ଡାକ ଘରର ଏହି ଛୋଟ ଧମକେଦାର ଯୋଜନାରେ ଜଲଦି ନିବେଶ କରନ୍ତୁ, ଜୀବନଟା ଚମକି ଯିବ ।

ଡାକ ଘର ଦେଶ ସାରା କେତେ ଗୁଡିଏ ଯୋଜନା ଚାଲୁ ରଖିଛି. ଯେଉଁଥିରେ ଆପଣ କମ ନିବେଶ କରି ଭଲ ଫେରସ୍ତ ପାଇପାରିବେ ଡାକ ଘରର ଏହି ଛୋଟ ଧମକେଦାର ଯୋଜନାରେ ଜଲଦି ନିବେଶ କରନ୍ତୁ, ଜୀବନଟା ଚମକି ଯିବ । ଏହି ସବୁ ଯୋଜନା ରେ ଛୋଟ ଲାଭ ଯୋଜନା ରେ ମାସିକ ଦରମା ଯୋଜନା ବହୁତ ଖାସ ଅଟେ ଡାକ ଘରର ଏହି ଛୋଟ ଧମକେଦାର ଯୋଜନାରେ ଜଲଦି ନିବେଶ କରନ୍ତୁ, ଜୀବନଟା ଚମକି ଯିବ । ଯେ କୌଣସି ନାଗରିକ ଡାକ ଘରେ MIS ଖାତା ଖୋଲି ପାରିବେ । ଏହି ଖାତାରେ ଜମା ରାଶି ରେ 7.3% ଦରରେ ଋଣ ଦିଆଯାଇଥାଏ ଡାକ ଘରର ଏହି ଛୋଟ ଧମକେଦାର ଯୋଜନାରେ ଜଲଦି ନିବେଶ କରନ୍ତୁ, ଜୀବନଟା ଚମକି ଯିବ ।
ଏହି ଯୋଜନା କୁ ଆପଣ ସୁରକ୍ଷିତ ନିବେଶ ଦ୍ଵାରା ବହୁତ ଭଲ ମାନିଥାନ୍ତି । ଡାକ ଘର ର ମାସିକ ଦରମା ଯୋଜନା ଖାତାରେ ଜମା ରାଶିରେ ଦିଆଯାଉଥିବା ଋଣର ଭୁଗତାନ ମାସିକ ଆଧାରରେ ହେଇଥାଏ । ଆପଣ 1500 ଟଙ୍କା ମାସିକ ଜମା କରିପାରିବେ ଏବଂ ଏହି ଯୋଜନା ରେ ଆପଣ ଅଧିକତମ 4.5ଲକ୍ଷ ଟଙ୍କା ଜମା କରିପାରିବେ ଏବଂ joint accountରେ ଆପଣ 9ଲକ୍ଷ ଯାଏ କରିପାରିବେ ।
ଏହାର ଅଧିକ ସୂଚନା ଆପଣଙ୍କୁ ଏହାର official websiteରୁ ନେଇପାରିବେ । ଏହି ଖାତାର maturity ଅବଧି 5ବର୍ଷ ହେଇଥାଏ । କିନ୍ତୁ ମାସିକ ଦରମା ଯୋଜନାର ଫାଇଦା NRI ଏବଂ ହିନ୍ଦୁ ଅବିଭାଜିତ ପରିବାର ନେଇ ପାରିବେ ନାହିଁ । ଏହି ଯୋଜନା ରେ ଆୟକରର କିଛି ଛାଡ ସୀମା ନଥାଏ । MISର ଋଣରେ ଟାକ୍ସ ଲାଗିଥାଏ ।
MIS ଖାତାକୁ ଖୋଲିବା ପରେ ଓ ଖୋଲିବା ସମୟରେ nominationର ସୁବିଧା ମିଳିଥାଏ । MIS ଖାତାକୁ ଆପଣ ଦେଶ ସାରା ଯେକୌଣସି ଶାଖାରେ ଖୋଲି ପାରିବେ । ଏହି ଖାତାକୁ ନାବାଳିକ ମଧ୍ୟ ଖୋଲି ପାରିବେ ।
10 ବର୍ଷ ଅଥବା ଅଧିକ ବର୍ଷର ନାବାଳିକ ପିଲା ଏହି ଖାତାକୁ ଖୋଲିପାରିବେ ଏବଂ ଏହାର ସଂଚାଳନ କରି ପାରିବେ । ଦୁଇ କିମ୍ବା ତିନି ଜଣା ବୟସ୍କଙ୍କ ତରଫରୁ joint a/c ଖୋଲା ଯାଇ ପାରିବ । ଏହି ଖାତା ରେ ସବୁ ଖାତା holder ସମାନ ହକଦାର ହେଇ ପାରିବେ । ଏହି ଖାତାରୁ ଯଦି ସମୟ ପୂର୍ବରୁ ଟଙ୍କା ବାହାର କରିବେ ତାହେଲେ କ୍ଷତି ଭୋଗିବାକୁ ପଡି ପାରେ ଯଦି ଏକ ବର୍ଷ ଭିତରେ ଟଙ୍କା ଉଠେଇବାର ଥିବ ତାହେଲେ ଆପଣଙ୍କୁ କିଛି ଫେରସ୍ତ ମିଳିବନି । ଆପଣ ଏକ ବର୍ଷ ପରେ ହିଁ ଟଙ୍କା ଉଠେଇ ପାରିବେ କିନ୍ତୁ ତିନି ବର୍ଷ ପୂର୍ବରୁ ଉଠେଇବା ଦ୍ଵାରା ଆପଣଙ୍କୁ 2% penalty ଦେବାକୁ ପଡିପାରେ, ସେଠି 3ବର୍ଷ ପରେ ଜମା ଟଙ୍କା ଉଠେଇବା ଦ୍ଵାରା 1% penalty ଦେବାକୁ ପଡିଥାଏ ।