PPF ରୁ କେତେ ଆଉ କେମିତି ବାହାର କରି ପାରିବେ ପଇସା , ଜାଣନ୍ତୁ

Spread the love

ପବ୍ଲିକ ପ୍ରୋଭିଡେଣ୍ଟ ଫୋଣ୍ଡ (PPF) ଖାତାର ଅବଧି ସମୟ 15 ବର୍ଷ ହୋଇଥାଏ । ଖାତାରେ ଜମା କରାଯାଇ ଥିବା ନିଧିକୁ ତାର ଏହି ଅବଧିର ଅନ୍ତରେ ହିଁ ବାହାର କରା ଯାଇପାରି ଥାଏ । କିନ୍ତୁ କିଛି ପରିସ୍ଥିତି ସମୟରେ ପବ୍ଲିକ ପ୍ରୋଭିଡେଣ୍ଟ ଫୋଣ୍ଡ (PPF) ଖାତାରୁ ଆଂଶିକ ବାହାର କରିପାରିବେ । PPF ଫୋଣ୍ଡରେ ଜମା ରାଶିର 50 ଶତକଡା ଯାଏଁ ବାହାର କରିବାର ଅନୁମତି ସେଇ ବର୍ଷର ଶେଷର ମିଳିଥାଏ ଯେତେବେଳେ ଆପଣଙ୍କ PPF ଖାତା 5 ବର୍ଷ ପୁରା ହେଲାପରେ ହୋଇଥାଏ, ଯେଉଁଥିରେ ପ୍ରାରମ୍ଭିକ ସଦସ୍ୟତା ଦିଆ ଯାଇଥିଲା । ପ୍ରତ୍ୟେକ ବିତ୍ତୀୟ ବର୍ଷରେ ଏକ ଆଂଶିକ ବାହାର କରିବାର ଅନୁମତି ଅଛି ।

ଉଦାହରଣ:- ଭଲ ଭାବରେ ବୁଝିବା ପାଇଁ ମାନି ନିଅନ୍ତୁ ଯେ PPF 15 ଫେବୃଆରୀ 2013 କୁ ଖୋଲା ଯାଇ ଥିଲା । ଏହି ମାମଲାରେ ଗ୍ରାହକ କେବଳ ବିତ୍ତୀୟ ବର୍ଷ 2018-2019 ରୁ ଆଂଶିକ ନିକାସି କରି ପାରିବେ ।

ନିକାସି ପାଇଁ ପାତ୍ର ରାଶି:-

କିଛି ବିତ୍ତୀୟ ବର୍ଷରେ ନିକାସି ପାଇଁ  ପାତ୍ର ମୋଟ ରାଶି ନିମ୍ନ ରେ ଅଛି ।

1) ଚାଲୁ ବର୍ଷ ପୂର୍ବରୁ, ବିତ୍ତୀୟ ବର୍ଷର ଅନ୍ତରେ PPF ଖାତାର ଶେଷ 50% , କିମ୍ବା
2) PPF ଖାତାର 50% ଶେଷ ଚୌଥ ବର୍ଷର ଅନ୍ତରେ, ଚାଲୁ ବର୍ଷର ପୂର୍ବରୁ

ଆବେଦନ:/  ପୋଷ୍ଟ ଅଫିସ କିମ୍ୱା ବ୍ୟାଙ୍କରେ ଯେଉଁଠାରେ ଖାତା ଅଛି, ସେଠାରେ ଉପଲବ୍ଧ ଫୋର୍ମରେ ଜମା କରିବାକୁ ହେବ । ଖାତା ସଂଖ୍ୟା ଆଉ ବାହାର କରିବାକୁ ଥିବା ରାଶି ଫୋର୍ମ ରେ ଉଲ୍ଲେଖ କରିବା ଦରକାର ଆଉ ଖାତା ଧାରକଙ୍କ ସାଇନ ହେବା ଦରକାର ଅଟେ ।

ଦସ୍ତାବେଜ:- ପଇସା ବାହାର କରିବାର ଫୋର୍ମ ସହିତ PDF ପାସବୁକ ଜମା କରିବାକୁ ପଡିବ ।

ପ୍ରକ୍ରିୟା:-  ବ୍ୟାଙ୍କ/ ଡାକଘର ନିକାସି ପାଇଁ ପାତ୍ରତା ର ଠିକଣା ଲଗେଇବା ପାଇଁ ଖାତା ଖୋଲିବାର ତାରିଖ ର କନ୍ଫୋର୍ମ କରି ନିଅନ୍ତୁ ।ଯଦି ପାତ୍ର ଅଟନ୍ତି, ତେବେ କେତେ ପଇସା ବାହାର କରି ହେବ ତାର ତଥ୍ୟ ନିଅନ୍ତୁ । ଏହା ପରେ ଟଙ୍କା ଗ୍ରାହକ ର ବ୍ୟାଙ୍କ ଖାତାରେ ଜମା କରା ଯିବ କିମ୍ବା ଡିଡି ଜାରି କରା ଯିବ ।
ଧ୍ୟାନ ଦିଅନ୍ତୁ:- PPF ରୁ ନିକାସି ହେଇପାରେ ମେଚ୍ୟରେଟି ପରେ କିମ୍ବା ସମୟ ପୂର୍ବରୁ ହେଇ ଥାଉ ଟେକ୍ସ ଫ୍ରି ହୋଇ ଥାଏ ।

କେବେ ଖାତା କରି ପାରିବେ ବନ୍ଦ:-

ଏମିତି ରେ PPF ଖାତା ଯେତେ ଲମ୍ବା ଚଲା ଯାଇ ପାରିବ ସେତେ ଭଲ ଅଟେ କିନ୍ତୁ ମେଚ୍ୟରେଟି ପୂର୍ବରୁ ଯଦି ଆପଣ ଏହି ଖାତା କୁ ବନ୍ଦ କରିବାକୁ ଚାହାନ୍ତି ତୋ ଏହା ପାଇଁ ବିଶେଷ ସ୍ଥିତି ହେଇ ଥାଏ ।ମେଚ୍ୟରେଟି ପୂର୍ବରୁ କେବଳ ଖାସ୍ ସ୍ଥିତି ରେ ହିଁ ଏହାକୁ ବନ୍ଦ କରା ଯାଇ ପାରିବ । କୌଣସି ଗମ୍ଭୀର ରୋଗ ରେ ପଡିଲେ କିମ୍ବା ପିଲାର ଉଚ୍ଚ ଶିକ୍ଷା ପାଇଁ ଯେଉଁ PPF ଏକାଉଣ୍ଟ ଖୋଲିବାର 5 ବର୍ଷ ହେଇ ସାରି ଥିବ ତାହା ବନ୍ଦ କରା ଯାଇ ପାରିବ ।