ଏହି ହିରୋଇନ ପ୍ରେମରେ ଉବୁଟୁବ ହେଲାଣି ପ୍ରଭାସ ।

Prabhas

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବାହୁବଳୀ ଫେମଙ୍କ ପ୍ରେମରେ ବଲିଉଡ ଅଭିନେତ୍ରୀ । ବଲିଉଡ ର ନୂଆ ଲଭ ବାର୍ଡ ପ୍ରଭାସ ଓ କ୍ରୀତି ସାନନ୍ । ସମ୍ପର୍କକୁ ନେଇ କନଫର୍ମ କଲେ ବରୁନ ଧୱନ । ବଲିଉଡ ର ନୂଆ ଲଭ ବାର୍ଡ କୁ ନେଇ ଏବେ ଖୁବ୍ ଚର୍ଚ୍ଚା । ବାହୁବଳୀ ଫେମଙ୍କ ପ୍ରେମରେ ଉବଡୁବ ହେଉଛନ୍ତି ବଲିଉଡ ଅଭିନେତ୍ରୀ କ୍ରୀତି ସାନନ୍ । ପ୍ରଭାସଙ୍କ ସହ ରିଲେସନ ରେ ଅଛନ୍ତି ଭିଡିଆ ଷ୍ଟାର । ଅପ୍ କମିଙ୍ଗ ଫିଲ୍ମ ଆଦିପୁରୁଷ୍ ରେ ଏହ ଯୋଡି ରିଏଲ ଲାଇଫ୍ ରେ ମଧ୍ୟ ପରସ୍ପରକୁ ଡେଟ୍ କରୁଛନ୍ତି । ଏନେଇ ଅଭିନେତା ବରୁଣ କୁମାର ଏକ ଶୋରେ ହିନ୍ଟ ଦେଇଛନ୍ତି ।

ଏuf ଖବର କୁ ନେଇ ଫ୍ରି ଟାଉନରେ ଚର୍ଚ୍ଚା ଜୋର ଚାଲିଛି । ନିକଟରେ କ୍ରୀତି ସାନନ୍ ଓ ବରୁଣ ଧୱନ ଭିଡିଓ ରିଲିଜ ହୋଇଛି । ଏହି ଫିଲ୍ମ ର ପ୍ରମର୍ଶନ ପାଇଁ ଡ୍ୟାନ୍ସ ରିଆଲିଟି ଶୋରେ ଝଲକ ଦିଖିଲା ଜା ରେ ଆସି ପହଞ୍ଚିଥିଲେ ବରୁଣ ଓ କ୍ରୀତି । ଏହ ସମୟରେ କରଣ ଜୁହରଙ୍କ ପ୍ରଶ୍ନ ର ଉତ୍ତରେ ବରୁଣ ଏଭଳି କିଛି କହିଥିଲେ ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଗୋଜବ ସୃଷ୍ଟି ହୋଇଛି ।

Prabhas & Kriti Sanon

ଫିଲ୍ମ ର ପ୍ରମର୍ଶନରେ ବ୍ୟସ୍ତ ଥିବା ବେଳେ ପ୍ରଭାସ ଓ କ୍ରୀତି ସାନନ୍ ଙ୍କ ସହ ସମ୍ପର୍କ ବିଷୟରେ ସୂଚିତ କରିଛନ୍ତି ବରୁଣ । ଶୋର ହୋଷ୍ଟ କରଣ ଜୋହର ବରୁଣ ଧୱନକୁ ପଚାରିଛନ୍ତି କ୍ରୀତି ଙ୍କ ନାମ ଏଥିରେ କାହିଁକି ନଥିଲା । କରଣଙ୍କ ଏହି ପ୍ରଶ୍ନ ଉପରେ ବରୁଣ କୁହନ୍ତି କ୍ରୀତିଙ୍କ ନାମ ରଖାଯାଇ ନାହିଁ । କାରଣ ତାଙ୍କ ନାମ କାହା ହୃଦୟ ରେ ଅଛି । କରଣ ଏହା ଶୁଣିବା ମାତ୍ରେ କହିଥାନ୍ତି କାହାର ହୃଦୟ । ବରୁଣ କୁହନ୍ତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ମୁମ୍ବାଇରେ ନାହାଁନ୍ତି । ସିଏ ବର୍ତ୍ତମାନ ଦୀପିକାଙ୍କ ସହ ସୋଟିଂ କରୁଛନ୍ତି ।

ବରୁଣ ଏହା କହିବା ପରେ କ୍ରୀତିଙ୍କ ମୁହଁରେ ଏକ ଭିନ୍ନ ପ୍ରକାର ସ୍ମାଇଲ ଦେଖିବାକୁ ମିଳିଥିଲା । ବରୁଣଙ୍କ କଥାରୁ ସେ ଅଭିନେତା ପ୍ରଭାସଙ୍କ ଆଡକୁ ହିଁ ହିନ୍ଟ ଦେଉଥିବା ଜଣା ପଡିଛି ବୋଲି ପ୍ରସଂଶକ ଭିଡିଓରେ କମେଣ୍ଟ କରିଛନ୍ତି । ପ୍ରଭାସ ଏବଂ କ୍ରୀତି ଦୀର୍ଘ ସମୟ ଧରି ସ-ମ୍ପର୍କ ରେ ଅଛନ୍ତି ।

Kriti Sanon

ଏନେଇ ବହୁତ ଦିନ ହେବ ଚର୍ଚ୍ଚା ଜୋର ରହିଛି । ନିକଟରେ କ୍ରୀତିଙ୍କ ର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ପ୍ରଭାସଙ୍କୁ ଡାଲିଂ ବୋଲି କହିଥିଲେ । ହେଲେ ବର୍ତ୍ତମାନ ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି କି ନାହିଁ ସେନେଇ ଦୁଇ ଜଣକ ତରଫରୁ ଅଫିସିଆଲି ରୂପେ କୌଣସି ସ୍ପଷ୍ଟ କରାଯାଇ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ