ସାଇକୋଲୋଜି Tips,ଝିଅମାନେ ପ୍ରେମ କୁ କେତେଦିନ ମନେ ରଖିଥାନ୍ତି ଓ ଏହି ସିକ୍ରେଟ ଜାଣିଦେଲେ ଆପଣ ଜୀବନସାରା ପସ୍ତେଇବାକୁ ପଡ଼ିବନି…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତୁ ଜାଣିନେବା ଝଅ ମାନେ ନିଜର ପ୍ରଥମ ପ୍ରେମ କୁ କେତେ ଦିନ ଯାଏ ମନେ ରଖନ୍ତି ସେହି ବିଷୟ ରେ ଜାଣି ନେବା । ତେବେ ବନ୍ଧୁଗଣ ଆପଣ ମାନେ ଯଦି ଏହାକୁ ଗୋଟିଏ ବାକ୍ୟ ରେ ପ୍ରଶ୍ନ ର ଉତ୍ତର ଚାହାଁନ୍ତି ତେବେ କହିବୁ କି ସ୍ତ୍ରୀ ମାନେ କେବେ ବି ନିଜର ପ୍ରେମ କୁ ଭୁଲି ପାରନ୍ତି ନାହିଁ ।

ଆପଣ ମାନେ ଭାବୁଥିବେ ଏମିତି କେମିତି ସେମାନେ ଭୁଲି ପାରନ୍ତି ନାହିଁ । ଯଦି ଏମିତି ଭାବୁଛନ୍ତି ତେବେ ଆପଣ ମାନେ ଦେଖନ୍ତୁ ଆପଣ ମାନେ ଫୋନ ରେ ଗୋଟିଏ ଫୋଟ କିମ୍ବା ଭିଡ଼ିଓ ଡାଉନଲୋର୍ଡ କରନ୍ତୁ । ଏହାକୁ ଦେଖି ସରିବା ପରେ ଆପଣଏହାକୁ କାଟି ଦିଅନ୍ତୁ। କାଟି ଦେଲାପରେ ଆପଣ ଦେଖିବେ ଯେ ସେହି ଭିଡିଓ ଆଉ ଆପଣଙ୍କ ଫୋନ ରେ ନଥିବ କିନ୍ତୁ ଆପଣଙ୍କ ମାଇଣ୍ଡ ଥିବ କାରଣ ଆପଣ ମାନଙ୍କ ମାଇଣ୍ଡ ସେମିତି ନୁହେଁ ।

love

ଆପଣ ମାନଙ୍କ ମନରେ ଏହା ସବୁ ଦିନ ପାଇଁ ସାଇତା ହୋଇ ରହିଯିବେ । ଆପଣ ତାହାକୁ ଯେତେ ଭୁଲିବାକୁ ଚାହିଁଲେ ବି ଭୁଲି ପାରିବେ ନାହିଁ । ମନେ କର ଆପଣ ମାନେ ଯାହାକୁ ଆପଣ ବାରମ୍ବାର ଭୁଲିବାକୁ ଚାହୁଁଛନ୍ତି ହେଲେ ଆପଣ ମାନଙ୍କ ମନରେ ସେହି ଜିନିଷ ବାରମ୍ବାର ଆସିବ । ଆପଣ କେବେ ବି ତାଙ୍କୁ ଭୁଲି ପାରିବ ନାହିଁ । ଆପଣ ମାନେ ଜାହାବି ଜିନିଷ ଦେଖନ୍ତି । କିମ୍ବା ଆପଣ ଅନୁଭବ କରନ୍ତି ତେବେ ଆପଣ ମାନେ କେବେ ବି ସେମାନଙ୍କୁ ଭୁଲି ପାରିବେ ନାହିଁ । ଏହା ସବୁ ଦିନ ପାଇଁ ଆପଣ ମାନଙ୍କ ମନରେ ସାଇତା ହୋଇ ରହି ପାରିବେ ।

କେବେବି ଏହାକୁ କେବେ ବି କାବୁ କରି ପାରିବ ନାହିଁ । ଏହାକୁ ଆପଣ ମାନେ କେବେ ବି ନିଜର ଆୟତ ରେ ରଖି ପାରିବେ ନାହିଁ । ତେଣୁ କରି ଆପଣ ମାନେ ବି ଏହି ଘଟଣା କୁ କେବେ ବି ଭୁଲି ପାରିବ ନାହିଁ । ସେମିତି ଝିଅ ମାନଙ୍କ ମନରୁ ସେମାନଙ୍କୁ ପ୍ରେମ କେବେ ବି ଲିଭି ନଥାଏ । ବହୁତ ସମୟ ରେ ସେମାନେ ନିଜର ପୁରୁଣା ପ୍ରେମ କୁ ମନେ ପପେଇ ବହୁତ ଦୁଃଖ ପ୍ରକାଶ କରିଥାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

odisha band
Editorial

କାଲି ଓଡିଶା ବନ୍ଦ ଡାକରା – ଘରୁ ବାହାରିବା ଆଗରୁ ଜାଣି ନିଅନ୍ତୁ ଏହି ଖବର ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା କାଲି ଧର୍ମ ଘଟ ରେ ସାମିଲ ହେବନି ଘୋରଇ ବସ୍ ରାଜ୍ୟର ସମସ୍ତ ରୁଟ୍ ରେ ଘୋରଇ ବସ୍ ଗଡିବା ନେଇ ଆଭିମୂଖ୍ୟ ସ୍ପଷ୍ଟ କରିଛି ଘୋରଇ ବସ୍ ମାଲିକ ସଙ୍ଘ ଧର୍ମଘଟ ସମୟ ରେ ଘୋରଇ ବସ୍ ମାଲିକ ସଙ୍ଘ ଗୋଣ୍ଡଗୋଳ ଆଶଂକା କରିଛି ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜି ଙ୍କୁ ଭେଟି ନିବେଦନ କରିଛି ସଂଘ । […]

ଅଧିକ ପଢ
Riya 1
Editorial

ସୁଟିଂ ସେଟରେ ସବୁ ଖୋଲି ଦେଲେ ରିୟା – ସ୍ୱାମୀଙ୍କୁ ଦେଖି ଆଉ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଟିଂ ସେଟ୍ ରେ ସ୍ୱାମୀ ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ଓଡିଆ ଅଭିନେତ୍ରୀ ରିୟା ଦେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ମାସରେ ସୁନିଲ ଏବଂ ରିୟା ଙ୍କର ବିବାହ ହୋଇଥିଲା । ଆଉ ବାହାଘର ଟି ବହୁତ ଧୁମଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡ ର ସମସ୍ତ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଆଉ […]

ଅଧିକ ପଢ
aret
Editorial

ବାପା ସହିତ ୫ ଟା ମୋବାଇଲ ଖୋଲିବ ଝିଅ ଅର୍ଚ୍ଚନାର କଳା ଗୁମର !

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ବାପା ଙ୍କୁ ସମନ ପରେ ଇଡି ଜେରା କରିଛି । ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ରେ ସମନ ପରେ ତାଙ୍କୁ ହାଜର କରାଜାଇଥିବା ସୂଚନା ରହିଛି । ତେବେ ଅର୍ଚ୍ଚନା ଙ୍କ ବେନାମୀ ସଂମ୍ପତୀ ନେଇ ଇଡି ଖୋଳତାଳ କରୁଛି । ତାଙ୍କର ବାପାଙ୍କୁ ପଚରା ଉଚୁରା କରୁଛି ଏହି ସଂମ୍ପତୀ ବାବଦରେ ଅର୍ଚ୍ଚନା ଙ୍କ ସଂମ୍ପର୍କ […]

ଅଧିକ ପଢ