ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୋଟିଏ ଦିନର ଖାଇବା ଖର୍ଚ୍ଚ କେତେ ଟଙ୍କା ! ଆପଣ ଭାବି ମଧ୍ୟ ପାରିବେ ନାହିଁ ।

Spread the love

ନମସ୍କାର ବନ୍ଧୁଗଣ ଆମର ଏହି ଲେଖାରେ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନର ପ୍ରତ୍ୟେକ ଛୋଟ ବଡ଼ ବିଷୟ ସବୁବେଳେ ଚର୍ଚ୍ଚା ହେଉଛି, କେତେବେଳେ ବିରୋଧୀ ମାନେ ତାଙ୍କ ପତ୍ନୀଙ୍କୁ ନେଇ ଘେରିବା ପାଇଁ ଚେଷ୍ଟା କରନ୍ତି ତ କେତେବେଳେ ଜନସାଧାରଣଙ୍କ ପାଇଁ କିଛି ନୂଆ ନିୟମ ପ୍ରଣୟନ କରି ଚର୍ଚ୍ଚାର ଘେରରେ ରହିଥାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବାହ ସମ୍ପର୍କରେ ବହୁତ କଥା ଶୁଣିବାକୁ ମିଳୁଛି କିନ୍ତୁ ଦେଖଯାଏ ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଅନେକ କଥା ମଧ୍ୟ କୁହାଯାଏ କିନ୍ତୁ ଏମିତି ଏକ କଥା ଅଛି ଯାହା ସମସ୍ତେ ଜାଣନ୍ତି । ସେହି କଥାଟି ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ଲୋକଙ୍କୁ ଯୋଡିବାର କ୍ଷମତା ରହିଛି । ଯେତେବେଳେ ମଧ୍ୟ ବିରୋଧୀ ତାଙ୍କ ବିରୁଦ୍ଧରେ କୁହନ୍ତି, ତେବେ ସେମାନେ ଏହି କଥାଟି କୁହନ୍ତି ଯେ ତାଙ୍କ ପାଖରେ ଲୋକଙ୍କୁ ଯୋଡିବାର କ୍ଷମତା ଛଡା ଆଉ କିଛି କାମ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେ କାମ କରନ୍ତି, ତାହା ଦେଶର ଜନସାଧାରଣ ଜାଣିଛନ୍ତି । ତାହାର ସଫେଇ ଦେବା ଆବଶ୍ୟକ ନାହିଁ କି ବିରୋଧୀଙ୍କ କଥା ଶୁଣିବାର ନାହିଁ ।

ଆପଣଙ୍କୁ ଜଣେଇ ଦେଉଛୁ ଯେ, ଦେଶର ୧୯ ରାଜ୍ୟ ସହ କେନ୍ଦ୍ରରେ ମଧ୍ୟ ବିଜେପି ସରକାର ଅଛି । ଯେଉଁଠାରେ ବିଜେପି ସରକାର ଅଛି, ସେଠାରେ ଜନସାଧାରଣଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ପାଇଁ ଅସମ୍ଭବ ଆଇନ ତିଆରି କରାଯାଉଛି । ସରକାର ଜନସାଧାରଣଙ୍କ ହିତ ପାଇଁ ବହୁତ କାମ କରନ୍ତି କିନ୍ତୁ ବିରୋଧୀମାନେ ସବୁବେଳେ ଅଯଥା ଖର୍ଚ୍ଚ କରୁଛନ୍ତି କହି ଅଭିଯୋଗ କରନ୍ତି । ଏହି ପରିସ୍ଥିତିରେ ଆମେ ଆଜିର ଏହି ଲେଖାରେ ଆପଣଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୋଟିଏ ଦିନର ଖାଇବାର ଖର୍ଚ୍ଚ କେତେ ତାହା ଜଣାଇବୁ, ଆସନ୍ତୁ ଜାଣିବା ।

ଆପଣଙ୍କୁ କହି ଦେଉଛୁ ଯେ, ଆର.ଟି.ଆଇ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବ୍ୟକ୍ତିଗତ ଖର୍ଚ୍ଚ ସେ ନିଜେ ବହନ କରନ୍ତି । ଏଥିପାଇଁ ସେ କୌଣସି ସରକାରୀ ସହାୟତା ନିଅନ୍ତି ନାହିଁ । ସରକାରୀ ଖର୍ଚ୍ଚ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖର୍ଚ୍ଚ ଶୂନ୍ୟ ଅଟେ ଏବଂ ଆପଣଙ୍କୁ ଜଣେଇ ଦେଉଛୁ ଯେ, ତାଙ୍କ କାର୍ଯ୍ୟ କାଳ ସମୟରେ ସେ କେବେ ହେଲେ ଛୁଟି ନେଇ ନାହାନ୍ତି ଏବଂ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟକୁ ମଧ୍ୟ ସେ ନିଜେ ହିଁ ସମ୍ଭାଳନ୍ତି । ଯେତେବେଳେ କି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଅନେକ କର୍ମଚାରୀ ନିଯୁକ୍ତି କରାଯାଇଥାଏ, ତଥାପି ନିଜର ସମସ୍ତ କାର୍ଯ୍ୟ ନିଜେ ହିଁ ସମ୍ଭାଳି ଥାଆନ୍ତି ।

ଅନ୍ୟ ଏକ କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଆର.ଟି.ଆଇ ଜାଣିବାକୁ ପାଇଛନ୍ତି କିନ୍ତୁ ଏହାକୁ ବାହାରେ ସେୟାର କରାଯାଇ ନାହିଁ । ଯାହା ମଧ୍ୟାରେ ତାଙ୍କର ଦିନଚର୍ଯ୍ୟା, ତାଙ୍କର ଡିଗ୍ରୀ, କିଏ ତାଙ୍କୁ ସହାୟତା କରନ୍ତି ଏସବୁ ସୁରକ୍ଷା କାରଣରୁ ବାହାରେ ପ୍ରକାଶ କରାଯାଇନାହିଁ ।

ବି.ଦ୍ର : ଯଦି ଆମର ଏହି ଅନୁଛେଦଟି ଆପଣଙ୍କୁ ଭଲ ଲାଗେ, ତେବେ କାମେଣ୍ଟ କରି ଜାଣନ୍ତୁ ଏବଂ ଏହି ଲେଖାଟି ଆପଣଙ୍କ ବନ୍ଧୁ ଓ ପରିବାର ମଧ୍ୟରେ ଶେୟର କରନ୍ତୁ । ଧନ୍ୟବାଦ !