୨୧ ବର୍ଷର ହୋଇଗଲେ ପୁନମ ଢିଲ୍ଲନଙ୍କ ଝିଅ । ସୁନ୍ଦରତାରେ ବଡ ବଡ ଅଭିନେନ୍ତ୍ରୀଙ୍କୁ ପଛରେ ପକାଇଦେବେ ।

Spread the love

୨୧ ବର୍ଷର ହୋଇଗଲେ ପୁନମ ଢିଲ୍ଲନଙ୍କ ଝିଅ । ଭାରି ସୁନ୍ଦରୀ ଦେଖାଯାଉଛନ୍ତି, ଫୋଟୋ ଗୁଡିକୁ ଭାଇରାଲ ହେବାକୁ ଲାଗିଛି ।

ବଲିଉଡରେ ଆଜିର ସମୟ ଷ୍ଟାର କିଡ୍ସଙ୍କ ଅଟେ, ଏମିତିରେ କହିବାକୁ ଗଲେ ଗୋଟିଏ ପରେ ଗୋଟିଏ ଷ୍ଟାର କିଡ୍ସ ନଜରକୁ ଆସୁଛନ୍ତି । ତେବେ ୮୦ଦଶକର ଅଭିନେତ୍ରୀ ପୁନମ ଢିଲ୍ଲନଙ୍କ ଝିଅ କେମିତି ପଛରେ ରହିଯିବେ । ଫିଲ୍ମରେ ତାଙ୍କର ଡେବ୍ୟୂ ହେବ ଏହା କହିବା ତୋ କଷ୍ଟକର କିନ୍ତୁ ଫିଲ୍ମ ପୂର୍ବରୁ ତାଙ୍କୁ ସୋସିଆଲ ମିଡିଆରେ ଆପଣ ଦେଖି ପାରିବେ । କାହିଁକି ନା ୨୧ବର୍ଷର ହୋଇଯାଇଛନ୍ତି ପୁନମ ଢିଲ୍ଲନଙ୍କ ଝିଅ ବର୍ତ୍ତମାନ ବହୁତ ସୁନ୍ଦରୀ ଦେଖାଯାଉଛନ୍ତି ଏବଂ ଆପଣମାନଙ୍କୁ ମଧ୍ୟ ତାଙ୍କର ଫୋଟୋ ନିଶ୍ଚୟ ପସନ୍ଦ ଆସିବ ।

୨୧ ବର୍ଷର ହୋଇଗଲେ ପୁନମ ଢିଲ୍ଲନଙ୍କ ଝିଅ । ଭାରି ସୁନ୍ଦରୀ ଦେଖାଯାଉଛନ୍ତି :

୮୦ଦଶକର ପୋପୁଲାର ଅଭିନେତ୍ରୀ ପୁନମ ଢିଲ୍ଲନର ଝିଅ ପାଲୋମା ଢିଲ୍ଲନ ଅଟନ୍ତି । ସେ ସୋସିଆଲ ମିଡିଆରେ ନିଜର ପ୍ରଦର୍ଶନ ଠିକ ଭାବରେ ବନାଇଛନ୍ତି । ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଫୋଲୋ କରୁଛନ୍ତି ଏବଂ ବର୍ତ୍ତମାନ ପାଲୋମାଙ୍କ ୨ବର୍ଷର ପୁରୁଣା ଫୋଟୋ ସାମ୍ନାକୁ ଆସିଛି ଯାହାକି କ୍ଷୀପ୍ର ଗତିରେ ଭାଇରାଲ ହେବାକୁ ଲାଗିଛି । ଏମିତି ମଧ୍ୟ କୁହାଯାଏ କି ପାଲୋମା ଶୀଘ୍ରହିଁ ବଲିଉଡରେ ଏଣ୍ଟ୍ରି ମାରିପାରିବେ । ପାଲୋମା ବହୁତ ସୁନ୍ଦରୀ ଅଟନ୍ତି ଏବଂ ସେ ତାଙ୍କର ମାଆ ଭଳି ଦେଖିବାକୁ ଅଟନ୍ତି ଯାହାର ସୁନ୍ଦରତା ଆପଣଙ୍କୁ ମୁଗ୍ଧ କରିପାରେ ।

ପାଲୋମା ବର୍ତ୍ତମାନ ନିଜର ଇନଷ୍ଟାଗ୍ରାମରେ ଏକ ସୁନ୍ଦର ଫୋଟୋ ସେୟାର କରିଛନ୍ତି । ଏହି ଫଟୋରେ ତାଙ୍କୁ ଅଧିକ ମାତ୍ରାରେ ରିଆକ୍ସନ ମିଳୁଛି । ଯେଉଁଥିରେ ତାଙ୍କୁ ବହୁତ ଲୋକ ତାଙ୍କ ମାଆଙ୍କ କାର୍ବନ କୋପି କହିବାର ନଜରକୁ ଆସିଛି । ପଲୋମାଙ୍କ ବ୍ଲାକ ବିକନି ଗ୍ଲାମରସବାଲି ଫୋଟୋ କ୍ଷୀପ୍ରତାର ସହ ଭାଇରାଲ ହେବାକୁ ଲାଗିଛି ଏବଂ ସେ ତାଙ୍କର ଅନେକ ଫଟୋସୁଟ କରାଇ ସାରିଛନ୍ତି, ବିତି ଯାଇଥିବା ଦିନରେ ଯେଉଁସବୁ ଖବର ଆସିଥିଲା ତାହା ହିସାବରେ ଆପଣ ଏହାର ଅନ୍ଦାଜ ଲଗାଇ ପାରିବେ କି ପାଲୋମା ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିପାରିବେ ।

ଜଣାଇ ଦେଉଛୁ କି, ୧୯୯୮ ମସିହାରେ ମୁମ୍ବାଇରେ ଜନ୍ମ ହୋଇଥିବା ପାଲୋମା ମୁମ୍ବାଇର ଜମାନଭାଇ ନରସି କଲେଜରେ ନିଜର ପଢା ଶେଷ କରିଥିଲେ । ଏହାପରେ ହିଁ ସେ ସୋସିଆଲ ମିଡ଼ିଆକୁ ଆସୁଛନ୍ତି କିନ୍ତୁ ଲାଇମଲାଇଟରୁ ଦୂରେଇ ରହିଛନ୍ତି । ଯଦିଓ ତାଙ୍କ ଇନଷ୍ଟାଗ୍ରାମ କମ ସମୟରେ ଅଧିକ ଫୋଲଈଂଗ ମଧ୍ୟ ହୋଇଯାଇଛନ୍ତି । ପୁନମ ଢିଲ୍ଲନ ବିଜିନେଶ ମ୍ୟେନ ଅଶୋକ ଠକରୀୟା ସହ ବିବାହ କରିଥିଲେ । ବାହାଘରର କିଛି ବର୍ଷ ପରେ ତାଙ୍କର ସମ୍ବନ୍ଧ ଭାଙ୍ଗି ଯାଇଥିଲା ।