ପିଣ୍ଟୁ ନନ୍ଦଙ୍କୁ ନେଇ ଆସିଲା ବଡ ଦୁଃଖ ଖବର ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ୟେ ପିନ୍ଟୁ ନନ୍ଦ ନୁହନ୍ତି । ଏହି ଚିତ୍ରଟି ଏବେ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି କିଛି ୱେବ୍ ଗଣ ମାଧ୍ୟମରେ । ତେବେ ପିନ୍ଟୁ ନନ୍ଦଙ୍କ ପରିବାର ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ରଖାଯାଇଛି ଯେ ଏହି ଚିତ୍ର ପିନ୍ଟୁ ନନ୍ଦଙ୍କ ର ନୁହଁ ବରଂ ଆମେ ଯେତେବେଳେ ଯାଞ୍ଚ କଲୁ ଏହା ଏକ କୋଭିଡ ପେସେଣ୍ଡଙ୍କର ବୋଲି ଇନ୍ଟରନେଟ ରୁ ଜଣା ପଡିଛି । ଯାହାକି ସାଉଥ୍ କ୍ରସ ଇଉନିଭର୍ସିଟି ର ଗୋଟିଏ ୱେପୁଟାଲରେ ପଡିଛି ।

ତେବେ ପିନ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ରହିଛି ଏ କଥାଟି ସ୍ପଷ୍ଟ ଅଟେ କିନ୍ତୁ ପିନ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ନେଇ ଆଇସିଉର ଯେଉଁ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହାକୁ ପରିବାର ବର୍ଗ ଗଭୀର ଆଘାତ ଲାଗିଛି ବୋଲି ସେମାନେ କହିଛନ୍ତି । ଆଉ କହିଛନ୍ତି ଯେ ପିନ୍ଟୁ ନନ୍ଦଙ୍କ ପାଇଁ ପ୍ରାର୍ଥନା କରନ୍ତୁ କିନ୍ତୁ ପିନ୍ଟୁ ନନ୍ଦଙ୍କ ର ସ୍ୱାସ୍ଥ୍ୟ ଅବସ୍ଥା ନେଇ ଯେଉଁ ଫଟୋ ସୋସିଆଲ ମିଡିଆରେ କିଛି ୱେବ୍ ଗଣ ମାଧ୍ୟମରେ ପ୍ରଚାର କରୁଛନ୍ତି ଏହା ପରିବାର ତରଫରୁ କଡା ନିନ୍ଦା କରାଯାଇଛି ।

pintu 2

ତେବେ ଅଭିନେତା ପିନ୍ଟୁ ନନ୍ଦ ଲିଭର ସିରସିସ୍ ରୋଗରେ ପିଡୀତ ଅଛନ୍ତି । ଯେଉଁଥିରେ ତାଙ୍କ ଯକୃତ ପାଖାପାଖି ୮୦ % ଡ୍ୟାମେଜ ହୋଇଯାଇଛି । ବଞ୍ଚିବାକୁ ହେଲେ ଡାକ୍ତର କହୁଛନ୍ତି ଯେ ଯକୃତ ପ୍ରତିରୋପଣର ଆବଶ୍ୟକତା ରହିଛି । ଆଉ ଯେଉଁ ନେଇ ପରିବାର ବର୍ଗ ଏବେ ଚିନ୍ତାରେ ରହିଛନ୍ତି । ତେବେ ଡାକ୍ତରଙ୍କ ହିସାବରେ ତାଙ୍କୁ ଦିଲ୍ଲୀ ନେଇଯିବା ପାଇଁ ମଧ୍ୟ କୁହାଯାଉଛି ।

ତେବେ ଚିକିତ୍ସା ପାଇଁ ଆବଶ୍ୟକ ହେବ ୫୦ ଲକ୍ଷ ଟଙ୍କା ମଧ୍ୟ ବୋଲି ତାଙ୍କ ନିକଟସ୍ଥ ସୂତ୍ରରୁ ଜାଣିବାକୁ ମିଳିଛି । ତେବେ ଏଭଳି ସ୍ଥଳରେ ପିନ୍ଟୁ ନନ୍ଦଙ୍କ ର ଏଭଳି ଫଟୋକୁ ସୋସିଆଲ ମିଡିଆରେ ଯେଉଁଭଳି ଭାବରେ ଉପସ୍ଥାପିତ ଏହାକୁ ଘୋର ନିନ୍ଦା କରିବା ସହିତ ଏହା ବିରୋଧରେ ପରିବାର ଲୋକ କାର୍ଯନୁଷ୍ଠାନ ନେବେ ବୋଲି ସୂଚନା ଦେଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *