ଲଜ୍ଜ୍ୟାର ସମସ୍ତ ସୀମା ପାର କରି ପ୍ରିୟଙ୍କା ଚୋପ୍ରା ପରିଧାନ କରିଥିଲେ ଏହିଭଳି ପୋଷାକ ! ୟୁଜର୍ସଙ୍କ ଦ୍ଵାରା ଟ୍ରୋଲ ହୋଇଥିଲେ ।

Spread the love

ଗୋଟିଏ ଭଲ ପତିକୁ ଗୋଟିଏ ଭଲ ସାଙ୍ଗ ନ ମିଳି ପାରେ କିନ୍ତୁ ଗୋଟିଏ ଭଲ ସାଙ୍ଗ ପତି ରୂପରେ ମିଳିଯାଏ । ଏଭଳି ହିଁ କିଛି ଘଟିଛି ପ୍ରିୟଙ୍କା ଚୋପ୍ରାଙ୍କ ସହିତ । ପ୍ରଥମେ ଏମାନଙ୍କ ମଧ୍ୟରେ ବନ୍ଧୁତା ହେଲା, ପ୍ରେମ ହେଲା ଓ ପରେ ବିବାହର ପବିତ୍ର ବନ୍ଧନରେ ଆବନ୍ଧ ହୋଇଥିଲେ ଦୁହେଁ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସ୍ । ସେମାନେ ଏବେ ବହୁତ ଖୁସିରେ ଅଛନ୍ତି । କାରଣ ପ୍ରଥମ ପର୍ଯ୍ୟାୟରେ ନିକ୍ ଜୋନସ୍ ଗୋଟିଏ ଭଲ ମିତ୍ର ହୋଇ ପ୍ରିୟଙ୍କାଙ୍କ ଜୀବନକୁ ଆସିଥିଲେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରିୟଙ୍କା ନିକ୍ ଜୋନସ୍ କୁ ନିଜ ପତି ରୂପରେ ପାଇଛନ୍ତି । ପ୍ରିୟଙ୍କା ଚୋପ୍ରା କହିଛନ୍ତି, ନିକ୍ ଜୋନସ୍ ତାଙ୍କ ପାଇଁ ଏକ ଭଲ ପତି ଅଟନ୍ତି । ବିବାହ ହେବା ପରେ ସେ ନିଜ ପତିଙ୍କ ସହିତ ଅନେକ ଜାଗାକୁ ଯାଇଛନ୍ତି ।

ପ୍ରିୟଙ୍କା ଚୋପ୍ରା ଅଧିକାଂଶ ସମୟରେ ନିଜ ଅଭିନୟ ଅଥବା ଅନ୍ୟ କିଛି କାରଣ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି :

ଏହି ଦୃଶ୍ୟକୁ ଆପଣ ମଧ୍ୟ ନିଶ୍ଚୟ ଦେଖିଥିବେ, ନିଜ କେଶକୁ ଏଭଳି ସଜାଇ ଥିଲେ କି ସେଠାରେ ଘରଚଟିଆ ଅଣ୍ଡା ମଧ୍ୟ ଦେଇ ପାରିବ । ନିଜ କେଶର ଅବସ୍ଥା ଏଭଳି କରିଥିବା ଯୋଗୁଁ ଲୋକମାନେ ପ୍ରିୟଙ୍କା ଚୋପ୍ରାଙ୍କୁ ବହୁତ ଥଟ୍ଟା କରିଥିଲେ । ସେ ନିଜ ଚେହେରାକୁ ଏତେ ଅଧିକ ମେକଅପ୍ କରିଥିଲେ ଯେ, ଲୋକମାନେ ତାଙ୍କୁ ପ୍ରଥମ ଥର ଦେଖି ଠିକରେ ଚିହ୍ନି ପାରିନଥିଲେ । ସେ ପିନ୍ଧିଥିବା ପୋଷାକର ମଧ୍ୟ କିଛି ଖାସ୍ ଲୁକ୍ ନ ଥିଲା । ସେହି ସମୟରେ ବହୁତ ଥଟ୍ଟା କରିଥିଲେ କିନ୍ତୁ ପ୍ରିୟଙ୍କା ଚୋପ୍ରା ଏସବୁକୁ ଅଣଦେଖା କରି ନିଜେ ମଜା ନେଉଥିଲେ ।

ଆଜି ଆମେ ଆପଣଙ୍କୁ ପ୍ରିୟଙ୍କା ଚୋପ୍ରାଙ୍କ କିଛି ଏଭଳି ଦୃଶ୍ୟ ଦେଖେଇବାକୁ ଯାଉଛୁ; ଯେଉଁ କାରଣରୁ ସେ ବହୁତ ଲଜ୍ଜା ଅନୁଭବ କରିଥିଲେ । କାରଣ ତାଙ୍କ ଆଗରେ ହିଁ ପିନ୍ଧିଥିବା ପୋଷାକ ପାଇଁ ଲୋକମାନେ ବହୁତ ଥଟ୍ଟା କରିଥିଲେ । ସେ ଯେତେବେଳେ ବାହାରକୁ ଯାଇଥାନ୍ତି, ସେ ସବୁବେଳେ ନିଜ ପତି ନିକ୍ ଜୋନସ୍ ସହ ଦେଖିବାକୁ ମିଳିଥାଏ । ଯାହା ହେଲେ ମଧ୍ୟ କହିବାକୁ ଗଲେ ପ୍ରିୟଙ୍କା ଚୋପ୍ରା ନିଜ ପତିଙ୍କ ସହ ବହୁତ ଖୁସିରେ ରହୁଛନ୍ତି ।

ପୋଷାକ ଗୁଡ଼ିକୁ ଡ଼ିଜାଇନକୁ ଦେଖି ଦର୍ଶାକ ଏବଂ ପ୍ରଶଂସକମାନେ ମଧ୍ୟ ବେଳେ ବେଳେ ଏହା ଭାବୁଛନ୍ତି ଯେ, ଡ଼ିଜାଇନର ମଧ୍ୟ ଏହିପରି ପୋଷାକ ବନାଇବା ପୂର୍ବରୁ ଭାବିଛିନ୍ତି ବନାଉଛନ୍ତି କି ? କାହିଁକି ନା ଏହିପରି କେତେକ ପୋଷାକର ଡ଼ିଜାଇନ ରହିଛି ଯାହାକୁ ସାଧାରଣତଃ ପରିଧାନ କରିବାକୁ ଇଚ୍ଛା ହେବ ନାହିଁ ଏବଂ କେହି ମଧ୍ୟ କଲ୍ପନା କରିପାରିବେ ନାହିଁ ଯେ, ଏହିପରି ପୋଷାକକୁ କେହି ପରିଧାନ କରିବେ । ପ୍ରିୟଙ୍କା ଚୋପ୍ରା ଯେଉଁଭଳି ପୋଷାକ ପିନ୍ଧିଲେ ନିଜ ସୁନ୍ଦରତାରେ ବଳରେ ଦର୍ଶକ ମନ୍ତ୍ରମୁଗ୍ଧ କରିଦିଅନ୍ତି ।

ତେବେ ଚାଲନ୍ତୁ ସେହି ଫୋଟ ଗୁଡ଼ିକୁ ଦେଖିବା ଯେଉଁ କାରଣରୁ ପ୍ରିୟଙ୍କା ଚୋପ୍ରାଙ୍କୁ ଲଜ୍ଜା ଅନୁଭବ କରିବାକୁ ପଡିଥିଲା ।

ବନ୍ଧୁଗଣ ଅନୁଛେଦଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ମତାମତ Comment କରି ଜାଣନ୍ତୁ ।