ମୃ-ତ୍ୟୁ ପରେ ପିଣ୍ଟୁ ନନ୍ଦ ଙ୍କ ଘର ,ସମ୍ପତି ଓ ପରିବାର

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ 7 ଜୁଲାଇ 1977 ମସିହାରେ ଜନ୍ମ ଗ୍ରହଣ କରିଥିବା ଆମର ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ । ମାତ୍ର 47 ବର୍ଷ ବୟସ ରେ ପିଣ୍ଟୁ ନନ୍ଦ ଆମ ସମସ୍ତ ଙ୍କୁ ଛାଡି ଆର ପାରି କୁ ଚାଲିଜାଇଛନ୍ତି । ତେବେ ତାଙ୍କର ଘର ପରିବାର ଏବଂ ପର୍ସିନାଲ ଲାଇଫ୍ ଏମିତି ତାଙ୍କର ସଂମ୍ପତୀ କେତେ । ତେବେ ତାଙ୍କ ବିଷୟ ରେ କେତେଟି ଅଜଣା ସତ୍ୟ ଘଟଣା ଯାହା ବିଷୟ ରେ ଆପଣ ମାନେ ପୂର୍ବରୁ କେବେ ବି ଜାଣି ନଥିବେ । ସବୁ କିଛି ଟିକି ନିକି ଭାବେ ଆପଣ ମାନେ ଏହିଠାରେ ଜାଣିବାକୁ ପାଇଯିବେ । ସେହିଥି ପାଇଁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ଆପଣ ମାନଙ୍କ ମଧ୍ୟରୁ ପ୍ରକୃତ ରେ ପିଣ୍ଟୁ ନନ୍ଦ ଙ୍କ ଅଭିନୟ କୁ ପସନ୍ଦ କରନ୍ତି ତେବେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ ବନ୍ଧୁଗଣ କେବଳ 47 ବର୍ଷ ବୟସ ରେ ପିଣ୍ଟୁ ନନ୍ଦ ଏହି ଦୁନିଆଁ କୁ ଅଲବିଦା କହି ଆରପାରି କୁ ଚାଲି ଜାଇଛନ୍ତି । ତେବେ ପିଣ୍ଟୁ ନନ୍ଦ ଅଭିନୟ କୁ ପସନ୍ଦ କରୁ ନଥିବା ବେଳେ ସମୟ ଶ୍ରୋତ ରେ ବହି ଆସିଥିଲେ ପିଣ୍ଟୁ ନନ୍ଦ । ଏବଂ ପ୍ରଥମ କରି ଅଭିନୟ କରିବାର ସୁଯୋଗ ପାଇଥିଲେ । ଏବଂ ପ୍ରଥମ କରି ସେ ଆଲବମ୍ ରେ କାମ କରିବା ଆରମ୍ଭ କରିଥିଲେ ।

Pintu Nanda

ଏ ଗୈରା କଣ ଖାଇବୁ ମାଂଉସ ଏହି ଗୀତ ଜରିଆରେ ସେ ଘରେ ଘରେ ପରିଚିତ ହୋଇଥିଲେ । ଏବଂ ଦର୍ଶକ ମାନେ ଏହି ଗୀତ କୁ ବହୁତ ପରିମାଣ ରେ ପସନ୍ଦ କରିଥିବା ବେଳେ ଏହା ପର ଠାରୁ ପିଣ୍ଟୁ ନନ୍ଦ ଫିଲ୍ମ ରେ କାମ କରିବା ଆରମ୍ଭ କରିଥିଲେ । ଶେଷ ଥର ପାଇଁ ଅଭିନେତା ପିଣ୍ଟୁ ନନ୍ଦ ଙ୍କର ପ୍ରେମ ପାଇଁ ମହାଭାରତ ଏହି ଚଳଚିତ୍ର କୁ ଆପଣ ମାନେ ଦେଖିବା ପାଇଁ ପସନ୍ଦ କରିଥିଲେ ।

7 ଜୁଲାଇ 1977 ମସିହାରେ ଜଗତସିହଂ ପୁର ଠାରେ ଜନ୍ମ ହୋଇଥିଲେ ଏବଂ ସେହିଠାରୁ ତାଙ୍କର କଲେଜ ଲାଇଫ୍ ବି କଟିଥିଲା । ତଥା ଗାଁ ସ୍କୁଲ ରେ ହିଁ ତାଙ୍କର ସ୍କୁଲିଂ କରିଥିଲେ । ତେବେ ପରେ ସେ ଭୁବନେଶ୍ୱର ଆସିଥିଲେ ଆଉ ଏହି ଠାରେ ନିଜର +3 ପଢା ସାରିଥିଲେ । ତେବେ ବନ୍ଧୁଗଣ 7 ଜୁଲାଇ 1977 ମସିହାରେ ତାଙ୍କ ପରିବାର କହିଲେ ତାଙ୍କର ଦୁଇ ପୁଅ ଏବଂ ତାଙ୍କର ସ୍ତ୍ରୀ ଏବଂ ବଡ ଭାଇ ମଧ୍ୟ ରହିଛନ୍ତି ।

Pintu Nanda Family

ଯାହା ବର୍ତମାନ ସମୟ ରେ ସୂଚନା ରହିଛି କିଛି ଦିନ ପୂର୍ବରୁ ପିଣ୍ଟୁ ନନ୍ଦ ଙ୍କ ତାଙ୍କ ସ୍ତ୍ରୀ ଙ୍କ ସହିତ ଛାଡପତ୍ର ହୋଇଥିଲା । ଏବଂ ପରେ ସେମାନେ ସଂମ୍ପର୍ଣ୍ଣ ଭାବେ ଅଲଗା ହୋଇଜାଇଥିଲେ । ତେବେ ବନ୍ଧୁଗଣ ପିଣ୍ଟୁ ନନ୍ଦ ଙ୍କ ସଂମ୍ପତୀ ବିଷୟ ରେ କହିବା ତେବେ ପିଣ୍ଟୁ ନନ୍ଦ ଙ୍କ ଏକ ଆଲିସାନ ଘର ରହିଛି ଭୁବନେଶ୍ୱର ରେ ଏବଂ ଏହା ସହିତ କେରିୟର ରେ ସେ ଅନେକ ସଫଳତା ପାଇଛନ୍ତି । ପିଣ୍ଟୁ ନନ୍ଦ ଗୋଟିଏ ଫିଲ୍ମ ରେ କାମ କରିବା ପାଇଁ 2 ରୁ 3 ଲକ୍ଷ ଟଙ୍କା ନେଇଥାନ୍ତି । ଏହା ସହିତ ସେ ଷ୍ଟେଜ୍ ସୋ ରୁ ବି ଆୟ କରିଥାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ