ଲୋକପ୍ରିୟ ଯାତ୍ରା ଅଭିନେତା Kanha ନିଜ ସ୍ତ୍ରୀ Tikina ଙ୍କ ବିଷୟରେ କହିଲେ କିଛି ଏମିତି ଶୁଣିଲେ ଆପଣ ବି କରିବେ ପ୍ରଶଂସା ! ଦେଖନ୍ତୁ Video

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଯାତ୍ର ଜଗତର ଅଭିନେତା କାହ୍ନା ଙ୍କୁ ବହୁତ ଭଲ ଭାବେ ଜାଣିଥିବେ ତେବେ ଏହି ଦିନରେ ଅଭିନେତା କାହ୍ନା ନିଜର କିଛି ପ୍ରତିକ୍ରିୟା ରଖିଛନ୍ତି । କି ତାଙ୍କର ଅଭିନୟ କରିବା ପାଇଁ ବହୁତ ଇଚ୍ଛା ଥିଲା । ତେବେ ଏହି କଥା କହିଛନ୍ତି ଯେ ରେଡିଓ ମାଧ୍ୟମରେ ହେଉ କିମ୍ବା ଟିଭି ସିରିଏଲ ମାଧ୍ୟମରେ ହେଉ କାମ କରିବା ପାଇଁ ଚାହୁଁଥିଲି । ମୁଁ ଟିଭି ଚେନ୍ନାଲ ମାଧ୍ୟମରେ ଜାଇ କାମ କରିବି ଅଥବା ରହିବି ପଇସା ଖର୍ଚ୍ଚ କରି ଅଭିନୟ ପଛରେ ଗଡାଇବା ସହିତ ଯାତ୍ରା ମାଧ୍ୟମରେ ଅଭିନୟ କରି ମଧ୍ୟ ଲୋକ ମାନଙ୍କ ପାଖରେ ପହଁଚି ପାରିବି ।

ଟିଭି ଦୁନିଆଁ ରେ ମଧ୍ୟରେ ଦର୍ଶକ ମାନେ ଦେଖୁଥିଲେ ଏବଂ ଏହା ମଧ୍ୟ ସେହି ଦର୍ଶକ ମାନେ ହିଁ ଦେଖିବେ ଏହିଥି ପାଇଁ ମୁଁ ଯାତ୍ରା ଜଗତ କୁ ବାଛି ନେଲି । ଅଭିନୟ କରିବା ପାଇଁ ସୁଯୋଗ ଖୋଜୁଥିଲି ଏବଂ ପରେ ମୁଁ ତାହା ହିଁ ପାଇଗଲି ଏହିଥିରେ 75 ଭାଗ ନେଗେଟିଭ ରୋଲରେ ଥିଲେ ଆଉ ବାକି 25 ଭାଗ ପଜେଟିଭ ରେ ରହିଥାଏ । ଜିବନ ରେ ପରିବର୍ତନ ଆସିଲେ ହିଁ ଭଲ ଲାଗେ । ସବୁ ପ୍ରକାରର ଚରିତ୍ର କୁ ବହୁତ ଭଲଲାଗେ ।

Kanha

ମୋର ପ୍ରଥମ ଅନୁଷ୍ଟାନ ହେଲା ଶୀବାନୀ ଗଣନାଟ୍ୟ ଏହ ପରେ ପରେ ମୁଁ ଯାତ୍ରା ଜିବନରେ ମୋର 13 ବର୍ଷ ବିତାଇ ଦେଇଛି । ହେଲେ ଏହି କଥା ମୁଁ ଦୃଢ ଭାବେ କହିବି ଯେ ଯାତ୍ରା ଜଗତ ରେ ଏତେ କାହାକୁ ସୁଯୋଗ ଦିଆଯାଏ ନାହିଁ ଆଗକୁ ଯିବା ପାଇଁ । ଯଦି କିଏ ଜଣେ ଆଗକୁ ଯାଉଛି ।

ତେବେ ମଣିଷ ପ୍ରକୃତି କଙ୍କଡା ଭଳି ଗୋଡ ଭିଡିବା । ତେବେ ମୋ ନିଜର ବିଶ୍ୱାସ ରହିଛି ଯେ ମୁଁ କେମିତି ଭାବେ ନିଜେ ଖଣ୍ଡା ଚଲେଇ ପାରିିବି । କାରଣ ଖଣ୍ଡା ଚଲେଇ ପାରିଲେ ମୁଁ ଯୁଦ୍ଧ ଜିତି ପାରିବି । ମୋର ଢାଲ ହେଉଛି ଟିକି । ସବୁ ସମୟ ରେ ମୋର ଜିବନ ସାଥି ହୋଇ ମତେ ସହଯୋଗ କରିଆସିଛି ।

ଆଜି ଯାଏ ମୋର ପରିସ୍ଥିତି କେମିତି ହେଉ ନା କାହିଁକି ସେ ସବୁ ବେଳେ ମୋ ସହିତ ପାଦ ମିଶେଇ ଚାଲିଛି । ସ୍ତ୍ରୀ ରୂପେ ମୁଁ ଜଣେ ସାଙ୍ଗ ଏବଂ ଭଲ ମଣିଷ ଟିଏ ପାଇଛି । ସେ ମତେ କେବେବି ହାରିବାକୁ ଦେଇନାହିଁ । ତାଙ୍କୁ ନିଜର ଧର୍ମ ପତ୍ନୀ ଭାବେ ପାଇ ମୁଁ ବହୁତ ଖୁସୀ ହୋଇଛି ତେବେ ଯାତ୍ରା ଜଗତ ରେ ଅଭିନେତା କାହ୍ନା ନିଜର ମନ କଥା କିଛି ଏମିତି ପ୍ରକାଶ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *