ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ କେଉଁମାନେ ଆବେଦନ କରିପାରିବେ !

Spread the love

ମୋଦି ସରକାର ଆସିବା ପରେ ଲୋକଙ୍କ ଉନ୍ନତି ପାଇଁ ବହୁତ କିଛି ନୂଆ ନୂଆ ଯୋଜନା କାର୍ଯ୍ୟ କରିଛି ! ଯେମିତି ଆପଣ ଜାଣିଥିବେ ଯେଉଁମାନେ ଭଡ଼ା ଘରେ ରହୁଛନ୍ତି ବା ଘରର ମରାମତି କରିବାରେ ସକ୍ଷମ ନୁହଁନ୍ତି ସେମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଗ୍ରାମୀଣ ବାସଗୃହ ଯୋଜନା (PMGAY) କରିଛନ୍ତି । ଏହି ଯୋଜନା ମାଧ୍ୟମରେ ବ୍ୟାଙ୍କରୁ ଲନ ନେଇ ସେ ନିଜ ପାଇଁ ଘର କରିପାରିବେ ଓ ଘରର ମରାମତି କରିପାରିବେ । ଯଦି ଆପଣମାନେ ଏହି ଯୋଜନା ମାଧ୍ୟମରେ ଲନ ନେବେ ତ ଆପଣଙ୍କୁ 3 ପ୍ରତିଶତ ସବସିଡ ମଧ୍ୟ ମିଳିବ। ତାହେଲେ ଆସନ୍ତୁ ଜାଣିବା ଲନ ନେବା ପାଇଁ କଣ କଣ ଆବଶ୍ୟକ ?

PMGAY ଆବେଦନ କରିବା ପାଇଁ ଯୋଗ୍ୟ ବ୍ୟକ୍ତି :

● ଅନୁସୂଚିତ ଜାତି/ ଆଦିବାସୀ ଲୋକ/ ଶ୍ରମିକ ।

●BPLଶ୍ରେଣୀରେ ଆସୁଥିବା ଅଳ୍ପସଂଖ୍ୟକ ପରିବାର ।

● ବିଧବା ସ୍ତ୍ରୀ, ସହୀଦ ହୋଇଥିବା ଯବାନଙ୍କ ପରିଜନ, ଅବସରପ୍ରାପ୍ତ ନେଇଥିବା ଯବାନ PMGAY ପାଇଁ ଆବେଦନ କରିପାରିବେ କିନ୍ତୁ ବ୍ୟକ୍ତିଙ୍କ ପରିବାର ଥିବା ଦରକାର ।

● ଲନ ନେବା ପରିବାର ପାଖରେ ଘର ନଥିବା ଦରକାର ।

● ଆବେଦକ EWS, LIG ଓ BPLଶ୍ରେଣୀର ଲୋକ ହେଇଥିବା ଦରକାର। ପରିବାରର ଉପାର୍ଜନ 3 ରୁ 6 ଲକ୍ଷ ମଧ୍ୟରେ ହୋଇଥିବା ଦରକାର ।

● ଯଦି ଆବେଦକ 6 ଲକ୍ଷ୍ୟରୁ ଅଧିକ ଗୃହ ପାଇଁ ଲନ ନେବା ପାଇଁ ଚାହେଁ ତ ସେ ବଜାରରେ ଚାଲିଥିବା ଅଧିକ ରାଶିର କିସ୍ତି ଭରିବାକୁ ପଡିବ ।

● ପ୍ରଧାନମନ୍ତ୍ରୀ ଗ୍ରାମୀଣ ବାସଗୃହ PMGAY ଯୋଜନାର ଜରୁରୀ ଦସ୍ତାବିଜ ।

■ ପ୍ରଧାନମନ୍ତ୍ରୀ ଗ୍ରାମୀଣ ବାସଗୃହ PMGAY ଯୋଜନାର ଜରୁରୀ ଦସ୍ତାବିଜ ।

●PMGAY ପାଇଁ ଆବେଦନ ଫୋର୍ମ ।

●ଉପାର୍ଜନର ପ୍ରମାଣପତ୍ର

● ଆଧାର କାର୍ଡ, ପାନ କାର୍ଡ, ଭୋଟ ପରିଚୟପତ୍ର, ନିଜ ଠିକଣା ।

● ବ୍ୟାଙ୍କ ବିବରଣୀ ।

● ବ୍ୟବସାୟର ଉପାର୍ଜନ ବିବରଣୀ ।

● ଗୃହ ନିର୍ମାଣ ଯୋଜନା ।

● ଗୃହ ନିର୍ମାଣ ପ୍ରମାଣ ପତ୍ର ।

● ନିର୍ମାଣ କର୍ତ୍ତା କରିଥିବା ରାଜିନାମା ।

● ସମ୍ପତ୍ତି ବଣ୍ଟନ କରିବା ପ୍ରମାଣପତ୍ର ।

■ PMGAY ଦ୍ୱାରା ଲାଭାର୍ଥୀ ସୂଚନା ।

● SECC ସାହାଯ୍ୟରେ ଲାଭାର୍ଥୀର ଚୟନ କରାଯାଏ ।

● ଆବେଦକର ପ୍ରାଥମିକତା ନୀୟତ କରାଯାଏ ।

● ଏହି ପ୍ରକ୍ରିୟାକୁ ସତ୍ୟପିତ କରିବା ପାଇଁ ଗ୍ରାମସଭା ପାଖକୁ ପଠାଯାଏ ।

● ଗ୍ରାମସଭା ଏହାକୁ ସତ୍ୟପିତ କରିବା ପରେ ଏହାର ଚୁଡାନ୍ତ ବାହାର କରାଯାଏ।ବର୍ଷର ସୂଚୀ ବନାଯାଇଥାଏ ।

Share କରି ଅନ୍ୟଙ୍କୁ ଜଣାନ୍ତୁ ଏବଂ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରନ୍ତୁ !