ଭଡା ଘରକୁ ମତେ ଦେ , ନହଲେ ଦୁ-ଷ୍କ-ର୍ମ କେଶ କରିବି

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ତୋ ଘରେ ଦୋକାନ କରିଛି ଆଉ ଏବେ ତୋ ଘର ପୂରା ମୋର ଯଦି ମୋ ନାମରେ ଅଭିଯୋଗ କରିବୁ ତେବେ ତୋ ନାମରେ ଦୁ-ଷ୍କ-ର୍ମ ମାମଲା ଛନ୍ଦୀ ଦେବି । ବୁଡା ବୟସ ରେ ମୁହଁରେ କଳା ବୋଳି ଦେବି । ହଁ ବନ୍ଧୁଗଣ ଏମିତି କିଛି ଧମକ ଦେଉଛି ଏହି ସୁନ୍ଦରୀ ଯବତୀ । ଆଉ ଏମିତି କିଛି ଖବର ପ୍ରସାର ହେବା ପରେ ଲୋକ କହୁଛନ୍ତି ଇଏ ସେହି ଅର୍ଚ୍ଚନା 2 ତ ଆଉ ।

ହଁ ବନ୍ଧୁଗଣ ଦୁଇ ମହଲା କୋଠା ହଡପ କରିଥିବା ଅଭିଯୋଗ ରେ କମିଶନ ରେଟ ପୋଲିସ ଏହି ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କୁ ବାନ୍ଧିଛି । କଥା ହେଉଛି ବିୟୁଟିପାର୍ଲର ପାଇଁ ଜଣେ ବ୍ୟକ୍ତିଙ୍କ ପାଖରୁ ଘର ଭଡା ନେଇଥିଲେ ଏହି ଦମ୍ପତୀ । ଆଉ ତା ପରେ ଜାଲ କାଗଜ ପତ୍ର ପ୍ରସ୍ତୁତି କରି ଘରକୁ ମାଡି ବସିବାକୁ ଉଦ୍ୟମ କରିଥିଲେ । ଆଉ ସବୁଠୁ ବଡ କଥା ହେଲା ଏଗ୍ରୀମେଣ୍ଟ ସରିବା ପରେ ରି ଅଗ୍ରୀମେଣ୍ଟ କରି ନଥିଲେ ଏହି ଠକ ଦମ୍ପତୀ । ଏପରି କି ଜାଲ କାଗଜ ପତ୍ର ପ୍ରସ୍ତୁତି କରି ଘରକୁ ମାଡି ବସିବାକୁ କରିଥିଲେ ଉଦ୍ୟମ ।

ଆଉ ଏହାକୁ ନେଇ ଘର ମାଲିକ ଯେତେ ବେଳେ ଅଭିଯୋଗ କରିବାକୁ ବାହାରିଲେ ସେତେ ବେଳେ ଏହି ଦମ୍ପତୀ ଲୋକ ଜାହାକୁ କହୁଛନ୍ତି ଅର୍ଚ୍ଚନା 2 ବୋଲି ସେତେ ବେଳେ ଧମକ ଦେଇଥିଲେ ଏମାନଙ୍କୁ । ହଁ ବନ୍ଧୁଗଣ ଦମ୍ପତୀ ଙ୍କ ନାମରେ ପୂର୍ବରୁ ଦୁଇ ଦୁଇଟି ଅଭିଯୋଗ ରହିଛି । ଏହା ପରେ ବି ଏମାନେ ଏହି ବୃଦ୍ଧ ଙ୍କୁ ଠକିବା ପାଇଁ ଚେଷ୍ଟା କରୁଥିଲେ ।

girl

2017 ମସିହା ରେ ଚନ୍ଦ୍ର ଶେଖର ପୁର ଅଞ୍ଚଳ ରେ ବରିଷ୍ଟ ନାଗରିକ ଙ୍କ ଠାରୁ ଏହି ଘର ନେଇଥିଲେ । ମାସିକ 40 ହଜାର ଟଙ୍କା ଭଡା ଆକାର ରେ ଦେଉଥିଲେ । ପରେ ସେ ଘରକୁ ସଂମ୍ପର୍ଣ୍ଣ ନେଇ ଶିକ୍ଷାନୁଷ୍ଟାନ କରିବା କହି ଏଗ୍ରୀମେଣ୍ଟ କରିଥିଲେ । ପରେ ଏହାର ଫାଇଦା ନେଇ ଜାଲ କାଗଜ ପତ୍ର ଜରିଆରେ ଘରକୁ ନିଜ ନାମରେ କରି ନେବା ପାଇଁ ଚେଷ୍ଟା କରିଥିଲେ ଏହି ଦମ୍ପତୀ ।

ଘର ମାଲି ଏହି କଥା ଜାଣିବା ପରେ ଚନ୍ଦ୍ରଶେଖର ପୁର ପୋଲିସ ର ଦ୍ୱାରସ୍ଥ ହୋଇଥିଲେ । ଘର ମାଲିକ ପୋଲିସ ପାଖକୁ ଯିବା ଜାଣି ଠକ ଦମ୍ପତୀ ତାଙ୍କୁ ବ୍ଲାକ୍ ମେଲ କରିବା ଆରମ୍ଭ କରିଥିଲେ । ଏମିତି କି ତୁମେ ପୋଲିସ ପାଖରେ ପହଁଚିବା ଆଗରୁ ମୁଁ ଆଗ ପହଁଚିବି ଏବଂ ତୁମ ନାମରେ ଦୁ-ଷ୍କ-ର୍ମ ମାମଲା ଅଭିଯୋଗ ଲଗେଇ ଦେବି ବୋଲି କହି ଧମକ ଦେଇଥିଲେ ।

ଏମିତି କହିବା ପରେ ଘର ମାଲିକ ହାଇକୋର୍ଟ ର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ କାଗଜ ପତ୍ର ଯାଞ୍ଚ ପରେ ଏହା ନକଲୀ ବୋଲି ଜଣା ପଡିଥିଲା । ତେବେ ହାଇକୋର୍ଟ ଠକ ଦମ୍ପତୀ ଙ୍କୁ ଗିରୋଫ କରିବାକୁ ନିର୍ଦ୍ଧେଶ ଦେଇଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *