଟା ଘଣ୍ଟା ଧରି ସେମାନେ ଉପରକୁ ଚାହିଁ ରୁହନ୍ତି । କେତେବେଳେ ଝିଅ ଆସିବ ଆଉ ସେମାନେ ତା ପଛରେ ଯିବେ ।

ସେହି ପରି ତିିନି ରେ ହେଲା ଏମାନେ ଝିଅକୁ କିଛି କହିପାରନ୍ତି ନାହିଁ । ଏମାନଙ୍କୁ ଲାଜ ଲାଗେ । ଏମାନେ ଝିଅକୁ କିଛିବି କହି ପାରନ୍ତି ନାହିଁ । ହେଲେ ଝିଅ ମାନଙ୍କର ବେଷ୍ଟ ଫ୍ରେଣ୍ଡ ହେଇ ଯାଆନ୍ତି । ଆଉ ଝିଅ ଆକୁ ଏଇଥିପାଇଁ ନିଜର ବେଷ୍ଟ ଫ୍ରେଣ୍ଡ ବନାଏ କାରଣ ଏମାନଙ୍କ ଦ୍ଵାରା ସବୁ କାମ ସେମାନେ କରି ପାରିବେ । ଏମାନେ ହଉଛନ୍ତି ସବୁଠାରୁ ବୁଦୁ । ଆପଣ ଯଦି ଏହି ଭଳି ହୋଇଥାନ୍ତି । ତେବେ ସମୟ ଥାଉ ଥାଉ ଆପଣ ମାନେ ନିଜକୁ ସମ୍ଭାଳି ନିଅନ୍ତୁ ।

ଗୋଟେ ଗୋଟେ ପୁଅ ବହୁତ ଦେଖେଇ ହୁଅନ୍ତି । ସେମାନେ ବହୁତ ବାହାଦୂରୀ ମାରନ୍ତି ଏବେ ପରିମାଣ ରେ ବାହାଦୂରି ମାରନ୍ତି କି ଝିଅ ମାନେ ଜାଣି ପାରନ୍ତି କି ଏବେ ଏକ ବାହାଦୂରିଆ ଫାଡୁ । କେବଳ ବଡ ବଡ କଥା କହିବା ଏମାନଙ୍କ କାମ ।

ଆଉ କିଛି ପୁଅ ରହିଛନ୍ତି ଯେଉଁ ମାନେ କେବଳ ଝିଅ ନମ୍ବର ଖୋଜନ୍ତି ନମ୍ବର ମିଳିଗଲା ପରେ ସେମାନେ ବାରମ୍ବାର କଲ କରନ୍ତି ଆଉ ଯେଉଁଥି ପାଇଁ ଝିଅ ବାଧ୍ୟ ହୋଇ ଏମାନଙ୍କୁ ବ୍ଲକ୍ କରେ । ଆଉ ସୋସିଆଲ ମିଡିଆ ଝିଅ ଫୋଟ ଖୋଜି ଲାଇକ୍ କରନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *