ଜେଲରେ ରହିଲେବି ଅର୍ଚ୍ଚନା ଜମାରୁ ଝଡିନି ବୋଲି ଲୋକେ କହୁଛନ୍ତି ।

jail

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନଦେଖିବା ଲୋକ ଦେଖ ସୁନ୍ଦରୀ ଅର୍ଚ୍ଚନା କାଢିଛି ବେକ । ହଁ ବନ୍ଧୁଗଣ ଆଜି କୋର୍ଟରେ ହାଜର ହୋଇଛନ୍ତି ବ୍ଲାକମେଲର କୁଇନ ଅର୍ଚ୍ଚନା ନାଗ । ଜେଲରୁ ବାହାର କରି ଅର୍ଚ୍ଚନା କୁ କୋର୍ଟ ପରିଶର ରେ ହାଜର କରାଜାଇଥିଲା । ଆଉ ଏହାରି ମଧ୍ୟରେ ସୁନ୍ଦରୀ ଅର୍ଚ୍ଚନା କୁ ଦେଖିବା ପାଇଁ ନାହିଁ ନଥିବା ଗହଳୀ ଲାଗିଥିଲା । କାହିଁକ ନା ନାଗ ଫାସରେ ବହୁତ ବଡବଡିଆ ଙ୍କୁ ଫସେଇଛି । ଆଉ କୁଆଡେ ରାତାରାତି ସେମାନଙ୍କୁ ବ୍ଲାକମେଲିଂ କରି କୋଟିପତି ହୋଇଛି ।

ଆଉ ଶଙ୍ଖ ମଲମଲ ରାଜ ଉଆସ ଗଢିଛି । ଆଉ ନିଜେ ବି କୁଆଡେ ଲେଜର ଚିକିତ୍ସା କରି କାଳୀ ରୁ ଗୋରୀ ହୋଇଛି । ଆଉ ଯେତେ ବେଳେ ଗାଡିରୁ ବାହାରି ଅର୍ଚ୍ଚନା କୋର୍ଟ କୁ ଯାଉଥିଲେ । ସେତେ ବେଳେ ଦେଖଣା ହାରୀ କହୁଥିଲେ ଜେଲରେ ରହିଲେ ବି ଅର୍ଚ୍ଚନା କୁଆଡେ ଜମାରୁ ଝଡିନାହିଁ । ଅର୍ଚ୍ଚନା କୁଆଡେ ଆଗରୁ ଯେମିତି ଦେଖା ଯାଉଥିଲା ଏବେ ସେମିତି ଦେଖା ଯାଉଛି ।

Archana

ଆଉ ଏବେ ସୁଣିବାକୁ ମିଳୁଛି ଜର୍ଜ ଙ୍କ ସାମ୍ନାରେ କୁଆଡେ ସୁନ୍ଦରୀ ଅର୍ଚ୍ଚନା କାନ୍ଦି ପକେଇଥିଲେ । ତେବେ କୋର୍ଟରେ ହାଜିରା ପରେ ଖୋର୍ଦ୍ଧା ଜିଲ୍ଲା ଦୈରା ଜର୍ଜରେ ରିମାଣ୍ଡରେ ନେବା ପାଇଁ ବିଦ୍ଧି ବଧ ଭାବେ କାଳେ ଆବଦନ କରିବ ଇଡି । ଅନ୍ୟପଟେ ଶ୍ରଦ୍ଧାଞୀଳି ର ପତ୍ତା ପାଉନାହିଁ ଇଡି । ବାରମ୍ବାର ସମ୍ମନ ସ୍ୱତ୍ତେ ବି ଶ୍ରଦ୍ଧାଞୀଳି ର ଠିକଣା ବଦଳିଜାଇଥିବାର ଜଣା ପଡିଛି । କାରଣ ଶ୍ରଦ୍ଧାଞୀଳି ଭୁବନଶ୍ୱର ର ଯେଉଁ ହୋଟେଲ ରେ ରହୁଥିଲେ ହେଲେ ଏବେ ସେଠାରେ ଆଉ ଏବେ ନାହାଁନ୍ତି ପୂର୍ବଥର ପରି ପୁଣି କୁଆଡେ ଉଭାନ ହୋଇଜାଇଛନ୍ତି ଶ୍ରଦ୍ଧାଞୀଳି ।

ବାରମ୍ବାର ଇଡି ର ସମ୍ମନ ସ୍ୱତେ ବି ଠିକଣା ସ୍ଥଳରେ ପହଁଚି ନାହିଁ ଶ୍ରଦ୍ଧାଞୀଳି ଗତ କାଲି ଶ୍ରଦ୍ଧାଞୀଳି କୁ ଖୋଜିବା ପାଇଁ ଇଡି ପକ୍ଷରୁ ବାଙ୍କି ଚର୍ଚ୍ଚିତା ସାହୀରେ ଥିବା ଶ୍ରଦ୍ଧାଞୀଳି ଙ୍କ ବାସ ଭବନରେ ଚଢଉ କରାଜାଇ ଥଲା । ହେଲେ ସେଠାରୁ ଖାଲି ହାତରେ ଫେରିଥିବା ଇଡି । ଶ୍ରଦ୍ଧାଞୀଳି ନମିଳିଲେ ତାଙ୍କ ବିରୋଧ ରେ ଗିରୋଫ ପରୱାନା ଜାରି କରିବ ବୋଲି ଇଡି କହିଛି । ହେଲେ ଏହା ମଧ୍ୟରେ କଡା ସୁରକ୍ଷା ବଳୟ ମଧ୍ୟରେ କୋର୍ଟ କୁ ଅଣା ଜାଇଛି ସୁନ୍ଦରୀ ଅର୍ଚ୍ଚନା କୁ ଆଉ ଏତିକି ବେଳେ କୁଆଡେ ସୁନ୍ଦରୀ ଅର୍ଚ୍ଚନା କାନ୍ଦୀ ପକେଇଥିବା ସୂଚନା ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ