ପାକିସ୍ତାନ ଉପରେ ଭାରତର ବଡ଼ ଏକ୍ସନ ! ଜୈସ୍ ର କଂଟ୍ରୋଲ ରୁମ କୁ ଧ୍ବଂସ କରାଗଲା । ଏବେ ପାକିସ୍ତାନ କୁ ଆଉ କେହି ବଞ୍ଚାଇ ପାରିବେ ନାହିଁ ।

Spread the love

ଆଜି ପାଲାକୋଟ୍ ଠାରେ ଭାରତୀୟ ବାୟୁସେନା ଦ୍ୱାରା ଆକ୍ରମଣ କରାଗଲା । ଏହା ସେହି ଜାଗା ଅଟେ ଯେଉଁଠାରେ କି ଉସାମାବିନ୍ ଲାଡେନ ଲୁଚିଥିଲା । ଯେଉଁଠାରେ କି ପାକିସ୍ତାନ ରେ ପଶି ଆମେରିକା ଲାଡେନ କୁ ମାରିଥିଲେ । ଠିକ୍ ସେହିଭଳି ଭାରତୀୟ ବାୟୁସେନା ପାକିସ୍ତାନ ରେ ପଶି ଭଲ ଶିକ୍ଷା ଦେଲେ ଆତଙ୍କବାଦୀ ମାନଙ୍କୁ, ଆତଙ୍କ ଦୋଷୀ ମାନଙ୍କୁ ଓ ଆତଙ୍କ ମାନଙ୍କ ସହଯ୍ୟକାରୀଙ୍କୁ ।

● ଭାରତୀୟ ସେନା ମାନଙ୍କୁ ପାକିସ୍ତାନ ଉପରେ ଆକ୍ରମଣ କରିବାପାଇଁ ପୂର୍ଣରୂପେ ସ୍ୱାଧୀନ ଦିଆଯାଇଥିଲା ଓ ଆଜି ଭାରତୀୟ ବାୟୁସେନା ସେମାନଙ୍କ ଉପରେ ଆକ୍ରମଣ କରି ସେମାନଙ୍କୁ ସଠିକ୍ ଉତ୍ତର ଦେଲେ ।

● ଆମସହ ଟକ୍କର କରିବାକୁ ଚେଷ୍ଟା କରିଲେ ଆମେ ଛାଡ଼ିବୁ ନାହିଁ । ଆଜି ଫେବୃଆରୀ ୨୬ ଅଟେ କେବଳ ୧୨ ଦିନ ମଧ୍ୟରେ ବାୟୁସେନାଙ୍କ ଦ୍ୱାରା ଆକ୍ରମଣ କରି ସେମାନଙ୍କ ପାଟି ବନ୍ଦ ହେଲାଭଳି ସଠିକ୍ ଉତ୍ତର ଦେଲେ ।

● ପାକିସ୍ତାନ କୁ ଆଗରୁ ସଚେତ କରିଥିଲେ କି, ସବୁ ବିକଳ୍ପ କୁ ଆପଣାଇବୁ ଆତଙ୍କବାଦୀଙ୍କୁ ଶେଷ କରିବାପାଇଁ ଓ ପାକିସ୍ତାନ କୁ ଘେରିବାପାଇଁ ।

ଏହି ଆକ୍ରମଣରେ ପାକିସ୍ତାନ ଏହିସବୁ କ୍ଷତି ହେଲା –

● ପାକିସ୍ତାନ ରେ ଆଜି ୧୦୦୦ କିଲୋ ର ବମ ବର୍ଷିଲେ ଯାହା ଯୋଗୁଁ ସେଠାରେ ଥିବା ସବୁ ଲଞ୍ଚ ପ୍ୟାଡ଼ ମାନଙ୍କୁ ଧ୍ବଂସ କରାଗଲା ।

● ଜୈସ୍ ର କଂଟ୍ରୋଲ ରୁମ କୁ ପୂର୍ଣରୂପେ ଧ୍ବଂସ କରାଗଲା । ଭାରତୀୟ ବାୟୁସେନାଙ୍କ ଦ୍ୱାରା କରାଯାଇଥିବା ଏହି ଆକ୍ରମଣ ଏକ ବଡ଼ ସଫଳତା ଅଟେ ।

ଆଜି ସକାଳେ ୩:୩୦ ବେଳକୁ ଭାରତୀୟ ବାୟୁସେନା ଙ୍କ ଦ୍ଵାରା ପାକିସ୍ତାନ ଉପରେ ଆକ୍ରମଣ କରାଯାଇ ଥିଲା । ୧୦ ରୁ ୧୨ ମିରାଜ ବିମାନ ରେ ଆତଙ୍କବାଦୀ ଙ୍କ ଉପରେ ବଡ଼ ଏକ୍ସନ ନେବାପାଇଁ ଭାରତୀୟ ବାୟୁସେନା ଯାଇଥିଲେ ।