ମୃ-ତ୍ୟୁ ପରେ ପିଣ୍ଟୁ ନନ୍ଦ ଙ୍କ ଘର ,ସମ୍ପତି ଓ ପରିବାର

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ 7 ଜୁଲାଇ 1977 ମସିହାରେ ଜନ୍ମ ଗ୍ରହଣ କରିଥିବା ଆମର ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ । ମାତ୍ର 47 ବର୍ଷ ବୟସ ରେ ପିଣ୍ଟୁ ନନ୍ଦ ଆମ ସମସ୍ତ ଙ୍କୁ ଛାଡି ଆର ପାରି କୁ ଚାଲିଜାଇଛନ୍ତି । ତେବେ ତାଙ୍କର ଘର ପରିବାର ଏବଂ ପର୍ସିନାଲ ଲାଇଫ୍ ଏମିତି ତାଙ୍କର ସଂମ୍ପତୀ କେତେ । ତେବେ ତାଙ୍କ ବିଷୟ ରେ କେତେଟି ଅଜଣା ସତ୍ୟ ଘଟଣା ଯାହା ବିଷୟ ରେ ଆପଣ ମାନେ ପୂର୍ବରୁ କେବେ ବି ଜାଣି ନଥିବେ । ସବୁ କିଛି ଟିକି ନିକି ଭାବେ ଆପଣ ମାନେ ଏହିଠାରେ ଜାଣିବାକୁ ପାଇଯିବେ । ସେହିଥି ପାଇଁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ଆପଣ ମାନଙ୍କ ମଧ୍ୟରୁ ପ୍ରକୃତ ରେ ପିଣ୍ଟୁ ନନ୍ଦ ଙ୍କ ଅଭିନୟ କୁ ପସନ୍ଦ କରନ୍ତି ତେବେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ ବନ୍ଧୁଗଣ କେବଳ 47 ବର୍ଷ ବୟସ ରେ ପିଣ୍ଟୁ ନନ୍ଦ ଏହି ଦୁନିଆଁ କୁ ଅଲବିଦା କହି ଆରପାରି କୁ ଚାଲି ଜାଇଛନ୍ତି । ତେବେ ପିଣ୍ଟୁ ନନ୍ଦ ଅଭିନୟ କୁ ପସନ୍ଦ କରୁ ନଥିବା ବେଳେ ସମୟ ଶ୍ରୋତ ରେ ବହି ଆସିଥିଲେ ପିଣ୍ଟୁ ନନ୍ଦ । ଏବଂ ପ୍ରଥମ କରି ଅଭିନୟ କରିବାର ସୁଯୋଗ ପାଇଥିଲେ । ଏବଂ ପ୍ରଥମ କରି ସେ ଆଲବମ୍ ରେ କାମ କରିବା ଆରମ୍ଭ କରିଥିଲେ ।

Pintu Nanda

ଏ ଗୈରା କଣ ଖାଇବୁ ମାଂଉସ ଏହି ଗୀତ ଜରିଆରେ ସେ ଘରେ ଘରେ ପରିଚିତ ହୋଇଥିଲେ । ଏବଂ ଦର୍ଶକ ମାନେ ଏହି ଗୀତ କୁ ବହୁତ ପରିମାଣ ରେ ପସନ୍ଦ କରିଥିବା ବେଳେ ଏହା ପର ଠାରୁ ପିଣ୍ଟୁ ନନ୍ଦ ଫିଲ୍ମ ରେ କାମ କରିବା ଆରମ୍ଭ କରିଥିଲେ । ଶେଷ ଥର ପାଇଁ ଅଭିନେତା ପିଣ୍ଟୁ ନନ୍ଦ ଙ୍କର ପ୍ରେମ ପାଇଁ ମହାଭାରତ ଏହି ଚଳଚିତ୍ର କୁ ଆପଣ ମାନେ ଦେଖିବା ପାଇଁ ପସନ୍ଦ କରିଥିଲେ ।

7 ଜୁଲାଇ 1977 ମସିହାରେ ଜଗତସିହଂ ପୁର ଠାରେ ଜନ୍ମ ହୋଇଥିଲେ ଏବଂ ସେହିଠାରୁ ତାଙ୍କର କଲେଜ ଲାଇଫ୍ ବି କଟିଥିଲା । ତଥା ଗାଁ ସ୍କୁଲ ରେ ହିଁ ତାଙ୍କର ସ୍କୁଲିଂ କରିଥିଲେ । ତେବେ ପରେ ସେ ଭୁବନେଶ୍ୱର ଆସିଥିଲେ ଆଉ ଏହି ଠାରେ ନିଜର +3 ପଢା ସାରିଥିଲେ । ତେବେ ବନ୍ଧୁଗଣ 7 ଜୁଲାଇ 1977 ମସିହାରେ ତାଙ୍କ ପରିବାର କହିଲେ ତାଙ୍କର ଦୁଇ ପୁଅ ଏବଂ ତାଙ୍କର ସ୍ତ୍ରୀ ଏବଂ ବଡ ଭାଇ ମଧ୍ୟ ରହିଛନ୍ତି ।

Pintu Nanda Family

ଯାହା ବର୍ତମାନ ସମୟ ରେ ସୂଚନା ରହିଛି କିଛି ଦିନ ପୂର୍ବରୁ ପିଣ୍ଟୁ ନନ୍ଦ ଙ୍କ ତାଙ୍କ ସ୍ତ୍ରୀ ଙ୍କ ସହିତ ଛାଡପତ୍ର ହୋଇଥିଲା । ଏବଂ ପରେ ସେମାନେ ସଂମ୍ପର୍ଣ୍ଣ ଭାବେ ଅଲଗା ହୋଇଜାଇଥିଲେ । ତେବେ ବନ୍ଧୁଗଣ ପିଣ୍ଟୁ ନନ୍ଦ ଙ୍କ ସଂମ୍ପତୀ ବିଷୟ ରେ କହିବା ତେବେ ପିଣ୍ଟୁ ନନ୍ଦ ଙ୍କ ଏକ ଆଲିସାନ ଘର ରହିଛି ଭୁବନେଶ୍ୱର ରେ ଏବଂ ଏହା ସହିତ କେରିୟର ରେ ସେ ଅନେକ ସଫଳତା ପାଇଛନ୍ତି । ପିଣ୍ଟୁ ନନ୍ଦ ଗୋଟିଏ ଫିଲ୍ମ ରେ କାମ କରିବା ପାଇଁ 2 ରୁ 3 ଲକ୍ଷ ଟଙ୍କା ନେଇଥାନ୍ତି । ଏହା ସହିତ ସେ ଷ୍ଟେଜ୍ ସୋ ରୁ ବି ଆୟ କରିଥାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *