ପିଣ୍ଟୁ ନନ୍ଦଙ୍କ ଘର ପରିବାର ଓ ସମ୍ପତି । ଜାଣିଲେ ଆପଣ କାବା ହୋଇଯିବେ

pintu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଆ ସିନେମା ଜଗତର ଆଗ ଧାଡିର ଅଭିନେତା ଖଳନାୟକ, କମେଡିଆନ ପିଣ୍ଟୁ ନନ୍ଦ ଆଉ ଆମ ଗହଣରେ ନାହାଁନ୍ତି । ପିଣ୍ଟୁ ନନ୍ଦ ୭ ଜୁଲାଇ ୧୯୭୭ ମସିହାରେ ଓଡିଶାରେ ଜଗତସିଂହପୁର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ତେବେ ପିଣ୍ଟୁ ନନ୍ଦ ୧୯୯୬ ମସିହାରେ ଓଲିଉଡ ସିନେମା ଜଗତରେ ପାଦ ଥାପିଥିଲେ । ଓଡ଼ିଆ କଥାଚିତ୍ର କୋଇଲି ଜରିଆରେ ଅଭିନୟ କରିବାର ସୁଯୋଗ ପାଇଥିଲେ ।

ଏତେ ସଫଳତା ଦେଇନଥିଲା ସତ କିନ୍ତୁ ଆଗକୁ ବଢିବାକୁ ପଥ ଦେଖାଇଥିଲା । ତେବେ ପିଣ୍ଟୁ ନନ୍ଦଙ୍କ ଏ ଗଉରା କ’ଣ ଖାଉଛୁ ଆଲବମ୍ ପିଣ୍ଟୁଙ୍କୁ ସବୁଠୁ ଲୋକପ୍ରିୟ କରାଇଥିଲା । ଆଉ ତା ସହିତ ମଧ୍ୟ ରାଣ୍ଡି ପୁଅ ଅନନ୍ତା ପାଇଁ ମଧ୍ୟ ପିଣ୍ଟୁ ନନ୍ଦ ବେଶ୍ ଲୋକେ ପ୍ରିୟତା ହାସଲ କରିପାରିଥିଲେ । ପିଣ୍ଟୁ ନନ୍ଦ ନିଜର ଦମଦାର ଅଭିନୟ ପାଇଁ ଓଡିଶା ଷ୍ଟେଟ ଫିଲ୍ମ ଆଫୟାର ଆଉଆର୍ଡ ମଧ୍ୟ ପାଇଥିଲେ ।

Pintu Nanda Family

ତେବେ ପିଣ୍ଟୁ ନନ୍ଦଙ୍କ ଗାଁ ଘର ଜଗତସିଂହପୁର ଅଟେ । ସେଠାରେ ତାଙ୍କ ବାପା, ମାଁ , ଭାଇ, ଭାଇଙ୍କ ସ୍ତ୍ରୀ ମଧ୍ୟ ରୁହନ୍ତି । ଏହା ସହିତ ପିଣ୍ଟୁ ନନ୍ଦଙ୍କ ଭାଇ ଅଭିରାମ ପିଣ୍ଟୁ ନନ୍ଦଙ୍କୁ ବେଶ୍ ଭଲ ପାଆନ୍ତି । ତାଙ୍କ ସହିତ ମଧ୍ୟ ମେଡିକାଲରେ ଥିଲେ ଆଜି ପର୍ଯ୍ୟନ୍ତ ମଧ୍ୟ । ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପୂର୍ଣ୍ଣ ରହିଥିବା ବେଳେ ତାଙ୍କ ଭାଇ ତାଙ୍କର ସାତ୍ ଦେଇଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଭୁବନେଶ୍ୱରରେ ମଧ୍ୟ ତାଙ୍କର ଏକ ଘର ଅଛି । ଭୁବନେଶ୍ୱରରେ ତାଙ୍କ ସ୍ତ୍ରୀ ଓ ଦୁଇ ପୁଅକୁ ନେଇ ରହୁଥିଲେ । କିନ୍ତୁ କୌଣସି କାରଣ ବସତ ପିଣ୍ଟୁ ନନ୍ଦଙ୍କ ପାରିବାରିକ ଜୀବନରେ ଝଡ ଆସିଥିଲା । ଆଉ ସେ ଦୁହେଁ ପରସ୍ପର ପରସ୍ପରଠୁ ଅଲଗା ମଧ୍ୟ ରହୁଥିଲେ ।

ଆଉ ଦୁଇ ପୁଅ ତା ସହିତ ମଧ୍ୟ ରହୁଥିଲେ । ପିଣ୍ଟୁ ନନ୍ଦ ଗୋଟିଏ ଫିଲ୍ମ କରିବା ପାଇଁ ୨୦ ରୁ ୩୦ ଲକ୍ଷ ଡିମାଣ୍ଡ କରିଥାନ୍ତି । ଏହା ସହିତ ଷ୍ଟେଜ୍ ସୋ ରେ ମଧ୍ୟ ୫୦,୦୦୦ ରୁ ୬୦,୦୦୦ ପର୍ଯ୍ୟନ୍ତ ନେଇଥାନ୍ତି । ତାଙ୍କ ପାଖରେ ୨ ରୁ ୩ଟି କାର୍ ମଧ୍ୟ ରହିଛି । ତେବେ ଓଲିଉଡ ସିନେମା ଜଗତରେ ଆଗ ଧାଡିର ଅଭିନେତା ଖଳନାୟକ ପିଣ୍ଟୁ ନନ୍ଦ ଆଜି ଆଉ ଏ ଦୁନିଆରେ ନାହାଁନ୍ତି ।

ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ର କରି ଚାଲିଥିଲେ । ଆଉ ସେସବୁ ହିଟ୍ ମଧ୍ୟ ହୋଇଥିଲା । ସବୁ ଚଳଚ୍ଚିତ୍ର ପାଇଁ ଫିଟ୍ ହୋଇଯାଇଥିଲେ ପିଣ୍ଟୁ ନନ୍ଦ ଯାହାକି ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି । ଆଜି ପିଣ୍ଟୁ ନନ୍ଦଙ୍କୁ ଆମ ଓଡିଆ ସିନେମା ଜଗତ ପୁରା ଦୁଃଖରେ ଭାଙ୍ଗି ପଡିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ