ପାକିସ୍ତାନର ନୂଆ ରଣନୀତି ପାଇଲାଟ ଫେରେଇବାର ନୂଆ ରଣନୀତି

Spread the love

ଭରତ ଆଉ ପାକିସ୍ତାନ ମଧ୍ୟରେ ସମସ୍ୟା ଲାଗିରହିଛି । ଏହି ସମୟରେ ପୋଡଶୀ ରାଷ୍ଟ୍ର ଖେଳିଛି ନୂଆ ରଣନୀତି । ଗୁରୁବାର ଦିନ ପାକିସ୍ତାନର ବୈଦେଶିକ ମନ୍ତ୍ରୀ କ୍ୟୁରେସି ଗୋଟିଏ ଟିଭି ଚାନେଲ ସହ ବର୍ତଳାପ ସମୟରେ କହିଛନ୍ତି ଯେ ଯଦି ପାଇଲୋଟ ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଫେରେଇବା ପରେ ଦୁଇ ଦେଶ ମଧ୍ୟରେ ସମସ୍ୟା କିଛି ମାତ୍ରରେ ସୁଧୁରି ଯିବ, ତାହେଲେ ପାକିସ୍ତାନ ପାଇଲଟଙ୍କୁ ଫେରେଇ ଦେବା ।

ପୋଡଶୀ ଦେଶ ଆଉ ଗୋଟିଏ ଚାଲ୍ ଚଳାଇଛି : ପାକିସ୍ତାନର ବୈଦେଶିକ ମନ୍ତ୍ରୀ କ୍ୟୁରେସି କହିଲେ ଯେ, ଇମରାନ ଖାନ ଭାରତର ପ୍ରଧାନ ମନ୍ତ୍ରୀଙ୍କୁ ସହ ଫୋନ ଯୋଗେ ବାର୍ତ୍ତାଳାପ କରିବା ପାଇଁ ରାଜି ଅଛନ୍ତି । କ୍ୟୁରେସିଙ୍କ ଏହି ମତ ପାଇଁ ଭାରତ ସରକାର ପ୍ରତିଉତ୍ତର ଦେଇଛନ୍ତି । ଭାରତର ବିଦେଶ ମନ୍ତରାଳୟରୁ ପାକିସ୍ଥାନକୁ କୁହାଗଲା ଯେ, ପାକିସ୍ତାନ ସରକାର ଯଥାଶୀଘ୍ର ଭାରତୀୟ ପାଇଲଟକୁ ଫେରସ୍ତ କରୁ, ପାଇଲୋଟ ନ ଛାଡି ଚୁକ୍ତିପତ୍ର କଥାବାର୍ତ୍ତା ପ୍ରଶ୍ନ ଉଠୁ ନାହିଁ ।

ସୂତ୍ର ଅନୁସାରେ ଭାରତ ପାକିସ୍ତାନର ଏହି ଆଶ୍ଵସନା ଉପରେ ବିଶ୍ବାସ କରିବା ଠିକ ନାହିଁ । ପାକିସ୍ତାନ ଆଗରୁ ବି ମୁମ୍ବାଇ ଆକ୍ରମଣ ଓ ପଠାଣକୋଟ୍ ଆକ୍ରମଣ ପରେ ପାକିସ୍ଥାନ ଭାରତକୁ ଆଶ୍ୱାସନା ଦେଇଥିଲା କିଣୁଟି କୌଣସି କାର୍ଯ୍ୟାନୁଷ୍ଟା କରିନଥିଲା । ପୁଲୱାମା ଆକ୍ରମଣର 13 ଦିନ ବିତିଗଲାଣି କିନ୍ତୁ ପୁଲୱାମା ଆକ୍ରମଣରେ ଜୈସ-ଏ-ମହମ୍ମଦର ଭୂମିକା ଅଛି କିନ୍ତୁ ପାକିସ୍ଥାନ ବର୍ତ୍ତମାନ ପର୍ଯ୍ୟନ୍ତ ସିଧା ସିଧା ମନ କରୁଛି ।

ସୂତ୍ର ଅନୁସାରେ ବିଦେଶ ମନ୍ତ୍ରାଳୟ ତଫରୁ କରତାପୁର ବିଷୟରେ କଥା ହେବ ପାଇଁ ରାଜି ଅଛି । ପାକିସ୍ତାନ ସମଝୋଟ ଏକ୍ସପ୍ରେସର ଚଳାଚଳ ବନ୍ଦ କରି ଆଉ ଉଡ଼ାଣ କ୍ଷେତ୍ର (airspeace) ଉପରେ ପ୍ରତିବନ୍ଧକ ଲଗାଇ ଯୁଦ୍ଦ ପରିସ୍ଥିତି ସୃଷ୍ଟି କରୁଅଛି । ବିଦେଶ ମନ୍ତ୍ରାଳୟ କହିବା ଅନୁସାରେ, ପାକିସ୍ତାନ ଯୁଦ୍ଧର ପରିସ୍ଥିତି ସୃଷ୍ଟି କରୁଛି କିନ୍ତୁ ପୋଇଲେଟ ଫେରେଇବା ପାଇଁ କୌଣସି ସନ୍ଧି ହେବନି ।