ଜାମ୍ମୁ କାଶ୍ମୀର ବଡ଼ଗାଁମରେ ବିମାନ ଦୁର୍ଘଟଣା

Spread the love

ଶ୍ରୀନଗର : ଜମ୍ମୁ କାଶ୍ମୀରରୁ ଏକ ବଡ ଖବର ଆସିଛି । ଜମ୍ମୁ କାଶ୍ମୀରର ବଡଗାମରେ ଏକ ଲାଢୁଆ ବିମାନ ମିଗ -୨୧ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଘଟଣାରେ ପାଇଲଟ ଜଣକର ମୃତ୍ୟୁ ହୋଇଥିବା ଖବର ମିଳିଛି । ମିଗ -୨୧ ଶ୍ରୀନଗର ଏୟାର ପୋର୍ଟରେ ଆକାଶ ମାର୍ଗରେ ଉଢୁଥିବା ସମୟରେ ଏହିପରି ଘଟଣା ଘଟିଛି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ଏହା ପରେ ବିସ୍ପୋଟକ ହୋଇଛି ଏବଂ ବିମାନ ଦୁର୍ଘଟଣା ହୋଇଛି ଓ ହୁ ହୁ ହୋଇ ଜାଳି ଉଠିଥିଲା । ଏହିପରି ପରିସ୍ଥିରେ ଶ୍ରୀନଗର ବିମାନ ବନ୍ଦରରେ ବିମାନ ଚଳାଚଳ ବନ୍ଦ କରିଦିଆଯାଇଛି ।