ପ୍ରେମ ଚୋପଡ଼ାଙ୍କ ନାତୁଣୀ ବହୁତ ସୁନ୍ଦର ଅଟନ୍ତି, ଆପଣ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

ଆପଣ ସମସ୍ତେ ଜାଣନ୍ତି ଯେ, ଭାରତର ଚଳଚ୍ଚିତ୍ର ଗୁଡ଼ିକ ଯାହା ବଲିଉଡ଼ ନାମରେ ପରିଚିତ ସେଥିରେ ଖଳନାୟକ ବିନା କାହାଣୀଟି ଅସମ୍ପୂର୍ଣ୍ଣ ବୋଲି କୁହାଯାଏ । କାରଣ ଖଳନାୟକ ଏମିତି ଏକ ଚରିତ୍ର ଯାହା ସମ୍ପୂର୍ଣ୍ଣ ଚଳଚ୍ଚିତ୍ରରେ ଜୀବନ ଭରି ଦିଏ । ବଲିଉଡ଼ରେ ଆଜି ପର୍ଯ୍ୟନ୍ତ ଅନେକ ଚଳଚ୍ଚିତ୍ର ତିଆରି ହୋଇଛି । ଯେଉଁଥିରେ ଏହି ଖଳନାୟକମାନେ ନିଜ ଚରିତ୍ରକୁ ଚଳଚ୍ଚିତ୍ରରେ ଯେତେ ଖରାପ ଦେଖାଇଥାନ୍ତି କିନ୍ତୁ ବାସ୍ତବ ଜୀବନରେ ଏମାନେ ସମ୍ପୂର୍ଣ୍ଣ ଭିନ୍ନ ଅଟନ୍ତି । ଖବରରେ ସବୁବେଳେ ଏମାନଙ୍କର ଚର୍ଚ୍ଚା ହୋଇଥାଏ । ଆପଣମାନେ ବଲିଉଡର ଖଳନାୟକ ପ୍ରେମ ଚୋପଡ଼ାଙ୍କ ବିଷୟରେ ନିଶ୍ଚୟ ଜାଣିଥିବେ । ସେ ନିଜର ଅଭିନୟ ବଳରେ କେତେ ଲୋକଙ୍କୁ ନିଜର ଦିୱାନା କରିଛନ୍ତି । ଯେପରି ହିରୋର ଆଗମନରେ ସମସ୍ତେ ତାଳି ବଜାନ୍ତି ଓ ସିଟି ମାରନ୍ତି, ସେହି ପରି ପ୍ରେମ ଚୋପଡ଼ାଙ୍କ ଆଗମନରେ ମଧ୍ୟ ଲୋକେ ତାଳି ବଜାଉଥିଲେ । କାରଣ ତାଙ୍କର ଅଭିନୟ ଏତେ ଦମଦାର ଥିଲା ଯେ, ଲୋକେ ପ୍ରଶଂସା ନ କରି ରହି ପାରୁନଥିଲେ । ବର୍ତ୍ତମାନ ସୁଦ୍ଧା ତାଙ୍କର ଅଭିନୟକୁ ସମସ୍ତେ ବହୁତ ଚର୍ଚ୍ଚା କରନ୍ତି ।

ଆପଣମାନେ ସମସ୍ତେ ଜାଣନ୍ତି ଯେ, ପ୍ରେମ ଚୋପଡ଼ା ବଲିଉଡ଼ରେ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ରାଜତ୍ଵ କରିଥିଲେ କିନ୍ତୁ ଏହା ପରେ ସେ ଚଳଚ୍ଚିତ୍ର ଜଗତରୁ ବହୁତ ସମୟ ପାଇଁ ନିଜକୁ ଦୂରେଇ ଦେଇଛନ୍ତି । ବର୍ତ୍ତମାନ ସେ ବଲିଉଡର ଚଳଚ୍ଚିତ୍ରରେ ଦେଖାଯାଉ ନାହାଁନ୍ତି । ସେ ନିଜକୁ ବଲିଉଡ଼ରୁ ଦୁରେଇ ଦେଇଛନ୍ତି ।

ଯଦି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରିବା, ତା’ହେଲେ ପ୍ରେମ ଚୋପଡ଼ାଙ୍କ ପରିବାରରେ ତିନୋଟି ଝିଅ ଅଛନ୍ତି । ଏମାନେ କେବେ ବଲିଉଡ଼ ଆଡ଼କୁ ଅଗ୍ରସର ହୋଇଛନ୍ତି ନା କୌଣସି ବଲିଉଡ ଚଳଚ୍ଚିତ୍ରରେ କାମ କରିଛନ୍ତି । ଏମିତି ତ ଏହି ତିନି ଝିଅଙ୍କ ସୁନ୍ଦରତା କହିଲେ ନସରେ ତଥାପି ଏମାନେ ଚଳଚ୍ଚିତ୍ର ଜଗତରୁ ନିଜକୁ ସବୁବେଳେ ଦୂରରେ ରଖିଛନ୍ତି । କାରଣ ତାଙ୍କୁ ଚଳଚ୍ଚିତ୍ର ଦେଖିବା ପସନ୍ଦ ମାତ୍ର ଚଳଚ୍ଚିତ୍ରରେ ଅଭିନୟ କରିବା ପସନ୍ଦ ନୁହେଁ । ନିଜ ପାରିବାରିକ ଜୀବନ, ସେମାନଙ୍କୁ ବହୁତ ଭଲ ଲାଗିଥାଏ ।

ଆଜି ଆମେ ଏହି ଲେଖା ମାଧ୍ୟମରେ କହିବାକୁ ଯାଉଛୁ ଯେ, ପ୍ରେମ ଚୋପଡ଼ାଙ୍କ ଜଣେ ନାତୁଣୀ ଅଛନ୍ତି ଯିଏ ଦେଖିବାକୁ ବହୁତ ସୁନ୍ଦର ଏବଂ କୌଣସି ଅଭିନେତ୍ରୀଙ୍କ ଠାରୁ କମ ନୁହଁନ୍ତି । ପ୍ରେମ ଚୋପଡ଼ାଙ୍କ ନାତୁଣୀଙ୍କର ନାମ ହେଉଛି ସାଚୀ ଭଲ୍ଲା ଓ ସେ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଅଟନ୍ତି । ତାଙ୍କୁ ଯିଏ ମଧ୍ୟ ଦେଖିଲେ, ତାଙ୍କର ଦିୱାନା ପାଲଟି ଯିବେ ଏବଂ ବହୁତ ଶୀଘ୍ର ହିଁ ସେ ବଲିଓଡ଼ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଆହୁରି ଅଧିକ ସୂଚନା ପାଇଁ ଆମେ ଆପଣଙ୍କୁ ଜଣାଇଦେଉଛୁ ଯେ, ପ୍ରେମ ଚୋପଡ଼ାଙ୍କ ନାତୁଣୀ; ଯିଏ କି ତାଙ୍କ ଝିଅମାନଙ୍କ ପରି ଚଳଚ୍ଚିତ୍ର ଜଗତରୁ ଦୂରରେ ନାହାନ୍ତି କିନ୍ତୁ ସମସ୍ତଙ୍କ ମଧ୍ୟରୁ ସବୁଠାରୁ ଅଧିକ ସୁନ୍ଦର ହେଉଛନ୍ତି ସାଚୀ ଭଲ୍ଲା ଓ ସେ ପ୍ରସିଦ୍ଧ ଟିଭି କଳାକାର ବିକାଶ ଭଲ୍ଲାଙ୍କ ଝିଅ ଅଟନ୍ତି ।

ସାଚୀ ଭଲ୍ଲାଙ୍କୁ ଆପଣ ସୋସିଆଲ ମିଡିଆରେ ଦେଖୁଥିବେ । ଏଠାରେ ସେ ବହୁତ ଲୋକଙ୍କ ସହ କଥାବାର୍ତ୍ତା କରନ୍ତି ଓ ନିଜ ଫୋଟୋଗୁଡିକ ସେୟାର କରନ୍ତି । ସୋସିଆଲ ନେଟ୍ୱାର୍କିଙ୍ଗ ସାଇଟରେ ଲୋକମାନେ ସାଚୀ ଭଲ୍ଲାଙ୍କୁ ବହୁତ ପସନ୍ଦ କରନ୍ତି । ତାଙ୍କର ହଜାର ହଜାର ସମର୍ଥକ ମଧ୍ୟ ଅଛନ୍ତି । ଆସନ୍ତୁ ଦେଖିବା, ସାଚୀ ଭଲ୍ଲାଙ୍କ କେତେକ ସୁନ୍ଦର ଫୋଟ ଯାହାକି ଏବେ କିଛିଦିନ ହେବ ହି ଇଣ୍ଟରନେଟ ଦୁନିଆରେ ସମସ୍ତଙ୍କୁ ଚକିତ କରିଦେଇଛି ଏବଂ ଲୋକଙ୍କ ମଧ୍ୟରେ ବହୁତ ଶୀଘ୍ର ଭାଇରଲ ହେବାକୁ ଲାଗିଛି । ଏହା ସହିତ ତାଙ୍କୁ ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ି ଚାଲିଛି ।