ହାଇଦ୍ରାବାଦରେ ପହଞ୍ଚୁ ପହଞ୍ଚୁ କଣ ପାଇଁ ଲଣ୍ଡା ହେଲେ ପିଣ୍ଟୁ ନନ୍ଦ ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ହାଇଦ୍ରାବାଦ ରେ ପହଁଚିଛନ୍ତି ପିଣ୍ଟୁ ନନ୍ଦ । ଆଉ ତାଙ୍କର ଶରୀର ଅବସ୍ଥା ଦିନ କୁ ଦିନ ଗୁରୁତ୍ୱର ହେବାରେ ଲାଗିଛି । ଏବେ ସାମ୍ନାକୁ ଆସିଛି ପିଣ୍ଟୁ ନନ୍ଦ ଙ୍କ ଆଉ ଗୋଟିଏ ଚେହେରା ଯେଉଁଥିରେ ସେ ହାଇଦ୍ରାବଦ ରେ ପହଁଚିବା ମାତ୍ରେ ସେ ମୁଣ୍ଡ ରୁ ସବୁ ଚୁଟି କୁ ବାହାର କରି ଦେଇଛନ୍ତି । ଯାହାକି ସଂମ୍ପର୍ଣ୍ଣ ରୂପେ ସେ ନଣ୍ଡା ହୋଇଜାଇଛନ୍ତି । ଏହି ଦୃଶ୍ୟ ଏବେ ଆପଣ ମାନେ ଦେଖି ପାରୁଥିବେ । ଏବେ ପିଣ୍ଟୁ ନନ୍ଦ ଙ୍କ ମୁଣ୍ଡରେ ଆଗ ପରି ଆଉ ଚୁଟି ନାହିଁ ।

ତେବେ ଦିଲ୍ଲୀ ମେଡିକାଲ ରୁ ହାଇଦ୍ରାବଦ କୁ ଆସିବା ପରେ କିଛି ଏହି ଭଳି ଦୃଶ୍ୟ ବି ସାମ୍ନାକୁ ଆସିଛି । ହେଲେ ପିଣ୍ଟୁ ନନ୍ଦ କାହିଁକି ନଣ୍ଡା ହେଲେ । ହ୍ରାଇଦ୍ରାବାଦ ରେ ମେଡିକାଲ ରେ କଣ ପାଇଁ ପିଣ୍ଟୁ ନନ୍ଦ ଙ୍କୁ ଡାକ୍ତର ନଣ୍ଡା ହେବାକୁ କହିଲେ । ଏଠାରେ କହି ରଖିବାକୁ ଚାହିଁବୁ ଦୁଇ ଦିନ ତଳେ ପିଣ୍ଟୁ ନନ୍ଦ ଦିଲ୍ଲୀ ମେଡିକାଲ ରୁ ହାଇଦ୍ରାବାଦ ଆସିଛନ୍ତି । ତେବେ ଦିଲ୍ଲୀ ମେଡିକାଲ ରେ ରହିଥିବା ସମୟ ରେ ପିଣ୍ଟୁ ନନ୍ଦ ଙ୍କ ଲିଭର ରୁ ରକ୍ତ ଶ୍ରାବ ହୋଇଥିଲା । ଯେଉଁଥିରେ ଦିଲ୍ଲୀ ର ଡାକ୍ତର ହାଇଦ୍ରାବଦ କୁ ସିଧା ରେଫର କରିଥିଲେ ।

Pintu Nanda

ତେବେ ଏବେ ହ୍ରାଇଦ୍ରାବାଦ ରେ ପହଁଚିବା ପରେ ପିଣ୍ଟୁ ନନ୍ଦ ଏମିତି ନଣ୍ଡା ହେବାର ଦେଖିବାକୁ ମିଳିଛି । ବର୍ତମାନ ସମୟ ରେ ପିଣ୍ଟୁ ନନ୍ଦ ଲିଭର ସିରୋସିସ ରୋଗରେ ପୀଡିତ ରହିଛନ୍ତି । ଏହି ଭଳି ସ୍ଥିତି ରେ ଗୋଟିଏ ପ୍ରକାରର ଖରାପ ହୋଇଜାଇଛି । ଜାହାକି କିଛି ଦିନ ତଳେ କହିଥିଲେ ଡାକ୍ତର 80 ପ୍ରତିଶତ ଖରାପ ହୋଇଜାଇଛି ପିଣ୍ଟୁ ନନ୍ଦ ଙ୍କ ଲିଭର । ତେବେ ଏବେ ଅନୁମାନ କରାଯିବ ତେବେ ଏହି ପ୍ରତିଶତ ବଢିଜାଇ ପାରେ । ଆଉ 6 ଦିନ ତଳେ ଲିଭର ରୁ ରକ୍ତ ବି ବାହାରୁ ଥିଲା ।

ତେବେ ଲିଭର ସିରୋସିସ ରୋଗରେ ପୀଡିତ ହେଲେ ରୋଗୀର ପାଚନ କ୍ରିୟା ଉପରେ ପ୍ରଭାବ ପଡେ । ଠିକ୍ ଭାବେ ପାଚନ ହୋଇ ପାରେ ନାହିଁ । ଯେମିତି କି ଆପଣ ମାନେ ଜାଣିଥିବେ ଶରୀର ରେ ପାଚନ କ୍ରିୟା ହେବା ପାଇଁ ଦେହରେ ପୋଷକ ତତ୍ୱ ପହଁଚିବା ପାଇଁ ଲିଭରର ମୂଖ୍ୟ ଭୂମିକା ରହିଛି । ଆଉ ପିଣ୍ଟୁ ନନ୍ଦ ଙ୍କ ଲିଭର ଏବେ କେବଳ 20 ପ୍ରତିଶତ ରୁ କମ୍ କାମ କରୁଛି ।

ଆଉ ଏହି ଭଳି ସ୍ଥଳରେ ଶରୀର କୁ ଯେତିକି ପୋଷକତତ୍ୱ ଆବଶ୍ୟକ ରହିଥିବ । ସେତିକି ପହଁଚି ପାରୁ ନଥିବ । ଜାହାକି ଲିଭର ସିରୋସିସ ରେ ରୋଗୀ ଙ୍କ ଠାରେ ସହଜ ରେ ଦେଖିବାକୁ ମିଳେ । ରୋଗୀ ଦୂର୍ବଳ ଅନୁଭବ କରିବା ସହ ସେମାନେ ପତଳା ମଧ୍ୟ ହୋଇଜାଆନ୍ତି । ଆଉ ମୁଣ୍ଡ ରୁ ଚୁଟି ମଧ୍ୟ ଝଡେ । ସେହିଥି ପାଇଁ ଡାକ୍ତର ପିଣ୍ଟୁ ନନ୍ଦ ଙ୍କୁ ହ୍ରାଇଦ୍ରାବାଦ ଠାରେ ଲଣ୍ଡା ହେବାକୁ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *