ପାକିସ୍ତାନ କୁ ବଡ଼ ଝଟକା ! ଆମେରିକା ହଟେଇ ନେଇପାରେ ପାକିସ୍ତାନ ଠାରୁ ଏହି ବଡ଼ ଅଧିକାର !!

Spread the love

ଜମ୍ମୁ-କାଶ୍ମୀର ର ପୁଲୱାମା କ୍ଷେତ୍ରରେ ଆତଙ୍କ ଆକ୍ରମଣ ପରେ ପାକିସ୍ତାନ ଚାରିପଟରୁ ସମସ୍ୟା ଭିତରେ ଘେରି ଯାଉଛି । ପାକିସ୍ତାନରେ ଇମରାନ୍ ଖାନ୍ ନୂଆ ପ୍ରଧାନମନ୍ତ୍ରୀ ପଦରେ ଦାୟିତ୍ୱ ନେବା ପରେ ଆମେରିକାର ପାକିସ୍ତାନର ଲଗାତାର ଆତଙ୍କବାଦୀଙ୍କ ମୁଦ୍ଧା ଉପରେ ନଜର ରଖୁଥିଲେ ଓ ଆମେରିକା ଏବେ ପାକିସ୍ତାନକୁ ଆର୍ଥିକ ସହାୟକ କରିବା, ପୂର୍ଣରୂପେ ବନ୍ଦ କରିପାରେ ।

ଆମେରିକା ତରଫରୁ ପାକିସ୍ତାନ କୁ ପୁଣି ଏକ ବଡ଼ ଝଟକା ଦିଆଗଲା । ଆମେରିକାର ସଂସଦ କଂଗ୍ରେସ ଅନୁସାରେ ପାକିସ୍ତାନକୁ ଟଙ୍କା ସାହାଯ୍ୟ କରିବାର ଅଧିକାରକୁ ସମାପ୍ତ କରିବା ପାଇଁ ଦାବି ସାମ୍ନାକୁ ଆସୁଛି ଓ ଏହାର ଖବର ଆମେରିକା ସଂସଦର ବିଧାୟକ କ୍ଷମତା ଅଧିକାରୀ ରିପବ୍ଲିକନ୍ ପାର୍ଟୀର ସଦସ୍ୟ ଏଣ୍ଡି ବ୍ରିକ୍ସ ଦ୍ୱାରା ମିଳିଲା ।

ଏଣ୍ଡି ବ୍ରିକ୍ସ ଦ୍ୱାରା ବିଧାୟକରେ ଏହା କୁହାଗଲା କି ପାକିସ୍ତାନକୁ ଦିଆଯାଉ ଥିବା ଆର୍ଥିକ ସୁବିଧା ଠାରୁ ବାହାର କରାଯାଉ ଓ ପାକିସ୍ତାନକୁ ଏହି ସୁବିଧା ପୁଣି ଦେବା ବେଳେ କିଛି ନୂଆ ନିୟମ ଲାଗୁ କରାଯାଉ । ଏହି ପ୍ରକ୍ରିୟା କୁ ଲାଗୁ କରିବା ପାଇଁ ବିଦେଶୀ ପରିସ୍ଥିତିର ସମିତି ପାଖରେ ପ୍ରସ୍ତାବ ପ୍ରସ୍ତୁତି କରାଗଲା ।

ଟଙ୍କା ସହଯୋଗୀର ଦେଶ କିଏ ଅଟେ –

ଟଙ୍କାର ସହଯୋଗୀ ଦେଶ ଆମେରିକା ଓ ୟୁରୋପ୍ ମହାଦ୍ବୀପ ଦେଶର ଏକ ବଡ଼ ସଂଘଟନ ଅଟେ ଓ ଏହି ସଂଘଟନରେ ପ୍ରାୟ ୨୯ ଦେଶ ଏକ ସମୂହରେ ସାମିଲ ଅଛନ୍ତି ।

ଭାରତରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ପାକିସ୍ତାନ ଉପରେ ଆମେରିକା ଦ୍ୱାରା ଲଗାତାର ଆତଙ୍କ ସଂଘଟନକୁ ପ୍ରଶୟ ଦେଉଥିବାର ଅଭିଯୋଗ କରାଯାଇଛି ଓ ଆମେରିକା ଦ୍ୱାରା ପାକିସ୍ତାନକୁ ସୂଚିତ କରାଗଲା କି, ଯଦି ଏହିଭଳି ଆମ ଠାରୁ ଆର୍ଥିକର ସାହାଯ୍ୟ ଚାହୁଁଛୁ ତେବେ ଆତଙ୍କବାଦୀ ସଂଘଟନ ଉପରେ ଶକ୍ତ ପଦକ୍ଷେପ ନେବାର ଅଛି । ଏବଂ ଆଫଗାନିସ୍ତାନ ସହିତ ମିଶି ଆତଙ୍କବାଦୀଙ୍କୁ ପ୍ରସୟା ନ ଦେଇ ବରଂ ସେମାନଙ୍କୁ ରୋକିବା ଆବଶ୍ୟକ । କାରଣ ତଥ୍ୟ ଅନୁସାରେ ହାକ୍କୀଣି ନେଟୱାର୍କର ଆତଙ୍କବାଦୀଙ୍କୁ ଆଫଗାନିସ୍ତାନରେ ଶରଣ ଓ ପ୍ରଶୟ ଦେଇଥିବାର ଅଭିଯୋଗ ଲାଗିଥିଲା ।