ଅଶ୍ଳୀଳ ସିନେମା ଦେଖୁ ଥିବା ଲୋକଙ୍କ ପାଇଁ ସରକାରଙ୍କର ଏହି ନୂଆ ନିୟମ, ଏହି ଭୁଲ କଲେ ହେବ 5 ବର୍ଷର ଜେଲ

Spread the love

ଆଜିକାଲିର ସମୟରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ମୋବାଇଲ ଏବଂ ଲାପଟୋପରେ ପୋର୍ନ (ଅଶ୍ଳୀଳ ସିନେମା) ଦେଖିବାକୁ ବହୁତ ଭଲ ପାଆନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଆଜିର ଶୀର୍ଷକକୁ ନେଇ ସରକାରଙ୍କ ପ୍ରଣୀତ ନୂଆ ନିୟମ ବିଷୟରେ କହିବାକୁ ଯାଉଛୁ !  ଏହି ଅଶ୍ଳୀଳ ସିନେମା  ଦେଖିବା ଲୋକଙ୍କ ପାଈଁ ସରକାର  ବଡ଼ ଧରଣର ପଦକ୍ଷେପ ନେଇଛନ୍ତି । ଏଣିକି ଏହି ଭୁଲ ପାଈଁ ହେବ 5 ବର୍ଷ ଜେଲ ଦଣ୍ଡ । ଯଦି ଆପଣ ଏମିତି କରିବାର ଧରା ପଡ଼ିଗଲେ ତାହେଲେ ଆପଣଙ୍କ ଉପରେ 5 ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା କରାଯିବ ଏମିତିରେ ଏହି ଖବରକୁ ନିଶ୍ଚିତ ଭାବରେ ଶେଷ ପଢ଼ି ନିଅନ୍ତୁ…

ଆପଣଙ୍କ ଜଣାଇ ଦେଉଛୁ ଯେ,  ମୋଦୀ ସରକାରଙ୍କ ଅଫିସିଆଲ ୱେବସାଇଟ ଅର୍ଥାତ ସାଇବର କ୍ରାଇମର ଅଫିସିୟଲ ୱେବସାଇଟ ଉପରେ ଏକ ନୁଆ ପୋର୍ଟୋଲ୍ ଆରମ୍ଭ କରିଦିଆଯିବ । ଯେଉଁ କାରଣରୁ ଯଦି କେହି ବି ବ୍ୟକ୍ତି ଯଦି ପୁଣି ସୋସିଆଲ ମିଡିଆରେ ସେୟେର୍ କରିବାର ଧରା ପଡ଼ିଗଲା । ତାହେଲେ ତାର ଆଇପି ଏଡ୍ରେସ୍ ବି ଟ୍ରାକ୍ କରାଯିବ । ଏହା ପରେ ଉକ୍ତ ବ୍ୟକ୍ତିଙ୍କ ପ୍ରତି ମକଦ୍ଦମା ରୁଜ୍ଜ କରାଯିବ ଏବଂ ସେହି  ବ୍ୟକ୍ତିକୁ ସିଧାସଳଖ ଜେଲର ହାଜତ୍ କୁ ନିଆଯିବ ।

ଯଦି ଆପଣ ଏମିତି ବ୍ୟକ୍ତିକୁ ପୋର୍ଣ ଫିଲିମ୍ (ଅଶ୍ଳୀଳ ସିନେମା) ସୋସିଆଲ ମିଡିରେ ସେୟେର୍ କରିବାର ଧରିବେ, ତା’ହେଲେ ଆପଣ ବି ସେ ବ୍ୟକ୍ତିର ଅଭିଯୋଗ ସାଇବର  କ୍ରାଇମର ଅଫିସିଆଲ ୱେବସାଇଟରେ କରିପାରିବେ । ଯାହା ପରେ ବ୍ୟକ୍ତି ର ବିରୋଧରେ ପୁଲିସ ଥାନାରେ କମପ୍ଲେନ କରାଯିବ ଏବଂ ସେ ବ୍ୟକ୍ତିର ଆଇପି ଏଡ୍ରେସ୍ ଟ୍ରେସ୍ କରିବା ପରେ ବ୍ୟକ୍ତି ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସିଧା ଜେଲରେ ରହିବାର ବ୍ୟବସ୍ତା କରାଯିବ । 

ସମାଜରେ ମହିଳାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ମୋଦି ସରକାର ଏହିପରି ନିୟମ ପ୍ରଣୟନ କରିଛନ୍ତି ! 

ଯଦି ଆମର ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରି ଅନ୍ୟମାନଙ୍କ ଜାଣିବା ପାଇଁ ସେଆର ବି କରି ଦିଅନ୍ତୁ । ଧନ୍ୟବାଦ ।।