ଯେଉଁ ମାନେ ଖରାପ କାମ କରନ୍ତି ,ସେଇମାନେ ହିଁ ମୋ ଭିଡିଓ ଦେଖି ବେଶି ବାଥରୁମକୁ ଯାନ୍ତି :ନିଶା ମହାରଣା

nisha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏପରି ଅନେକ ଲୋକ ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ମନୋରଂଞ୍ଜନ କରି ପାରୁଛନ୍ତି । ଆଉ କିଛି ଲୋକ ଏପରି ବି ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନଙ୍କ ମନୋରଂଞ୍ଜନ କରାଇ ଅତି ସହଜରେ ଫେମସ ହୋଇ ପାରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଆମ ଓଡିଶାର ସେମିତି ଜଣେ ଫେମସ ଯୁବତୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସୋସିଆଲ ମିଡିଆ ମାଧ୍ୟମରେ ଆଜି ଫେମସ ହୋଇ ପାରିଛନ୍ତି ।

ଏହି ଯୁବତୀଙ୍କ ନାମ ହେଉଛି ନିଶା ମହାରଣା । ନିଶାଙ୍କର ପ୍ରତ୍ୟକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୁଏ । ତେବେ ଗତ କିଛି ସମୟ ହେବ ନିଶାଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ସାକ୍ଷାତ୍କାର ରେ ନିଶା କହିଛନ୍ତି କି ଯେତେ ବେଳେ ଗୋଟେ ଇମୋସନାଲ ଗୀତ ଆସେ ସେତେବେଳେ ମୁଁ ଟିକେ ଶୀଘ୍ର ଇମୋସନାଲ ହେଇଯାଏ । ହେଲେ ହଟ ବାଲା ଭିଡିଓରେ ମୁଁ ଚାହେଁ ମୋର ଯିଏ ଫଲୋଅର ଅଛନ୍ତି ସେମାନେ ଦେଖନ୍ତୁ କି ଜିନିଷ କଣ ।

nisa

ସମସ୍ତଙ୍କ ଜିନିଷ ସମାନ ନଥାଏ । ତେଣୁ ନିଶାର ଜିନିଷ କଣ ସମସ୍ତେ ଦେଖନ୍ତୁ । ମୋତେ ଯେତିକି କମେଣ୍ଟ ଆସେ ମୋତେ ଦେଖି କିଏ ବାଥରୁମ୍ ଯାଏ ତ କିଏ ନିଜ ଗାର୍ଲଫ୍ରେଣ୍ଡକୁ ନେଇ କେଉଁଠି ଯାଏ । ହେଲେ ମୋତେ ବହୁତ ଖରାପ ଖରାପ କମେଣ୍ଟ ଆସେ । ମୋତେ ଲାଗେ ସେହି ମାନେ ମୋତେ ଦେଖୁଛନ୍ତି ବୋଲି ଏଭଳି ଖରାପ ଖରାପ କମେଣ୍ଟ ଆସୁଛି ।

ମୋର ସ୍କୁଲ ସାଙ୍ଗ ମାନେ ବହୁତ ସଂସ୍କାରୀ ସେମାନେ ଜାଣି ନଥିଲେ ମୁଁ ଏଇ କାଟାଗେରୀରେ ଆସିଯିବି ବୋଲି । ମତେ ସେ ମଝିରେ ମଝିରେ କୁହନ୍ତି ଏମିତି ଭିଡିଓ କରୁଛୁ । ମୁଁ କୁହେ ମୋ ଇଛା ମୋ ବଡି ମୋ ମନ ତ ମୋ ଘର ଲୋକଙ୍କର କିଛି ଅସୁବିଧା ନାହିଁ । ଏବେ ଯେତେ ସବୁ ମୋ ସାଙ୍ଗ ଅଛନ୍ତି ସେମାନେ ମୋତେ ବହୁତ ସପୋର୍ଟ କରନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ନିଶା ମହାରଣା କେମିତି ଲାଗନ୍ତି ଆମକୁ କମେଣ୍ଟ ରେ ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ