ପଥରରୁ ଝରେ ରକ୍ତ, ମାତା କାମାକ୍ଷା ଶକ୍ତିପୀଠ…..

Spread the love

ପୁରାଣ ଶାସ୍ତ୍ର ଅନୁସାରେ ମାତା ସତୀ ପିତାଙ୍କ ଦ୍ୱାରା ଆୟୋଜିତ ଯଜ୍ଞ କୁଣ୍ଡରେ ଆତ୍ମଦାହ କରିଥିଲେ । ଏହା ପରେ ଭଗବାନ ଶିବ ମାତା ସତୀଙ୍କ ଶରୀରକୁ ନିଜ କାନ୍ଧରେ ଧରି ତାଣ୍ଡବ ନୃତ୍ୟ କରିବା ଆରମ୍ଭ କରିଥିଲେ । ଭାଗବାନ ଶିବଙ୍କ ତାଣ୍ଡବ ନୃତ୍ୟ ଫଳରେ ସମଗ୍ର ସୃଷ୍ଟି ବିନାଶ ବେହର ସଂକେତ ଉଭା ହେଲା । ଏହି ସଂକଟକୁ ଢୋର କରିବା ପାଇଁ ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ର ସାହାଯ୍ୟରେ ମାତାଙ୍କ ଶରୀରକୁ ଖଣ୍ଡ ବିଖଣ୍ଡ କରିଥିଲେ । ଯେଉଁଠାରେ ମାତାଙ୍କ ଶରୀରର ଅଙ୍ଗପ୍ରତ୍ୟେଙ୍ଗ ପଡିଲା ସେହି ସ୍ଥାନରେ ମାତା ଶକ୍ତିପୀଠ ହୋଇଛି । ଏହିପରି ଭାବରେ କାମାକ୍ଷା ଶକ୍ତିପୀଠର ଉତ୍ପତି ହୋଇଛି ।

ଭାରତ ହେଉଛି ଧର୍ମ ଭକ୍ତି, ସାଧନ ଓ ଆଧ୍ୟମତିକାର ଦେଶ ଅଟେ । ଯାହା କି ପ୍ରାଚୀନ କାଳରୁ ଧର୍ମ କ୍ଷେତ୍ରରେ ଓ ପୂଜା ସ୍ଥାନମାନଙ୍କରେ ବିଶେଷ ମହତ୍ତ୍ୱ ରଖି ଆସିଛି । ଭାରତ ଦେଶରେ ଏପରି ଏମିତି କେତେ ମନ୍ଦିର ରହିଅଛି ଯାହା କି ବିଷମକାରୀ ଓ ଚମତ୍କାରୀ ମନ୍ଦିର ରହିଥିବାର ସୂଚନା ମିଳେ । ଯାହା ଭକ୍ତଙ୍କ ପାଇଁ ଦେବୀ କୃପା ଅଟେ ତୋ ଅନ୍ୟ ମାନଙ୍କ ପାଇଁ ଏହା ଏକ ଚମତ୍କାର ଅଟେ ।

ଆଜି ଆମେ ଆପଣଙ୍କୁ ଏକ ଏମିତି ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯାହାର ରହସ୍ୟ ବିଷୟରେ ଜାଣିବା ପାଇଁ ବଡ ବଡ଼ ବୈଜ୍ଞାନିକଙ୍କ ଗବେଷଣା ମଧ୍ୟ ହାର ମାନିଥିଲା ଏବଂ ଏହା କିଏ ମଧ୍ୟ ଜାଣି ପାରି ନ ଥିଲେ, ଯାହା ଶୁଣିଲେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ଜାଣିବା ସେ ମହାନ ଓ ଚମତ୍କାର ମନ୍ଦିର ବିଷୟରେ….

ଭାରତର ପୂର୍ବ ଦିଗର ଉତ୍ତର ଭାଗରେ ଥିବା ଆସମ ରାଜ୍ୟ ନିକଟସ୍ଥ ଗୋହଟି ନିକଟରେ କାମାକ୍ଷା ମନ୍ଦିର ରହିଅଛି । ଯାହାକି ଦେଶରେ ଥିବା 52ଟି ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ଅଟେ ଓ ପ୍ରସିଦ୍ଧ ଦେବୀ ପୀଠ ଅଟେ । ଏହି ପ୍ରଚୀନ ମନ୍ଦିରରେ ଦେବୀ ସତୀ କିମ୍ଭା ଦେବୀ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ନାହିଁ । ପୌରାଣିକ କିମ୍ବଦନ୍ତୀ ଅନୁସାରେ ଦେବୀ ସତୀଙ୍କ ଶାରରୀର ଅଂଶରୁ ଏହି ମନ୍ଦିର ଉତ୍ପତ୍ତି ହୋଇଛି ବୋଲି ସୂଚୀନା ରହିଛ । ଯାହାକି ସମୟକ୍ରମରେ ମହାନ ଶକ୍ତି ଓ ସାଧନର କେନ୍ଦ୍ର ରୂପେ ପରିଣତି ହୋଇଛି । ଏହି ଶକ୍ତି ପୀଠରେ ସମସ୍ତଙ୍କ ମନସ୍କାମନା ପୂର୍ଣ ହୋଇଥାଏ । ଏହି ପ୍ରାଚୀନ ମନ୍ଦିରକୁ କାମାକ୍ଷା ମନ୍ଦିର କୁହାଯାଏ ।

ଏହି ମନ୍ଦିର ଗୋଟାଏ ପାର୍ଶ୍ୱରୁ ସବୁଠାରୁ ବଡ ଅଟେ । ଏହି ପାର୍ଶ୍ୱ ବା ଏହି ଜାଗାକୁ କୌଣସି ବ୍ୟକ୍ତିଙ୍କୁ ଛଡା ଯାଏ ନାହିଁ ।

ଅନ୍ୟ ପାର୍ଶ୍ୱ ବା ରାସ୍ତା ଦେଇ ମାତାଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କୁ ଛଡା ଯାଏ ଏବଂ ଏହି ସ୍ଥାନର ଏକ ପାର୍ଶ୍ୱରୁ ପ୍ରତ୍ୟେକ ସମୟ ପାଣି ବାହାରୁ ଥିବାର ଦେଖାଯାଏ, କୁହାଯାଏ ଯେ, ମାସରେ ଗୋଟିଏ ଥର ଏହି ମନ୍ଦିରର ପଥରରୁ ରକ୍ତ ବାହାରିବାର ଦେଖିବାକୁ ମିଳେ । କିନ୍ତୁ ଏହି ପଥରରୁ କିପରି ଓ କେଉଁଠୁ ରକ୍ତ ବାହାରୁ ଅଛି ଏହା କୌଣସି ପ୍ରମାଣ କେହି ବ୍ୟକ୍ତି ମଧ୍ୟ କହି ପାରିନ୍ତି ନାହିଁ ।

!ଜୟ ମାତା