ଆଉ ନାହାଁନ୍ତି ପିଣ୍ଟୁ ନନ୍ଦ । ଦେଖନ୍ତୁ ତାଙ୍କର ଶେଷ ବେଳର କିଛି ଫଟୋ

ପରପାରିରେ ପିଣ୍ଟୁ ନନ୍ଦ । ଆଉ ଦେଖିବାକୁ ମିଳିବନି ପିଣ୍ଟୁ ନନ୍ଦଙ୍କ ଅଭିନୟ । ଓଡିଆ ଆଲବମ ହେଉ ବା ଫିଲ୍ମ । କମେଡିଆନ ହେଉ କିମ୍ବା ଖଳନାୟକ ଭୂମିକା । ପିଂଟୁ ନନ୍ଦଙ୍କ ଅଭିନୟ ସବୁବେଳେ ଦର୍ଶକଙ୍କ ମନକୁ ବେଶ ଛୁଇଁଛି । ନିଜର ନିଆରା ଠାଣି ପାଇଁ ଚର୍ଚିତ ପିଂଟୁ ନନ୍ଦ ସବୁବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି ।

pintu nanda family

ଜଗତସିଂହପୁର ଜିଲ୍ଲାରେ ଜନ୍ମିତ ପିଣ୍ଟୁ ଏସକେ ଏକାଡେମୀରୁ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ଟେଲି ଫିଲ୍ମ ଜରିଆରେ ଓଡ଼ିଆ ଇଣ୍ଡଷ୍ଟ୍ରୀରେ ପାଦ ଦେଇଥିଲେ ପିଣ୍ଟୁ ।

Pintu1

୧୯୯୬ରେ ‘କୋଇଲି’ ଫିଲ୍ମ ଜରିଆରେ ପିଣ୍ଟୁ ଓଲିଉଡ୍ ଇଣ୍ଡଷ୍ଟ୍ରୀରେ ସବୁ ଭୂମିକାରେ ଅଭିନୟ କରିଛନ୍ତି

pintu 3

୨୦୨୨ରେ ‘ରଙ୍ଗ ନମ୍ବର’ ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ପାଇଥିଲେ

pintu 2

ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ପିଣ୍ଟୁ ନନ୍ଦ । ଆଉ ନାହାନ୍ତି ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ । ମାତ୍ର ୪୫ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି ।

ବୁଧବାର ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବା ପରେ ତାଙ୍କୁ ଭେଂଟିଲେଟରରେ ରଖାଯାଇଥିଲା । ଡାକ୍ତର ତାଙ୍କୁ ବଂଚାଇବା ପାଇଁ ସବୁ ଉଦ୍ୟମ କରିଥିଲେ ମଧ୍ୟ ବିଫଲ ହୋଇଥିଲେ । ବୁଧବାର ପ୍ରାୟ ରାତି ସାଢ଼େ ୧୧ଟା ବେଳେ ପିଣ୍ଟୁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପିଣ୍ଟୁଙ୍କ ପରଲୋକରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।

ପିଣ୍ଟୁ ନନ୍ଦଙ୍କ ପୁରା ଜିବନୀ , ପରିବାର ଓ ଧନ ସମ୍ପତ୍ତି ବିଷୟରେ ଜାଣିବାକୁ ଚାହୁଁଥିଲେ ଏଠାରେ କ୍ଲିକ କରନ୍ତୁ । CLICK HERE

Leave a Reply

Your email address will not be published.

wooo-1
ଓଡିଶା

ବିବାହିତ ମହିଳା କାହିଁକି ଅନ୍ୟ ପୁରୁଷଙ୍କ ସହିତ ସମ୍ପର୍କ ରଖିବାକୁ ପସନ୍ଦ କରନ୍ତି , ଏହା ହେଉଛି କାରଣ

ଯେତେବେଳେ କେହି ବିବାହ କରନ୍ତି, ଚାରିଆଡେ ସୁଖର ବାତାବରଣ ଥାଏ, ସ୍ୱାମୀ ମଧ୍ୟ ପତ୍ନୀଙ୍କ ମଧ୍ୟରେ ଏକ ପ୍ରେମ ସମ୍ପର୍କ ସୃଷ୍ଟି କରନ୍ତି, କିନ୍ତୁ ସମୟ ଗଡିବା ସହିତ ସେମାନଙ୍କ ସମ୍ପର୍କ ବଦଳିବାକୁ ଲାଗେ | ବ୍ୟସ୍ତବହୁଳ କାର୍ଯ୍ୟ ହେତୁ ସ୍ୱାମୀମାନେ ନିଜ ପତ୍ନୀଙ୍କୁ ପୂର୍ବ ପରି ଅଧିକ ସମୟ ଦେବାରେ ଅସମର୍ଥ ହୁଅନ୍ତି | ବେଳେବେଳେ ସେମାନଙ୍କ ସମ୍ପର୍କ ମଧ୍ୟରେ ତିକ୍ତତା ବଢିବାକୁ ଲାଗେ ଯେଉଁ କାରଣରୁ ସେମାନଙ୍କ ସମ୍ପର୍କରେ ସମସ୍ୟା ଆସିବା ଆରମ୍ଭ କରେ […]

ଅଧିକ ପଢ
romaa
ଓଡିଶା

ସିନ୍ଦୁର ର ଅଧିକାର ସିରିଏଲ କାହିଁକି ଛାଡିଲେ ରୋମା । ଉଠିଲା ସତ୍ୟ ପଛର ରାଜ

ଆପଣ ମାନଙ୍କୁ ଆମ ପୋର୍ଟଲ କୁ ସ୍ୱାଗତ । ବନ୍ଧୁଗଣ ଆପଣ ମାନେ ସିନ୍ଦୁର ଅଧିକାର ସିରିଏଲ ନିଶ୍ଚିତ ଭାବେ ଦେଖୁଥିବେ ଏହି ସିରିଏଲ ର ରୋମିଙ୍କ ମାମା ରୋମା ସିରିଏଲ ଟିକୁ ବର୍ତମାନ ସମୟ ରେ ଛାଡିଦେଇଛନ୍ତି । ତେବେ ସିରିଏଲ ଟି ହଠାତ କଣ ପାଇଁ ଛାଡିଲେ ଜାଣିବା ପାଇଁ ହେଲେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ ବନ୍ଧୁଗଣ ଆପଣ ମାନେ ସିନ୍ଦୁର ଅଧିକାର ସିରିଏଲ ପ୍ରତ୍ୟୋକ ଦିନ ନିଶ୍ଚିତ […]

ଅଧିକ ପଢ