ପ୍ରାଇଭେଟ କର୍ମଚାରୀଙ୍କୁ ମୋଦୀ ସରକାରଙ୍କ ତରଫରୁ 2ଟି ବଡ଼ ଖୁସିର ଖବର :-

Spread the love

ନିର୍ବାଚନକୁ ଆଖି ଆଗରେ ରଖି, ସମଗ୍ର ଦେଶ ଜନତାଙ୍କୁ ନିଜର ସମର୍ଥ ବନାଇବା ପାଇଁ ବୋଧେ ପ୍ରତିଦିନ କିଛି ନ କିଛି ନୂଆ ନିୟମ ଲାଗୁ ହେଉଛି । ପୁଣି ପ୍ରାଇଭେଟ କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ମୋଦି ସରକାର ଘୋଷଣା କରିଛନ୍ତି ଦୁଇଟି ନୂଆ ନିୟମ ।

ସାମ୍ପ୍ରତିକ ପରିସ୍ଥିତିରେ ଦେଶର ପ୍ରଧାନମନ୍ତ୍ରୀ ଚାକିରୀକୁ ନେଇ ଵ୍ୟସ୍ତବିବ୍ରତ ଥିଲ ଭଳି ଲାଗୁଛି । ଦେଶରେ ଯେଉଁ ହାରରେ ବେକାର ସଂଖ୍ୟ ବଢିବାକୁ ଲାଗୁଛି ତାର ସମାଧାନ କରିବା ସରକାରଙ୍କ ପକ୍ଷେ କଷ୍ଟକର ହୋଇଯାଉଛି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଗତ କିଛି ବର୍ଷ ହେଲା ସରକାରୀ ପଦବୀ ମଧ୍ୟଗୁଡିକ ମଧ୍ୟ ଖାଲି ଥିଲା ଥିବା ନଜର ଆସୁନାହିଁ । ତେଣୁ ବର୍ତ୍ତମାନ ସରକାର ବିଭିନ୍ନ ପ୍ରକାର ବିକଳ୍ପ ନୀତି ଅନୁସରଣ କରିବାକୁ ବାଧ୍ୟ ହେଉଛନ୍ତି । ଏହା ସତ୍ୟ ଯେ ମୋଦି ସରକାର ପ୍ରାଇଭେଟ ଜୋବ (Job) କରିଥିବା ଲୋକମାନଙ୍କ ପାଇଁ ଦୁଇଟି ବଡ଼ ମହତ୍ତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।

ପ୍ରଥମ ଘୋଷଣା:-

ବ୍ୟାପାରିକ ସୁରକ୍ଷା ସ୍ୱାସ୍ଥ୍ୟ ଓ ବଡ଼ ସ୍ତରରେ କାମ କରୁଥିବା ଓ ଅତିକମରେ 10 କର୍ମଚାରୀ ଵାଲା କମ୍ପାନୀ ଓ ଅନ୍ୟାନ୍ୟ କମ୍ପାନୀ ସବୁ ଉପରେ ଏହି ନିୟମ ଲାଗୁ ହେବ ।ସରକାରଙ୍କର କହିବା କଥା ଏହା ଅଟେ ଯେ, ଏହି ସବୁ କମ୍ପାନୀକୁ ନିଜର କର୍ମଚାରୀଙ୍କର ନିଯୁକ୍ତିରେ ଏକ ଏକ ପତ୍ର ଦେବାକୁ ପଡିବ । ଆଉ ତା ସହିତ କର୍ମଚାରୀମାନଙ୍କୁ ସର୍ବନିମ୍ନ ସୁବିଧା ଦେବାକୁ ପଡିବ ।

ଦ୍ଵିତୀୟ ଘୋଷଣା:-

ସବୁଠାରୁ ବଡ଼ କଥା ଏହା ଅଟେ କି, କମ୍ପାନୀର କାର୍ଯ୍ୟରତ କର୍ମଚାରୀମାନଙ୍କର ରିଟାୟର ପରେ କମ୍ପାନୀ ସେମାନଙ୍କ ପ୍ରତି ଯଥେଷ୍ଟ ଧାନ୍ୟ ଦେବା ଏତଦବ୍ୟତୀତ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଓ କର୍ମଚାରୀଙ୍କ ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସେବା ପ୍ରତି ଧ୍ୟାନ ରଖିବାକୁ ପଡିବ ।

ସରକାରଙ୍କ ଏହି ନିୟମକୁ କଣ ଘରୋଇ ଉଦ୍ୟୋଗ ଗୁଡିକ ମାନି ବେବେ ? କଣ ଏହା ଦ୍ୱାରା ପ୍ରାଇଭେଟ କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ଉପକୃତ ହୋଇପାରିବେ ? ଆପଣ ମତାମତ Comment କରି ଜଣାନ୍ତୁ ।