ପ୍ରକୃତି ଗର୍ଭବତୀ ହେଇପାରନ୍ତି ! ଏମିତି କଣ କହିଦେଲେ ଏ ଭାଇ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ବାବୁସାନ ଗାର୍ଲଫ୍ରେଣ୍ଡ କୁଆଡେ ବହୁତ ମାଡିଜାଇଛନ୍ତି । ଏବଂ ସେ ଝିଅ ପ୍ରକୃତି ମ୍ୟାଡାମ୍ ବି କହୁନାହାଁନ୍ତି ଯେ ସେ ଗର୍ଭବତୀ ଅଛନ୍ତି ବୋଲି । ଏହା ସେମାନଙ୍କର ପ୍ରାଇଭେସି ମଧ୍ୟରେ ରହିଛି । ତେବେ ସେ ମାଆ ହେଲେ ଡିଏ ପରିକ୍ଷା କରି ଜଣା ପଡଯିବ । ତେବେ ଏଠାରେ ବାବୁସାନ ପ୍ରକୃତି ଙ୍କୁ ତାଙ୍କ ସଂମ୍ପତୀ ର ଫାଳେ ଦେଇଦେବା ଦରକାର । ସେ ପିଲା ବିବାହ କରନ୍ତୁ କି ନକରନ୍ତୁ ଆଉ ତାଙ୍କ ସ୍ତ୍ରୀ ପାଖରେ ରହିବାର ରହିଛି ।

ସେହି ପରି ବାପା ମାଆ ଗୋଟେ ଲାଇଫ ରେ ଆପଣ ଙ୍କ ପାଇଁ ଛୁଆ ଏବଂ ସ୍ତ୍ରୀ ମୂଖ୍ୟ ଅଟେ । ସେମାନଙ୍କ ଯେଉଁ ରୋଜଗାର ରହିଛି ସେମାନେ ଚଳି ପାରିବେ ହେଲେ ତୃପ୍ତି ମ୍ୟାଡାମ କୁଆଡେ ଯିବେ । ହଁ ତାଙ୍କୁ ବି ଆଉ ଗୋଟେ ପୁରୁଷ ଲୋକ ମିଳିବେନି କି ରାଜାଉଦିନ ଯେତେ ବେଳେ ଆଉ ଗୋଟେ ଝିଅର ପ୍ରେମରେ ପଡିଲେ ସେ ନିଜର ସ୍ତ୍ରୀ ଙ୍କୁ ଡାଇଭର୍ସ କରି କିଛି ସଂମ୍ପତୀ ବାଡି ଦେଲେ ।

Prakruti

ତେବେ ଆପଣ ବି ସେମିତି କରିଥାନ୍ତେ ତୃପ୍ତି ମ୍ୟାଡାମ ଙ୍କୁ କହି ଆଉ ଗୋଟେ ଭୁଲ ଭଟକା କରି ପ୍ରେମ ରଚନା କରିଲେ ତେବେ ଆପଣ ତୃପ୍ତି ମ୍ୟାଡାମ ଙ୍କୁ ସମସ୍ତ ସଂମ୍ପତି ବାଡି ଦେଇ ଫକଡ ହୋଇ ସେହି ଝିଅ ପ୍ରକୃତି ପାଖରେ ପହଁଚିଥାନ୍ତେ । ତେବେ ସେ କେମିତି ପ୍ରେମ କରିଥାନ୍ତେ ଦେଖାଯିବ । ବାବୁସାନ ଙ୍କ ପାଖରେ ସଂମ୍ପତୀ ରହିଛି ସେହି ସଂମ୍ପତୀ ପ୍ରତି ଲୋଭ ରହିଛି ନାଁ ନାହିଁ ଏହା ପରେ ଜଣା ପଡିଥାନ୍ତା ।

ଇଏ ସେମିତି କରିବା ଉଚିତ ଥିଲା ଏବଂ ସମସ୍ତ ଙ୍କୁ କନ୍ଫିଡେନ୍ସ ରେ ନେବାର ଥିଲା । ହେଲେ ନିଜର ସ୍ତ୍ରୀ ନିଜର ବାପା ମାଆ ଙ୍କୁ ଅନ୍ଧାରରେ ରଖି ଏହି ଧାରଣା ର ପ୍ରେମ କରାଯାଏ ନାହିଁ । ତେଣୁ ବର୍ତମାନ ସମୟ ରେ ବାବୁସାନ ଙ୍କ ପାଇଁ ଭଲ ହେବ ସେ ପ୍ରକୃତି ଙ୍କୁ ଛାଡି ଦିଅନ୍ତୁ କାରଣ ସେ ଅନମେରେଡ ରହିଛନ୍ତି ସେ ଆଉ ଜଣଙ୍କୁ ଖୋଜିନେବେ ।

ହେଲେ ବାବୁସାନ ତୃପ୍ତି ମୁହଁ କୁ ଚାହିଁ ଏମିତି କିଛି କରନ୍ତୁ ନାହିଁ । ନିଜର ବାପା ମାଆ ଙ୍କୁ ସମୟ ଦେବା ସହିତ ନିଜର ସ୍ତ୍ରୀ ଏବଂ ପିଲାଙ୍କୁ ସମୟ ଦିଅନ୍ତୁ ଏମିତି କରିଲେ ତାଙ୍କ ପାଇଁ ଭଲ ହେବ କାରଣ ସେ ଜଣେ ମେରେଡ ପର୍ସନ ଅଟନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ