ଶାହରୁଖଙ୍କ ଲାଡ଼ଲି ସୁହାନା ଖାନଙ୍କ ଏହି ଫୋଟୋରେ ରାଗି ଗଲେ ଲୋକେ । କହିଲେ- “ସବୁକିଛି ସହି ପାରିବେ, କିନ୍ତୁ….”

Spread the love

ବଲିଉଡର ଅଭିନେତା ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ ଅଧିକାଂଶ ସମୟରେ ନିଜ ଫୋଟୋ ଚର୍ଚ୍ଚାରେ ରହନ୍ତି । ସୁହାନା ଖାନ ଅଧିକାଂଶ ସମୟରେ ନିଜ ସାଙ୍ଗ ମାନଙ୍କ ସହିତ ପାର୍ଟି ଗୁଡିକରେ ନଜର ଆସନ୍ତି କିନ୍ତୁ ଏହା ଉପରେ ଲୋକମାନେ ରାଗିଗଲେ । ହଁ, ଆଜ୍ଞା ସୁହାନା ଖାନ ଏହିଥରର ପାର୍ଟିର ଫୋଟୋ ଗୁଡିକ ଲୋକମାନଙ୍କୁ ନିରାଶ କରିଥିଲା, ଯେଉଁଥି କାରଣରୁ ତାଙ୍କୁ କେତେ ପ୍ରକାର ଉପଦେଶ ଦିଆଗଲା । ଏତିକି ନୁହେଁ, ସୁହାନା ଖାନଙ୍କ ଏହି ଫୋଟୋ ଗୁଡିକରେ ପାର୍ଟି କିଛି ସମସ୍ୟା ନୁହେଁ କିନ୍ତୁ ଫୋଟରେ ତାଙ୍କର ଭଙ୍ଗି (ପୋଜ)ର ସମସ୍ୟା ଅଛି । ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ବିଶେଷ ରହିଛି ?

ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ ସୋସିଆଲ ମିଡ଼ିଆରେ ବହୁତ ଚର୍ଚ୍ଚିତ ଅଛନ୍ତି, ଯେଉଁଥି କାରଣରୁ ସେ ସବୁବେଳେ ଟ୍ରୋଲ ହୋଇଥାନ୍ତି । ସୁହାନା ନିଜ ସାଙ୍ଗମାନଙ୍କ ସହିତ ବହୁତ ସମୟ କାଟନ୍ତି ଓ ନିଜ ସୋସିଆଲ ମିଡ଼ିଆର ସାଙ୍ଗମାନଙ୍କ ସହିତ ସେୟାର କରନ୍ତି । ବର୍ତ୍ତମାନ ହିଁ ସୁହାନା ଖାନ ଏକ ଫୋଟୋ ସେୟାର କରିଥିଲେ ଯେଉଁଠାରେ ସେ ନିଜ ସାଙ୍ଗମାନଙ୍କ ସହିତ ମଜା କରୁଥିଲେ, କିନ୍ତୁ ଲୋକମାନଙ୍କୁ ଏହା ପସନ୍ଦ ଆସିଲା ନାହିଁ । ଯେଉଁଥି କାରଣରୁ କିଛି ଲୋକ ରାଗି ଯାଇଛନ୍ତି ଏବଂ ଲୋକ ତାଙ୍କୁ ଉପଦେଶ ଦେଇଛନ୍ତି ।

ବିନା ସାର୍ଟରେ ସାଙ୍ଗମାନଙ୍କ ସହ ସୁହାନା ନଜର ଆସିଥିଲେ :

ସୁହାନା ଖାନ ବର୍ତ୍ତମାନ ହିଁ ଯେଉଁ ଫୋଟୋ ଗୁଡିକ ସେୟାର କରିଥିଲେ, ସେଥିରେ ସେ ତାଙ୍କ ସର୍ଟଲେସ ସାଙ୍ଗମାନଙ୍କ ସହ ନଜର ଆସିଥିଲେ, ଯାହାକୁ ତାଙ୍କ ଭାରତୀୟ ଫେନ୍ସମାନେ ପସନ୍ଦ କରୁ ନାହାଁନ୍ତି । ଯେହେତୁ, ଏହି ଫୋଟୋରେ ବହୁତ ଝିଅ ଓ ପୁଅ ଦେଖା ଯାଉଛନ୍ତି, ଯେଉଁଥିରେ ପୁଅମାନେ ସର୍ଟ ପିନ୍ଧି ନାହାଁନ୍ତି ଏବଂ ଝିଅମାନେ ଛୋଟ ଛୋଟ ପୋଷାକ ପିନ୍ଧିଛନ୍ତି । ଏହି ଫୋଟୋକୁ ଦେଖି ଲାଗୁଛି ଯେ, ସୁହାନା ଖାନ ପାର୍ଟିରେ ତାଙ୍କ ସାଙ୍ଗମାନଙ୍କ ସହ ବହୁତ ମଜା କରୁଛନ୍ତି କିନ୍ତୁ ଏବେ ତାଙ୍କୁ ଟ୍ରୋଲ ହେବାକୁ ପଡୁଛି । ଏତିକି ନୁହେଁ, ଲୋକେ ତାଙ୍କୁ ସଂସ୍କୃତିର ପାଠ ମଧ୍ୟ ପଢ଼ାଉଛନ୍ତି ।

ସୁହାନା ଖାନ ଉପରେ ରାଗିଲେ ଲୋକେ :

ସୁହାନା ଖାନଙ୍କ ଏହି ଫୋଟୋ ଗୁଡିକ ଦେଖି ଲୋକମାନେ ରାଗି ଯାଇଛନ୍ତି । ଗୋଟିଏ ୟୁଜର୍ସ ସୁହାନାଙ୍କୁ ଉପଦେଶ ଦେଇ ଲେଖିଲା, “ଆପଣ କିଛି ମଧ୍ୟ କରନ୍ତୁ କିନ୍ତୁ ଭାରତର ସଂସ୍କୃତିକୁ ମନେ ରଖନ୍ତୁ ।” ଆଉ ଗୋଟିଏ ୟୁଜର୍ସ ମଧ୍ୟ ଲେଖିଲା ଯେ, “ଆପଣ ଜଣେ ଭାରତୀୟ, ତା’ହେଲେ ନିଜ ସଂସ୍କୃତିର ଧ୍ୟାନ ରଖନ୍ତୁ ।” ଏହାର ଅର୍ଥ ସଫା ଯେ, ଲୋକେ ତାଙ୍କୁ ଭାରତୀୟ ସଂସ୍କୃତି ବଞ୍ଚିବା ପାଇଁ ପରାମର୍ଶ ଦେଇଥିଲେ ଓ ପରେ ପାର୍ଟି କରିବାକୁ ଉପଦେଶ ଦେଲେ । ସୁହାନା ଖାନ ଅଧିକାଂଶ ସମୟରେ ଫୋଟୋ ଓ ଭିଡ଼ିଓ ସେୟାର କରନ୍ତି, ଯେଉଁଥି କାରଣରୁ ପ୍ରାୟତଃ ସେ ଚର୍ଚ୍ଚିତ ରୁହନ୍ତି ।

ଶୀଘ୍ର କରିବେ ବଲିଉଡରେ ଧମାଲ :

ସୁହାନା ଖାନ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଟ୍ରୋଲ ହେଉଥାନ୍ତି କିନ୍ତୁ ତାଙ୍କ ଫେନ୍ସ ତାଙ୍କୁ ବଲିଓଡ଼ରେ ଦେଖିବା ପାଇଁ ଅପେକ୍ଷା କରିଛନ୍ତି । ହଁ ବନ୍ଧୁମାନେ, ସୁହାନା ଖାନଙ୍କୁ ଫଲୋ କରୁଥିବା ତାଙ୍କ ସୋସିଆଲ ମିଡ଼ିଆର ବନ୍ଧୁମାନେ ଚାହାଁନ୍ତି ଯେ, ସେ ବଲିଉଡକୁ ଶୀଘ୍ର ଆସନ୍ତୁ । ଏହି ସମସ୍ତ ଅପେକ୍ଷା ଉପରେ ବିରାମ ଲଗାଇ ଶାହରୁଖ ପୂର୍ବରୁ ହିଁ କହିଦେଲେ ଯେ, ବର୍ତ୍ତମାନ ସୁହାନା ଖାନ ଏକ କିମ୍ବା ଦୁଇ ବର୍ଷ ପରେ ବଲିଉଡକୁ ଆସିବେ । କାରଣ ସେ ଲଣ୍ଡନରେ ବର୍ତ୍ତମାନ ନିଜର ପଢ଼ାରେ ମନ ଲଗାଉଛନ୍ତି ।