ପିଏମ କିଷାନ ଟଙ୍କା ପାଇବା ପାଇଁ କରି ଦିଅନ୍ତୁ ଏହି କାମ

PM Kisan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପିଏମ୍ କିଶାନ ଯୋଜନା ରେ 13 ତମ କିସ୍ତି କୁ ନେଇ ଆସୁଛି ଆଉ କିଛି ନୂଆ ସୂଚନା । ଯେଉଁ ମାନେ 12 ତମ କିସ୍ତିର 2000 ଟଙ୍କା ପାଇଛନ୍ତି । ଜାଣି ରଖନ୍ତୁ 13 ତମ କିସ୍ତି ପୂର୍ବରୁ କଣ ରହିଛି ସୂଚନା ଏମାନଙ୍କ ଖାତାକୁ ଆସିବ ନାହିଁ ଟଙ୍କା ତେବେ ସଂମ୍ପର୍ଣ୍ଣ ଅପଡେଟ ଜାଣିବା ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ସମଗ୍ର ଦେଶର ଚାଷୀ ଭାଇ ମାନେ ପିଏମ୍ କିଷାନ ର 13 ତମ କିସ୍ତି କୁ ଅପେକ୍ଷା କରିଛନ୍ତି । ଏବେ ଏହାକୁ ନେଇ ଆସିଛି ନୂଆ ଆପଡେଟ । କେନ୍ଦ୍ର ସରକାର ନକଲି ଚାଷୀ ମାନଙ୍କୁ ହଟେଇବା ପାଇଁ ନୂଆ ଯୋଜନା ଆରମ୍ଭ କରିଛନ୍ତି ଏହା ଅଧିନ ରେ 2 କୋଟି ଚାଷୀ ଙ୍କ ନାମ ପିଏମ୍ କିସାନ ଯୋଜନା ଲିଷ୍ଟ ରୁ ହଟାଜାଇଛି । ଅର୍ଥାତ ଏହି ଚାଷୀ ଙ୍କୁ ଏହି ଯୋଜନା ର ଲାଭ ମିଳିବ ନାହିଁ ।

pm

ତେବେ କେନ୍ଦ୍ର ସରକାର ଙ୍କ ଏହି ଯୋଜନା ଅଧିନ ରେ ଅନେକ ଚାଷୀ ଙ୍କ ନାମ ରହିବ ନାହିଁ । ସରକାର କହିଛନ୍ତି ଯେ ଏହି ଯୋଜନା ଅଧିନ ରେ ଠକେଇ କୁ ରୋକିବା ପାଇଁ । ଆଧାର ଲିଙ୍କ୍ ସହିତ ଏକ ଫିଲ୍ଟର ଲଗାଜାଇଛି । ଯେଉଁଥି ପାଇଁ ଚାଷୀ ଙ୍କୁ ଚିହ୍ନଟ କରାଜାଉଛି । ଏହି କାରଣ ରୁ କୃଷକ ଙ୍କ ନାମ ତାଲିକା ରୁ ହଟେଇ ଦିଆଯାଉଛି । ଏହି ପରି ସ୍ଥିତି ରେ ଆପଣ ମାନେ ଯଦି ପ୍ରଧାନ ମନ୍ତ୍ରୀ କିଷାନ ଯୋଜନା ର ହୀତାଧିକାରୀ ଏବେ ଏବେ ଯାଏ ଆପଣ ମାନେ ଆଧାର ଲିଙ୍କ୍ କରି ନାହାଁନ୍ତି ତେବେ ଆପଣ ମାନେ ନିଶ୍ଚିତ ଭାବେ ଏବେ ଏହି ଲିଙ୍କ୍ କରେଇ ନିଅନ୍ତୁ ।

ତେବେ ଆପଣ ମାନଙ୍କୁ ମିଳି ପାରିବ ଆଗାମୀ ସମୟ ରେ କିଶାନ ଯୋଜନା ପକ୍ଷ ରୁ 13 କିସ୍ତିର ଟଙ୍କା 2000 ଟଙ୍କା । ତେବେ ବନ୍ଧୁଗଣ ଏହିଥି ପାଇଁ ଆପଣ ମାନଙ୍କୁ ନିଶ୍ଚିତ ଭାବେ କରେଇ ନିଅନ୍ତୁ ତେବେ ଆପଣ ମାନଙ୍କୁ ମିଳି ପାରିବ ଏହି ଟଙ୍କା । ତେବେ ଆପଣ ମାନେ EKYC ନିଶ୍ଚିତ ଭାବେ କରେଇ ନିଅନ୍ତୁ ଏହାକୁ ଆପଣ ମାନେ ଅନଲାଇନ ବା CSC ସେଣ୍ଟର ମାଧ୍ୟମ ରେ କରେଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *