ଡାକଘରରେ ମିଳୁଥିବା ଏହି ସ୍କିମର ଉଠାନ୍ତୁ ଫାଇଦା, ପ୍ରତି ମାସରେ ଅର୍ଜନ କରିପାରିବେ 2700 ଟଙ୍କା

Spread the love

ଡାକ ଘରର ଏହି ସ୍କିମର ଉଠାନ୍ତୁ ଫାଇଦା । ଆପଣଙ୍କ ପାଇଁ ବହୁତ ଭଲ ରହିବ । ଯଦି ଆପଣ ପ୍ରତି ମାସରେ ନିୟମିତ ରୂପରେ ଅର୍ଜନ କରିବାକୁ ଚାହୁଁଛନ୍ତି ବା ଅଧିକ ଟଙ୍କାର ଅର୍ଜନ ତାହେଲେ ଆସନ୍ତୁ ଜାଣିବା ଏହି ସ୍କିମ ଦ୍ୱାରା କେମିତି ଅର୍ଜନ କରିପାରିବେ ଟଙ୍କା :-

ଏହି ସ୍କିମର ଲାଭ ଉଠାଇବା ପାଇଁ ଚାହୁଛନ୍ତି ତେବେ ଆପଣ ଗୋଟିଏ ଥର ଡାକଘରକୁ ଯାଇ ଆପଣଙ୍କ ନାମରେ ଖାତା ଖୋଲିବାକୁ ପଡିବ । ଏହି ସ୍କିମ ଦ୍ୱାରା ଗୋଟିଏ ଖାତାରେ ପ୍ରତି ମାସ 2737 ଟଙ୍କା ପର୍ଯ୍ୟନ୍ତ ନିଶ୍ଚିତ ଅର୍ଜନ କରିପାରିବେ । ଏହି ସ୍କିମ ର ଖାସ୍ କଥା ହେଲା ଏଥିରେ 1500 ଟଙ୍କାରେ ମଧ୍ୟ ଖାତା ଖୋଲି ପାରିବେ ।

ଡାକଘର ର ଏହି ସ୍କିମ ଯେଉଁଥିରେ ଆପଣଙ୍କୁ ମାସରେ ଅର୍ଜନ କରିବା ପାଇଁ ସୁବିଧା ଦେଇଛି ।ଏହା ଏକ ଏମିତି ସରକାରୀ ସ୍କିମ ଯେଉଁଥିରେ ଗୋଟିଏ ଥର ପୁଞ୍ଜି ଲଗାଣ କରିଲେ ପ୍ରତି ମାସରେ ଟଙ୍କା ପାଇପାରିବେ ଲାଭ । ଏହି ସ୍କିମକୁ ଆପଣ ଚାହିଁଲେ ପ୍ରତି 5 ବର୍ଷ ପରେ ସେହି ଖାତା ଦ୍ୱାରା ଆଗକୁ ବଢ଼ାଇ ପାରିବେ ।

■ ଏହି ସ୍କିମ ର 4ଟି ବଡ ଫାଇଦା

1. ଏହି ସ୍କିମ ଦ୍ୱାରା ଆପଣ ଯେଉଁଠି ମଧ୍ୟ ଖାତା ଖୋଲିପାରିବେ ଓ ଆପଣଙ୍କ ଜମା ପୁଞ୍ଜି ସବୁବେଳେ ନିରାପଦ ରହିବ ।

2. ଏହି ସ୍କିମ ଦ୍ୱାରା ଆପଣ ପ୍ରତି ମାସ ନିଶ୍ଚିତ ରୂପରେ ଟଙ୍କା ଅର୍ଜନ କରିପାରିବେ ।

3. ଏଥିରେ ବ୍ୟାଙ୍କ ଏଫଡି ଓ ଋଣ ଉପକରଣ ତୁଳନାରେ ଆପଣଙ୍କୁ ଭଲ ଟଙ୍କାର ଫେରସ୍ତ ପାଇପାରିବେ ।

4. ଏହି ସ୍କିମ ପୁରା ହେଲା ପରେ ଆପଣଙ୍କ ଖାତାରେ ଥିବା ସମସ୍ତ ଜମା ପୁଞ୍ଜି ମିଳିଯିବ ।