ନିଶା ଦେଇ ଭୁଲ କାମ କରିଛି, ମତେ କ୍ଷମା କରିଦିଅ । ଏ ପୁଅ ଭିଡିଓ କରନା, ପୋଲିସକୁ ଡାକେନା ।

video

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏଠାରେ ରାତି ଅଧରେ ହାଇଡ୍ରାମା ଚାଲିଛି । ହଁ ସ୍ଥାନିୟ ଠିକାଦାର କୁ ଏହି ଘରେ ଅଟକ ରହିଛି । ଯିଏ ଆସୁଛି ସିଏ ମାରୁଛି । କାରଣ ଏ ଠିକାଦାର ଏମିତି କିଛି କାମ କରିଛି । ହଁ ବନ୍ଧୁଗଣ ଜୋର ଜବର୍ଦୋସ୍ତ ଦୁ-ସ୍କ-ର୍ମ କରିଛି । ଆଉ ପଚାରିଲେ କହୁଛି ମୁଁ କାଲି ଆସେ କଥା ହେବା । ମାନେ ତା ନିଶା ଏବେ ଯାଏ ଉତ୍ତରି ନାହିଁ । ଯେତେ ବେଳେ ନିଶା ଉତ୍ତରୀ ଯାଉଛି ସ୍ଥାନିୟ ଲୋକ ଭିଡ଼ିଓ କରୁଛନ୍ତି । ପୋଲିସ କୁ ଖବର ଦେଉଛନ୍ତି ।

ସେତେ ବେଳେ ସେ କହୁଛି ଏ ପୁଅ ଭିଡ଼ିଓ କରୁଛୁ କି ଭିଡ଼ିଓ କର ନାହିଁ । ଏ ପୁଅ ପୋଲିସ କୁ ଡାକୁଛୁ କି ପୋଲିସ କୁ ଡାକ ନାହିଁ । ସବୁ ସମସ୍ୟା ର ସମାଧାନ ଏଇଠି ହୋଇଯିବ । ବନ୍ଧୁଗଣ ଆମେ କହୁଛୁ ବାଲେଶ୍ୱର ଜିଲ୍ଲା ନୀଳଗିିରି ଥାନା ଅନ୍ତର୍ଗତ ବଉଁଶ ବଣିଆ ପଞ୍ଚୟତ ଅଞ୍ଚଳ ର କଥା । ଯେଉଁ ଅଞ୍ଚଳ ରେ ଏକ ଅଭାବ ନିୟ ଘଟଣା ଘଟିଜାଇଛି ।

Police

ଜଣେ ଗରିବ ମହିଳା ର ଅସହାୟତା ର ସୁଯୋଗ ଦେଇ ଜଣେ ଯୁବକ ତାଙ୍କୁ ନିଶା ଦେଇ ବ-ଳ-ତ୍କାର କରିଛି । ଏମିତି କିଛି ଅଭିଯୋଗ ଆସିଛି ବନ୍ଧୁଗଣ । ଏଠାରେ କହି ରଖିବାକୁ ଚାହିଁବୁ ମହିଳା ଙ୍କ ସହିତ ଅଭିଯୁକ୍ତ ବିଶ୍ୱନାଥ ବେହେରା ଏକା କାମ କରନ୍ତି । ହଁ ବନ୍ଧୁଗଣ ଠିକାଦାର ଟିଏ କିଛି ମହିଳା ଙ୍କୁ ରଖି କାମ ଧନ୍ଦା ଯୋଗେଇଦିଏ । ସେହିଥି ପାଇଁ ମହିଳା ଜଣଙ୍କୁ କାମ ଦେବା ବାହାନା ଦେଇ ମହିଳା ଜଣଙ୍କୁ ବିଶ୍ୱନାଥ ମନ୍ଦିର କଡ କୁ ଡାକି ନେଇ ଜାଇ ଥିଲା । ଆଉ ସେଠି ତାକୁ ବ-ଳ-ତ୍କାର କରିଥିଲା ।

ଆଉ ଘରକୁ କାନ୍ଦି କାନ୍ଦି ପଳେଇ ଆସିଥିଲା ଯୁବତୀ ଜଣଙ୍କ ମାଆ ବୁଢୀ ଆଗରେ ସବୁ ସତ କଥା କହିଥିଲା । ଆଉ ତା ପରେ ଘଟଣା ଜଣା ପଡିଥିଲା । ଗାଁ ପାଖ ଏକ ମନ୍ଦିର କ଼଼ଡରେ ତାକୁ ଦୁ-ସ୍କ-ର୍ମ କରିଥିଲା ଏହି ଠିକାଦାର । ଜାହାର ନାମ ହେଲା ବିଶ୍ୱନାଥ ବେହେରା ଗ୍ରାମ ବାସୀ ଅଭିଯୁକ୍ତ ଙ୍କୁ ଅଟକ ରଖି ନିର୍ଧୁମ ମାଡ ମାରିଥିଲେ । ତା ପରେ ପୋଲିସ କୁ ଡାକି ଜିମା ଦେଇଥିବାର ଦେଖିବା ପାଇଁ ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ