ଅଭିନେତା ପିଣ୍ଟୁ ନନ୍ଦଙ୍କ ଉନ୍ନତ ଚିକିତ୍ସା ପାଇଁ ଭଗବାନଙ୍କୁ ପ୍ରାର୍ଥନା ସହ ସାହାଯ୍ୟ…

pintu

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ନେଇ ଆସିଛି ଏବେ ବଡ ଖବର । ତେବେ ବନ୍ଧୁଗଣ ପିଣ୍ଟୁ ନନ୍ଦ ଏବେ ଲିଭର ସିରୋସିସ ରୋଗରେ ପୀଡିତ ରହିଛନ୍ତି । ବର୍ତମାନ ସମୟ ରେ ପଣ୍ଟୁ ନନ୍ଦ ଜିବନ ମୃ-ତ୍ୟୁ ସହିତ ସଂଗ୍ରାମ କରୁଥିବା ବେଳେ । ଏହା ବିଭିନ୍ନ କଳା ପ୍ରେମି ଙ୍କ ଉପରେ ଗଭୀର ପ୍ରଭାବ ପକେଇଛି । ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଦିଲ୍ଲୀ ନେବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଛନ୍ତି ।

ଆଉ ସେ ପଟେ ଅର୍ଥ ସାଜିଛି ବାଧକ । ସେପଟେ ଚିକିତ୍ସା ଅଭାବ ରୁ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଉଥିବା ବେଳେ ତାଙ୍କର ଚିକିତ୍ସା ପାଇଁ ପାଖା ପାଖି ଅଧ କୋଟି ଟଙ୍କା ଆବଶ୍ୟକ ଅଟେ । ତେବେ ଖୁବ୍ ଶୀଘ୍ର ଦିଲ୍ଲୀରେ ଲିଭର ପ୍ରତ୍ୟାରୋପଣ ହେବ । ଏଥିପାଇଁ 50 ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣା ପଡିଛି । ତେଣୁ ବନ୍ଧୁ ଓ ପରିବାର ବର୍ଗ ଟଙ୍କା ଯୋଗାଡ କରିବାରେ ଲାଗି ପଡିଛନ୍ତି ।

pintu 3

ପିଣ୍ଟୁଙ୍କର ଆଶ୍ୱରା କାମନା କରିଛି ପୁରା ଓଲିଉଡ । ତେବେ ପିଣ୍ଟୁଙ୍କ ଚିକିତ୍ସା ପାଇଁ ବହୁତ ଟଙ୍କାର ଆବଶ୍ୟକତା ରହିଥିବାରୁ ଏଥିପାଇଁ ତାଙ୍କ ପରିବାର ଲୋକ ସମେତ ଓଲିଉଡ ବି ଆଗେଇ ଆସିଛି । ଅଭିନେତା ପିଣ୍ଟୁ ନନ୍ଦ ଦିଲ୍ଲୀ ଯିବା ପୂର୍ବରୁ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଭଗବାନ ବୋଲି ମାନଛନ୍ତି । କାରଣ ସେ ଦୁଇ ଲକ୍ଷ ଟଙ୍କା ତାଙ୍କୁ ସାହାର୍ଯ୍ୟର ହାତ ବଢାଇଛନ୍ତି ।

ଏଥିପାଇଁ 50 ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣା ପଡିଛି । ଏଣୁ ବନ୍ଧୁ ଓ ପରିବାରବର୍ଗ ଟଙ୍କା ଯୋଗାଡ କରିବାରେ ଲାଗି ପଡିଛନ୍ତି । ପିଣ୍ଟୁର ଆଶ୍ୱ ଆରୋଗ୍ୟ କାମନା କରିଛି ପୁରା ଓଲିଉଡ । ତେବେ ପିଣ୍ଟୁଙ୍କ ଚିକିତ୍ସା ପାଇଁ ବହୁତ ଟଙ୍କାର ଆବଶ୍ୟକତା ରହିଥିବାରୁ ଏଥିପାଇଁ ତାଙ୍କ ପରିବାର ଲୋକ ସମେତ ଓଲିଉଡ ବି ଆଗେଇ ଆସିଛି । ଦିଲ୍ଲୀ ଯିବା ପୂର୍ବରୁ ନିଜ ଘରେ କହିଥିଲେ ଡ. ଅଚ୍ୟୁତ ସାମନ୍ତ ବାବୁ ଆମକୁ ଦୁଇ ଲକ୍ଷ ଦେଇଛନ୍ତି ଆଉ ପିଲା ମାନଙ୍କର ଭବିଷ୍ୟତ ଚିନ୍ତା କରିବେ । ଅଭିନେତା ପିଣ୍ଟୁ ନନ୍ଦଙ୍କ ଆଶ୍ୱ ଆରୋଗ୍ୟ କାମନା କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *