ଦୀପିକାଙ୍କ ସହିତ ଧାରଣା ସ୍ଥଳ କୁ ଫେରିଲେ ପ୍ରମିଳା ମା, ନ୍ୟାୟ ନ ମିଳିଲେ ଏଥର ଦୀପିକା ମାରିବେ ଭଡ ଭଡ ଚାପୁଡ଼ା

dipika 1

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବହୁ ଚର୍ଚ୍ଚିତ ବ୍ରହ୍ମପୁର ଦିପିକା ଘଟଣା ଗତ ଦୁଇ ଦିନ ତଳେ ଜଣେ ମହିଳା ଙ୍କୁ ଠାଇ ଠାଇ କରି ଚାପୁଡା ମାରି ଚର୍ଚ୍ଚାକୁ ଆସିଛନ୍ତି । ତେବେ ସେମିତି ରେ ଆପଣ ମାନେ ଜାଣିଥିବେ କି ଦିପିକା ଘଟଣା ବର୍ତମାନ ସମୟ ରେ ମିଡିଆ ରେ ଉଠୁଛି ପଡୁଛି । ଏପଟେ ଏହି ଘଟଣା ରେ ସମାଜ ସେବି ପ୍ରମିଳା ତ୍ରୀପାଠୀ ଦିପିକା ଙ୍କ ସହିତ ସମର୍ଥନ ଦେଇ ଧାରଣା ରେ ବସିଥିଲେ ।

ହେଲେ ପ୍ରମିଳା ଅଧା ବାଟରେ ଦିପିକା ଙ୍କ ହାତ ଛାଡି ପଳେଇ ଥିବା ନେଇ ଗଣମାଧ୍ୟମ ରେ ପ୍ରତିକ୍ରିୟା ରଖିଥିଲେ ଦିପିକା । ପ୍ରମିଳା ଙ୍କ ମାଆ ତାଙ୍କୁ ଅଧା ବାଟରେ ଛାଡି ସ୍ୱାପ୍ନା ବୋଲି ଆଉ ଜଣେ ଝିଅ ପାଖକୁ ପଳେଇଥିବା ଦୀପିକା ଅଭିଯୋଗ କରିଥିଲେ ।

ସେପଟେ ଦୀପିକା ଙ୍କୁ ନ୍ୟାୟ ଦେଇଥିଲେ ପ୍ରମିଳା ଙ୍କ ମାଆ ତା ଶାଶୁ ଘର କବାଟ ଭାଙ୍ଗି ପ୍ରବେଶ କରେଇଥିଲେ । ଆଜି ପୁଣି ଥରେ ଦିପିକା ଙ୍କ ପାଖକୁ ଫେରିଛନ୍ତି ପ୍ରମିଳା ମାଆ । କହୁଛନ୍ତି ସେ ମୋ ଝିଅ ପରି କଣ ଦି ପଦ କହି ଦେଇଛି ରାଗରେ ମାଆ ହୋଇ ମୁଁ ସେ ଗୁଡିକ ଧରୁ ନାହିଁ ।

ତାଙ୍କୁ ନ୍ୟାୟ ଦେବା ଯାଏ ଏମିତି ଧାରଣା ର ବସିବେ । ମୋର ବୟସ ହେଲାଣି ଆଉ ଧାରଣା ହେଉନି । ଏତେ ଦିନ ବସି ହେବନି ହେଲେ ମୁଁ ଅଛି ଦିପିକା ସହିତ ମୁଁ ଅଛି ତାକୁ କେମିତି ନ୍ୟାୟ ମିଳିବ । ସେହି ବ୍ୟବସ୍ଥା ମୁଁ କରୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ