ପାକିସ୍ତାନର ପାଟି ହୋଇଗଲା ବନ୍ଦ, ଯେତେବେଳେ ଭାରତ ପାକିସ୍ତାନକୁ ସାକ୍ଷ୍ୟ ଦେଲା !! ଦେଖନ୍ତୁ ଭିଡିଓ

Spread the love

୧୪ ଫେବୃଆରୀ ରେ ହେଇଥିବା ପୁଲୱାମା ଆକ୍ରମଣ ପରେ ୪୨ ଭାରତୀୟ ଯବାନ ସହିଦ ହେଇଥିଲେ । ଆକ୍ରମଣ ହେବା ତୁରନ୍ତ ଭାରତ ଜାଣିଦେଲା କି, ଏହା ପଛରେ ପାକିସ୍ତାନ ଅଛି । ସେହି ଆକ୍ରମଣ ହେବା ଅଳ୍ପ ଦିନ ପରେ ଯେଉଁ ଗାଡି ମାଧ୍ୟମରେ ବମ୍ ବ୍ଲାଷ୍ଟ କରିଥିଲେ ସେହି ଗାଡି ଓ ଭାରତୀୟ ଯବାନ ଙ୍କ ଦ୍ଵାରା ଆତଙ୍କବାଦୀ ଙ୍କୁ ମାରିଥିଲେ ଯେଉଁମାନେ କି ପାକିସ୍ତାନ ସେନା ବ୍ୟବହାର କରୁଥିବା ଅସ୍ତ୍ର ଧରିଥିଲେ । ଏହା ଦ୍ୱାରା ପୂର୍ଣରୂପେ ସ୍ୱଷ୍ଟ ହେଇଗଲା କି ଏହି ଆକ୍ରମଣ ରେ ପାକିସ୍ତାନ ର ହାତ ଅଛି ।

ପାକିସ୍ତାନ ତଥାପି ନିଜ ଭୁଲକୁ ସ୍ୱୀକାର କରିବା ପାଇଁ ରାଜି ନ ଥିଲା । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଭାରତକୁ ପୁଲୱାମା ଆକ୍ରମଣର ସାକ୍ଷ୍ୟ ମଗୁଥିଲା ।

ଭାରତ ସାକ୍ଷ୍ୟ ରୂପରେ ପାକିସ୍ତାନ କୁ ମସୁଦ ର ଅଡ଼ିଓ ଓ ଭିଡ଼ିଓର ସାକ୍ଷ୍ୟ ପାକିସ୍ତାନକୁ ଦେଲେ । ଯେଉଁଥିରେ କି ପୁଲୱାମା ଆକ୍ରମଣର ପ୍ରଶଂସା କରୁଥିବା ମସୁଦର ଅଡ଼ିଓ ଓ ଭିଡ଼ିଓ ସାକ୍ଷ୍ୟ ପାକିସ୍ତାନକୁ ଦିଅଯାଥିଲେ । ଆତଙ୍କି ଆଦିଲ ର ଭିଡ଼ିଓ ମଧ୍ୟ ପାକିସ୍ତାନକୁ ଦେଲେ ।

ପ୍ରଶ୍ନ ଏହା ଉଠୁଛି କି ପାକିସ୍ତାନ କଣ ଏବେ ମଧ୍ୟ ଆତଙ୍କବାଦୀ ଙ୍କୁ ସାହାଯ୍ୟ କରିବ ?

ଭାରତ ପାକିସ୍ତାନ କୁ ବାରମ୍ବାର ଏହା ଜଣାଇଲେ କି ଆମେ ଆତଙ୍କବାଦୀ ଙ୍କ ବିରୋଧରେ କାର୍ଯ୍ୟ ପ୍ରକ୍ରିୟା କରୁଛୁ ପାକିସ୍ତାନ ବିରୋଧରେ ନୁହେଁ । ପାକିସ୍ତାନ କୁ ଏହି ଆଇନା ଦେଖାଇବା ପାଇଁ ଭାରତ ତରଫରୁ ପାକିସ୍ତାନ କୁ ଗତକାଲି ହିଁ ମସୁଦ ର ଅଡ଼ିଓ ଓ ଭିଡ଼ିଓ ର ସାକ୍ଷ୍ୟ ପାକିସ୍ତାନ କୁ ଦେଲେ । ପାକିସ୍ତାନ ଏବେ ହେଲେ ସୁଧୁରିବ ନା ନାହିଁ ଦେଖିବାକୁ ପଡ଼ିବ ।