ଇଂଲଣ୍ଡର ପ୍ରସିଦ୍ଧ ଭବିଷ୍ୟବକ୍ତା ପ୍ରଫେସର କିରୋ (Professor Cheiro) ଙ୍କ ଭବିଷ୍ୟବାଣୀ, ଭାରତକୁ କୌଣସି ଶକ୍ତି ଅଟକାଇ ପାରିବ ନାହିଁ…

india

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣନ୍ତି କି ଭାରତ କୁ ସ୍ୱାଧୀନ କରିବା ଲାଗି କେତେ କଣ ଘଟଣା ଘଟିଜାଇଛି । ବ୍ରିଟେନ ଏମିତି ହିଁ ଭାରତ କୁ ସ୍ୱାଧୀନ କରିବା ପାଇଁ ଛାଡି ନଥିଲା । ତେବେ ଯେତେ ବେଳେ ଇଂରେଜ ମାନେ ଜାଣିଗଲେ କି ବର୍ତମାନ ଆଉ ଭାରତ ଶାସନ କରିବା ସମ୍ଭବ ନୁହେଁ । ଠିକ୍ ସେତିକି ବେଳେ ସେମାନେ ବାଧ୍ୟ ହୋଇ ଭାରତ କୁ ସ୍ୱାଧୀନ କରେଇଥିଲେ । ହେଲେ ସେମାନଙ୍କ ମନରେ ଏହା ଥିଲା କି ସେମାନେ ପୁଣି ଥରେ କେବେ ନା କେବେ ଭାରତ କୁ ନିଜ କବ୍ଜା ରେ ରଖିବେ ବୋଲି ।

ତେବେ ଆମେ ଆଜି ଆପଣ ମାନଙ୍କୁ ଭାରତ କୁ ନେଇ ଭବିଷ୍ୟବାଣୀ କରେଇଥିବା ବ୍ରିଟିସ ର ପ୍ରଫେସର କିରୋ ଙ୍କ ବିଷୟ ରେ ଆଲୋଚନା କରିବୁ । ତେବେ ଯେତେ ବେଳେ ମହାମାରୀ ଏଲିଜା ବେଥ୍ କିରୋ ଙ୍କୁ ପଚାରିଥିଲେ କି ଆପଣ ଏମିତି ଏକ ଦିନ କୁହନ୍ତୁ ଯେଉଁ ଦିନ ଆମେ ପୁଣି ଥରେ ଭାରତ କୁ ଦାସ କରେଇ ପାରିବା । ତେବେ ଏହାର ଉତ୍ତର ରେ ପ୍ରଫେସର କିରୋ କହିଲେ ଯେ ଏହି ଭଳି ଦିନ କୁହନ୍ତୁ ଯେଉଁ ଦିନ ଆମେ ଭାରତ କୁ ସ୍ୱାଧୀନ କରିପାରିବା ।

india

ହେଲେ ସେହି ଦିନ ଆମ ପାଇଁ ଅଶୁଭ ରହିବ । କେଉଁ ଦିନ ଆମେ ପୁନଃ ଭାରତ କୁ ଦାସ ବନେଇ ପାରିବା । ତେବେ କିରୋ ତାଙ୍କୁ ରାତ୍ରୀ ସମୟ ରେ କହିଥିଲେ । ଏହା ସହିତ ଭାରତ କୁ କେହି ଶକ୍ତି ଅଟକେଇ ପାରିବ ନାହିଁ ବୋଲି ସେ କହିଥିଲେ । ବିଶୁଦ୍ଧ ଧର୍ମାଲମ୍ବୀ ନୀତି ର ଜଣେ ଶକ୍ତିଶାଳୀ ବ୍ୟକ୍ତି ହିଁ ସମ୍ପୂର୍ଣ୍ଣ ଦେଶ କୁ ଜାଗ୍ରତ କରାଇ ଦେବେ । ତେବେ ବନ୍ଧୁଗଣ ତାଙ୍କର ଆଧ୍ୟତ୍ମିକ ଶକ୍ତି ସମୁହ ଭୈତିକ ଶକ୍ତି ଠାରୁ ଶକ୍ତିଶାଳୀ ରହିବ । ଜାହାର ପ୍ରଭାବ ସମଗ୍ର ସଂସାର ଉପରେ ପଡିବ ।

ତେବେ ଭାରତ ର ଭବିଷ୍ୟତ ଦିନ କୁ ଦିନ ଉଜ୍ୱଳ ହେବ ତେବେ ଏହାର କିଛି ଦିନ ଅଧ୍ୟୟନ ପରେ କିରୋ ନିଜର ଅଧ୍ୟୟନ ରୁ ଜାଣି ପାରିଲେ କି ଭାରତ ର ଭବିଷ୍ୟତ ବହୁତ ଉଜ୍ୱଳ ଅଟେ । ତେବେ ମହାରାଣୀ ଙଅକ ପାଖକୁ ଜାଇ କହିଲେ ଭାରତ ସ୍ୱାଧୀନ ହେବାର 70 ବର୍ଷ ମଧ୍ୟରେ ଯଦି କେହି ମହାପୁରୁଷ ତାର ଶାସନ ଭାର ଗ୍ରହଣ କରେ ତେବେ ଭାରତ କୁ ଆଉ କେହି ବି ନିଜର ଦାସ ବନେଇ ପାରିବେ ନାହିଁ । ହେଲେ ଯଦି ଏମିତି କିଛି ହୁଏ କି ଭାରତ କାହାର ଦାସ ହୋଇଜାଇଛି ତେବେ ସେ ଆଉ କେବେ ବି ସ୍ୱାଧୀନ ହୋଇ ପାରିବ ନାହିଁ ।

Professor Cheiro

କିରୋ 1925 ମସିହା ରେ ଲେଖୁଥିବା ପୁସ୍ତକ ରେ ଏହି ଭବିଷ୍ୟବାଣୀ କରାଜାଇଛି । ତେବେ 1950 ମସିହା ରେ ଭାରତ ରେ ମସିହାରେ ଭାରତରେ ଏକ ନୂଆ ସଭ୍ୟତା ଆରମ୍ଭ ହେବ ବୋଲି ସେହି ପୁସ୍ତକ ରେ ଲେଖା ଯାଇଛି । ଭାରତ ଠାରୁ ସାରା ଦୁନିଆଁ ଜ୍ଞ୍ୟାନ ଆହାରଣ କରିବ ତେବେ କିରୋ ନିଜର ପୁସ୍ତକ ରେ ଲେଖିଛନ୍ତି ଯେ ଭାରତ ର ସୂର୍ଯ୍ୟ ବଳବାନ ରହିଛି । ଏବଂ ଏହା କୁମ୍ଭ ରାଶିରେ ଅବସ୍ଥିତ ଅଟେ । ସେହିଥି ପାଇଁ ଭାରତ ର ପ୍ରଗତୀ କୁ କେହିବି ରୋକି ପାରିବେ ନାହିଁ ।

ଏଠାରେ ଜଣେ ଏମିତି ମହାପୁରୁଷ ଙ୍କ ଜନ୍ମ ହେବ ଜାହାଙ୍କ ଆଧ୍ୟାତ୍ମିକ କ୍ଷେମତା ସମଗ୍ର ବିଶ୍ୱର ଭୌତିକ କ୍ଷେମତା କୁ ଅନେକ ଗୁଣରେ ଅଧିକ କରିବ । ତେବେ ଏଠାରେ ଗୁରୁଶିକ୍ଷ ଙ୍କ ସଂମ୍ପର୍କ ଆରମ୍ଭ ହେବ ସବୁ ଜାତି ଧର୍ମ ଏକାଠି ହୋଇ ରହିବେ । ତେବେ ବର୍ତ୍ତମାନ ଇଂଲଣ୍ଡ ର ମୁଣ୍ଡରେ ଗୋଟିଏ ଚିନ୍ତା କି ସେହି ମହାପୁରୁଷ କିଏ । ତେବେ ଆପଣ ମାନଙ୍କୁ କଣ ଲାଗୁଛି ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ