ପେଟର ରୋଗକୁ ଦୂର କରି ଥାଏ : ଜୁଆଣି ଆସନ୍ତୁ ଜାଣିବା ଏହାର ପ୍ରୟୋଗ ବିଧି

Spread the love

କଣ ଆପଣ ଜାଣିଛନ୍ତି କି ଜୁଆଣି ଖାଇବା ଦ୍ୱାରା କଣ ଲାଭ ହୋଇଥାଏ ?  ଯଦି ଜାଣି ନାହାନ୍ତି ତେବେ ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କୁ ଜୁଆଣି ଖାଇବା ଦ୍ୱାରା ହେଉ ଥିବା ଲାଭ ବିଷୟରେ ଜଣେଇବୁ । ଆପଣଙ୍କୁ ବତେଇ ଦେଉଛୁ ଯେ ଜୁଆଣି ର ପ୍ରୟୋଗ ଘରେ କେବଳ ମସଲା ଭାବରେ କରି ଥାଉ କିନ୍ତୁ ଛୋଟ ମୋଟ ପେଟ ରୋଗ ବି ଏହାର ଉପଯୋଗ ରେ ଦୂର ହୋଇ ଯାଇ ଥାଏ । ଖାଦ୍ୟ ଖାଇ ସାରିବା ପରେ ଯଦି ଭଲରେ ହଜମ କରିବାକୁ ଚାହାନ୍ତି ତୋ ଏହାର ଚୂର୍ଣ୍ଣ ଖାଇ ସାରିବା ପରେ ଖାଆନ୍ତୁ  ଆଉ ତାପରେ ଏହାର ଲାଭ ଦେଖନ୍ତୁ।  ଜୁଆଣି ବହୁତ ଦରକାରୀ ଜିନିଷ ଅଟେ କିନ୍ତୁ ଏହାର ଉପଯୋଗ ଦ୍ୱାରା ବହୁତ ଜଳଦି ମେଦବହୁଳତା କୁ ବି କମ୍ କରା ଯାଇ ପାରିବ।  ଜୁଆଣି ପାଣି ପ୍ରତି ଦିନ ସକାଳୁ ଖାଲି ପେଟରେ ଖାଇବା ଦ୍ୱାରା ମୋଟାପଣ ପ୍ରାକୃତିକ ରୂପରେ କମ୍ କରା ଯାଇ ପାରିବ  ।

ଜୁଆଣି ପାଣି ପିଇଲେ ପାଚନ କ୍ରିୟା ବହୁତ ସହଜରେ ହୋଇ ଥାଏ ।

15 ଦିନ ଯାଏଁ ଲଗାତାର ଜୁଆଣି ପାଣି ଖାଲି ପେଟରେ ପିଇଲେ ମୋଟାପଣ କମି ଯାଇ ଥାଏ ।

ଜୁଆଣି ପାଣି ପିଇବା ଦ୍ୱାରା ମୁଣ୍ଡ ବିନ୍ଧା ଆଉ କଞ୍ଜେକ୍ସନ ରୁ ମୁକ୍ତି ମିଳି ଥାଏ।

ଜୁଆଣି ପାଣି ଏମିତିରେ ତୋ ପେଟର ଅନେକ ରୋଗ ଦୂର କରି ଥାଏ ଏହା ସହିତ କାଛୁ କୁଣ୍ଡିଆ କୁ ମଧ୍ୟ ଦୂର କରି ଥାଏ ।

ଏମିତି ପ୍ରସ୍ତୁତ କରନ୍ତୁ ଜୁଆଣି ପାଣି:-

ଜୁଆଣି ପାଣି ବନେଇବା କୌଣସି କଠିନ କାମ ନୁହେଁ, ତଥାପି ଆପଣଙ୍କୁ ଜୁଆଣି ପାଣି ବନେଇବାର ପ୍ରଣାଳୀ ଆମେ ବତେଇ ଦେଉଛୁ । ସବୁଠାରୁ ପ୍ରଥମେ ଆପଣ 50 ଗ୍ରାମ ଜୁଆଣି ନିଅନ୍ତୁ ।ପ୍ରତି ଦିନ ରାତିରେ ଜୁଆଣି କୁ ଏକ ଗ୍ଲାସ ପାଣିରେ ପକେଇ ଦିଅନ୍ତୁ ଆଉ ସକାଳୁ ସେଇ ପାଣିକୁ ଛାଣି ନିଅନ୍ତୁ ଏହାପରେ ପାଣିରେ ମହୁ ଏକ ଚାମୁଚ ମିଶେଇ ଖାଲି ପେଟରେ ପିଅନ୍ତୁ । ଜୁଆଣି ପାଣି ଲଗାତାର 45 ଦିନ ଯାଏଁ ପିଅନ୍ତୁ । ଏମିତିରେ ଏହାର ପରିଣାମ 15 ଦିନରେ ହିଁ ଦେଖିବାକୁ ମିଳି ଯିବ ତଥାପି ଏହାର ସମ୍ପୂର୍ଣ୍ଣ ଲାଭ ପାଇବା ପାଇଁ ଏହାକୁ 45 ଦିନ ଯାଏଁ ପିଅନ୍ତୁ ।