ପ୍ରୀତି ବୟସ ୪୨, ହେଲେ ଅର୍ଚ୍ଚନା ଭଳି ସେ ସେ-କ୍ସରେ ସ୍ପେଶାଲିଷ୍ଟ ।

Preeti

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ କଥା କୁହନ୍ତି ନଟି ନଟି କାଟି ଦିଅନ୍ତି ତଣ୍ଟି । ଆଜ୍ଞ୍ୟା ହଁ ସେ ହେଉଛନ୍ତି ଏମିତି ଏକ ଯୁବତୀ । ଯୁବତୀ ନୁହିଁନ୍ତି ମହିଳା କହି ପାରିବେ ବା ବୁଢୀ ବି କହି ପାରିବେ । ହେଲେ ତାଙ୍କର ଯେଉଁ ବୁଦ୍ଧି ରହିଛି ସେହିଥିରେ ସେ ଆପଣଙ୍କୁ ଢେର ପଛରେ ପକେଇ ଦେବେ । ନାଁ ପ୍ରତି ରାଘେବେନ୍ଦ୍ର ଦେଶାଇ । ବୟସ 43 ଶିକ୍ଷାଗତ ଯୋଗ୍ୟତା B-tech ପାସ୍ ଆଉ ପ୍ରଫେସନ ତାଙ୍କର ଧନୀ ଲୋକ ମାନଙ୍କୁ ଦେଖି ଫସେଇବା ।

ବିଭିନ୍ନ ରାଜ୍ୟ ରେ ବଡ ବଡ ଲୋକ ମାନଙ୍କୁ ସେଇଥାନ୍ତି ପ୍ରତି ରାଘେବେନ୍ଦ୍ର ଦେଶାଇ । ତେବେ ବୟସ 43 ହେଲେ ଏହି ପରି ବୟସ ରେ ବି ତାଙ୍କର କଥା କହିବାର ଏମିତି ଶୈଳି ରହିଛି ସେ ଜାହା କାହାକୁ ବି ସେ ଆ-କ-ର୍ଷିତ କରି ପାରିବେ । ଫେସବୁକ ଏବଂ ସୋସିଆଲ ମିଡିଆ ତାଙ୍କର ଅସ୍ତ୍ର । ଯେଉଁଠାରେ ବାଛି ବାଛି ସେ ଲୋକ ମାନଙ୍କୁ ଟାର୍ଗେଟ କରନ୍ତି । ଏହା ସହିତ ଅ-ଶ୍ଲୀ-ଳ କଥା ବାର୍ତ୍ତା ଏବଂ ଭିଡ଼ିଓ ରଖି ବ୍ଲାକ୍ ମେଲ କରନ୍ତି ।

women 1

ଆପଣ ମାନେ ଅର୍ଚ୍ଚନା ନାଗ ଙ୍କ କଥା ଭୁଲି ନଥିବେ ଅର୍ଚ୍ଚନା ନାଗ ଯିଏକି ଓଡିଶା କୁ ପକଉଛନ୍ତି ଉଠଉଛନ୍ତି । ତେବେ କେବଳ ସେ ଏକା ନୁହଁନ୍ତି ତାଙ୍କ ଭଳି ଅନେକ ରହିଛନ୍ତି । ଆଉ ଇଏ ହେଲେ ସେହି ମଧ୍ୟରୁ ଆଉ ଜଣେ । ନାମ ହେଉଛି ପ୍ରତି ରାଘେବେନ୍ଦ୍ର ଦେଶାଇ । ଫେସବୁକ ରେ ପ୍ରେମ କରନ୍ତି ଏବଂ ଏହା ପରେ ଏହା ଠକାମୀ ଆଡକୁ ଯାଏ । ଲୁଟି ନିଅନ୍ତି ତାଙ୍କ ଜାଲ ରେ ପଡିଥିବା ବ୍ୟକ୍ତି ମାନଙ୍କୁ କେବଳ ସେତିକି ନୁେହଁ ଟଙ୍କା ନଦେଲେ ସେ ମାନଶୀକ ସ୍ଥରରେ ଚାପ ପକାନ୍ତି ଏବଂ ଯେଉଁ ବ୍ୟକ୍ତଙ୍କୁ ଆ-ତ୍ମ-ହ-ତ୍ୟା କରିବା ପାଇଁ ବାଧ୍ୟ କରୁଛନ୍ତି ।

ତେବେ ଏହି ଘଟଣା କର୍ଣ୍ଣାଟକ ରେ ହୋଇଥିବା ବେଳେ ଏଠାରେ ଏକ ବ୍ୟକ୍ତି ବାଧ୍ୟ ହୋଇ ଆ-ତ୍ମ-ହ-ତ୍ୟା କରିଥିବାର ସୂଚନା ରହିଛି । ତେବେ ଏବେ ଏହାକୁ ନେଇ ପୋଲିସ ମଧ୍ୟ ତଦନ୍ତ ଜୋରସୋର କରିଥିବା ବେଳେ ଏହି ଯୁବତୀ ଙ୍କ ସମାନ କେଟାଗରି ଆପଣ ମାନେ ଓଡିଶା ରେ ଅର୍ଚ୍ଚନା ନାଗ ଙ୍କୁ ଦେଖି ପାରୁଥିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ