ଭୋ ଭୋ ହୋଇ କାନ୍ଦୁଛନ୍ତି ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ – ଦେଖନ୍ତୁ ଭିଡିଓ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ୱାମୀ ଙ୍କୁ ଝୁରୁଛନ୍ତି ସ୍ତ୍ରୀ ବନ୍ଧୁଗଣ ଅଭିନେତା ପିଣ୍ଟୁ ନନ୍ଦ ଆଉ ଏହି ଦୁନିଆଁ ରେ ନାହାଁନ୍ତି । ଏହି ଦୁନିଆ କୁ ଅଲବିଦା କହି ଆରପାରି କୁ ଚାଲି ଜାଇଛନ୍ତି । ତେବେ ବୁଧବାର ରାତି 11.25 ମିନିଟ ରେ ସେ ଏହି ଦୁନିଆଁ କୁ ଅଲବିଦା କହି ଆରପାରି କୁ ଚାଲି ଜାଇଛନ୍ତି । ଏହି ଖବର ଆସିବା ପରେ ସାରା ଓଲିଉଡ ଇଣ୍ଡଷ୍ଟ୍ରୀ ସାରା ଓଡିଶା ରେ ଦୁଃଖର ଲହରୀ ଖେଳିଜାଇଛି । ଅଚାନକ ଭାବେ ଏହି ସବୁ କଣ ଘଟିଗଲା କେହିବି ବିଶ୍ୱାସ କରି ପାରୁ ନାହାଁନ୍ତି ।

ଏହି ଖବର ଆସିବା ପରେ ତାଙ୍କର ସ୍ତ୍ରୀ ଦୁଃଖ ରେ ଭାଙ୍ଗି ପଡିଛନ୍ତି । ଏହି ଖବର ସୁଣିବା ପରେ ତାଙ୍କର ମାଆ ବାହୁନି ବାହୁନି କାନ୍ଦୁଛନ୍ତି । ତେବେ ସେ ନିଜର ସ୍ତ୍ରୀ ଙ୍କୁ ଦେଖା କରି ହାଇଦ୍ରାବାଦ ଜାଇଥିଲେ ଚିକିତ୍ସା ପାଇଁ । ହେଲେ ଆଉ ଫେରିଲେ ନାହିଁ ଯେଉଁ ଖବର ସବୁଠି ଦୁଃଖର ବିଷୟ ହୋଇଛି । ଅଭିନେତା ପିଣ୍ଟୁ ନନ୍ଦ ନିଜର କେରିଅର ରେ ଅନେକ ସାରା ଚଳଚିତ୍ର ରେ କାମ କରିଛନ୍ତି । ଦର୍ଶକ ମାନଙ୍କୁ ତାଙ୍କର ଅଭିନୟ ବି ବହୁତ ପସନ୍ଦ ଆସୁଥିଲା ।

Pintu Nanda

ହେଲେ ଆଉ ପିଣ୍ଟୁ ନନ୍ଦ ଏହି ଦୁନିଆଁ ରେ ନାହାଁନ୍ତି । ମାତ୍ର 47 ବର୍ଷ ବୟସ ରେ ଏହି ଦୁନିଆ କୁ ଅଲବିଦା କହି ଆରପାରି କୁ ଚାଲିଜାଇଛନ୍ତି । ତାଙ୍କର ଶେଷ ଦର୍ଶନ ପାଇଁ ଓଲିଉଡ ର ବହୁତ କଳାକାର ମାନେ ଯୋଗ ଦେଇଛନ୍ତି । ତାଙ୍କର ମୃ-ତ୍ୟୁ ରେ ସାରା ଓଡିଶା ବାସୀ ବି ଦୁଃଖ ପ୍ରକାଶ କରିଛନ୍ତି ।

ତେବେ ହାଇଦ୍ରାବଦ ର ଯୋଶଦା ହସ୍ପିଟାଲ ରେ ଗତ କାଲି ଅପରେସନ ହେଉଥିଲା ରାତିରେ ଏବଂ ହଠାତ ତାଙ୍କର ସ୍ୱାସ୍ଥ୍ୟ ଗୁରୁତ୍ୱ ହୋଇ ପଡିଲା ସେହିଥି ପାଇଁ ମଧ୍ୟ ତାଙ୍କୁ ଭେଣ୍ଟିଲେଟର ରେ ଭର୍ତ୍ତି କରାଜାଇ ଥିଲା ଆଉ ସେହି ସମୟ ରେ ତାଙ୍କର ମୃ-ତ୍ୟୁ ଘଟିଛି ।

ଏହାକୁ ନେଇ ପରିବାର ଲୋକ ସଂମ୍ପର୍ଣ୍ଣ ଦୁଃଖରେ ଭାଙ୍ଗି ପଡିଛନ୍ତି । ଆପଣ ମାନେ ଜାଣିଥିବେ ପିଣ୍ଟୁ ନନ୍ଦ ଙ୍କର ଜଣେ କୁନି ଝିଅ ଥିଲେ ମଧ୍ୟ ସେ ନିଜର ବାପା ଙ୍କୁ ହରେଇ ଦୁଃଖରେ ଭାଙ୍ଗି ପଡିଛନ୍ତି । ତେବେ ପିଣ୍ଟୁ ନନ୍ଦ ଙ୍କ ଶେଷ କୃତ୍ୟ ତାଙ୍କର ଗାଁ ମାଟିରେ କରାଯିବାର ସୂଚନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *