ପ୍ରକୃତିଙ୍କ ମଥାରେ ଲାଗିଲା ସିନ୍ଦୂର, ୮ ଥର ହେଲେ ବାହା !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ଏମିତ ରେ ପ୍ରକୃତି ମିଶ୍ର ନିଜର ସୁନ୍ଦରତା ଏବଂ ନିଜର ଲାଇଫ ଷ୍ଟାଇଲ ପାଇଁ ବହୁତ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଗତ କିଛି ସମୟ ହେବ ସେ ନିଜ ବିବାହ ପାଇଁ ଚର୍ଚ୍ଚାରେ ଅଛନ୍ତି । ବନ୍ଧୁଗଣ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ପ୍ରକୃତି ବିବାହ କରୁଥିବାର ନଜର ଆସିଛନ୍ତି ।

ଏହି ଭିଡିଓ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି । ହେଲେ ବନ୍ଧୁଗଣ ଏହା ପ୍ରକୃତିର ରିଅଲ ଲାଇଫ ବିବାହ ନୁହେଁ ଏହା ହେଉଛି ରିଲ ଲାଇଫର ବିବାହ । ପ୍ରକୃତିଙ୍କର ଏକ ଫିଲ୍ମର ଶୁଟିଙ୍ଗ ସେଟର ଏହି ଭିଡିଓ ବର୍ତମାନ ସମୟରେ ବହୁତ ଭାଇରାଲ ହେବାରେ ଲାଗିଛି । ମିଛି ମିଛି କା ବିବାହ କରିବା ପରେ ପ୍ରକୃତି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

prakruti

ତେବେ ସେ କଣ କହିଛନ୍ତି ସେହି ବିଷୟ ରେ ଜାଣିନେବା । ବନ୍ଧୁଗଣ ପ୍ରକୃତି କହିଛନ୍ତି ଯେ ମୋତେ ବହୁତ ବଢିଆ ଲାଗୁଛି ବାହା ହେଇକି ଏଇଟା ମୁଁ 8 ଥର ପାଇଁ ବାହା ହେଉଛି । ଯେତେ ବେଳେ ବି ବାହାଘର ସିନ ରହିଥାଏ ମୁଁ ଚିନ୍ତାରେ ଆସିଯାଏ । ଏତେ ସବୁ ମେକଅପ୍ ଆଉ ଲେହେଙ୍ଗା ବହୁତ ସମୟ ଯାଏ ପିନ୍ଧିବାକୁ ପଡେ । ସତ ସତିଆ ବାହାଘର ତ ଦୁଇ ତିନି ଘଣ୍ଟାରେ ସରିଯାଏ । ସତ ବାହାଘରକୁ ବହୁତ ସମୟ ଅଛି ତେଣୁ ମିଛରେ ବାହା ହେଇ ଖୁସି ହୋଇଯାଉଛି ବୋଲି ସେ କହିଛନ୍ତି ।

ଅନ୍ ସ୍କ୍ରିନ ଅଲଗା ଅଲଗା ଲୁକ୍ ନେବା ଭଲ ଲାଗେ । ମୁଁ ଡାଉଟରେ ଅଛିଯେ ମୁଁ ବାହା ହେବି ନା ହେବିନି । ମୋତେ ବାହାଘର ବହୁତ ପସନ୍ଦ ତେଣୁ ଶାଢୀ ହେଉ କି ଲେହେଙ୍ଗା ହେଉ ହେଲେ ଶାଢୀ ମୋତେ ଅଧିକ ପସନ୍ଦ । କାରଣ ଶାଢୀରେ ମୁଁ ଅଲଗା ଅଲଗା ଷ୍ଟାଇଲ କରିପାରେ ହେଲେ ଲେହେଙ୍ଗାରେ ଅଧିକ ଷ୍ଟାଇଲ କରିପାରେ ନାହିଁ । ଏହି ସିନେମାର ସୁଟିଙ୍ଗ 12 ଦିନ ହେଲାଣି । ମୁଁ ବି ଆରମ୍ଭରୁ ଟିକେ ନରଭସ ଥିଲି ହେଲେ ଆଉଟପୁଟ ବହୁତ ସୁନ୍ଦର ଆସିଛି । ଯେଉଁଥିରେ ମୁଁ ବହୁତ ଖୁସୀ ରହିଛି ବୋଲି ସେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *