ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୋଲା ଚ୍ୟାଲେଞ୍ଜ ବା ଧମକୀ, ପାକିସ୍ଥାନକୁ ଦେଖାଇବେ ତାର ଔକାତ୍

Spread the love

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ ବା ଧମକୀ, ପାକିସ୍ତାନକୁ ଦେଖାଇବେ ତାର ଅକାତ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ କହିବୁ ଯେ କେମିତି ପୁଲୱାମା ଆକ୍ରମଣ ପରେ ମୋଦି ପାକିସ୍ତାନ କୁ ଦେଲେ ଖୁଲା ଚ୍ୟାଲେଞ୍ଜ ବା ଧମକୀ ଆଉ ପାକିସ୍ତାନକୁ ତାର ଅକାତ ଦେଖାଇଲେ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ :-

ଏବେ ଭାରତ ଉପରେ ସବୁଠାରୁ ବଡ଼ ଆକ୍ରମଣ ହୋଇଛି ଯେଉଁଥିରେ ୪୦ ଭାରତୀୟ ଯବାନ ସହିଦ ହୋଇଛନ୍ତି । ଏହି ଆକ୍ରମଣ ପରେ ସମଗ୍ର ଭାରତରେ ଦୁଃଖ ଭରିଯାଇଛି । ସମସ୍ତେ ପାକିସ୍ତାନ ଉପରେ ବହୁତ କ୍ରୋଧିତ ଅଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ହୁଅନ୍ତୁ କିମ୍ୱା ଭାରତର ନାଗରିକ ସମସ୍ତେ ପାକିସ୍ତାନଠାରୁ ବଦଲା ଚାହୁଁଛନ୍ତି । ଏହାକୁ ଧ୍ୟାନରେ ରଖି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପାକିସ୍ତାନକୁ ସିଧା ସିଧା ଜବାବ ଦେଛନ୍ତି ଓ ପାକିସ୍ତାନକୁ ତାର ଅକାତ ମନେ ପକାଇବେ ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଙ୍କିରେ ଏକ ସଭାକୁ ସମ୍ଭନ୍ଧୀତ କରି କହିଲେ କି ପାକିସ୍ତାନ ଏକ ଆର୍ଥିକ ସ୍ଥିତିର ପରିସ୍ଥିତିରେ ଗତି କରିଛି ଆଉ ପାକିସ୍ତାନର ଆର୍ଥିକ ପରିସ୍ଥିତି ବିଲକୁଲ ଠିକ୍ ନୁହେଁ । ପାକିସ୍ତାନକୁ ଆମେ ପୁରା ଅଲଗା କରିଦେଇଛୁ । ଏବେ ପାକିସ୍ତାନର ପରିସ୍ଥିତି ଏମିତି ଯେ ପାକିସ୍ତାନ ଗୋଟିଏ ଥାଳି ଧରି ଦୁନିଆଭରା ଦେଶମାନଙ୍କରେ ବୁଲି ଭିକ ମାଗୁଛି । ପାକିସ୍ତାନ ସେ ନିଜେ ଖାଇବା ପାଇଁ ମଧ୍ୟ ପଇସା ନାହିଁ । ସେ ଭାରତ ଉପରେ ଆକ୍ରମଣ କରୁଛି କିନ୍ତୁ ଆମେ ପାକିସ୍ତାନ କୁ ଜଣାଇଦେଉଛୁ ଯେ ଭାରତ ଆଉ ପୂର୍ବ ପରି ଭାରତ ହୋଇନାହିଁ । ଏବେ ଭାରତ ବଦଳି ଗଲାଣି। ଆଉ ଏବେ ଭାରତ ଘର ଭିତରେ ପଶିକି ମାରୁଛି । ପାକିସ୍ତାନ ଦିନ ଗଣିବା ଆରମ୍ଭ କରିଦିଅ । ପାକିସ୍ତାନକୁ ଏହାର ଜବାବ ଅତିଶିଘ୍ର ହିଁ ମିଳିବ ଓ ପାକିସ୍ତାନରେ ବାସ କରୁଥିବା ଏହି ଆତଙ୍କବାଦୀମାନଙ୍କ ଉପରେ ଭାରତୀୟ ସେନା କାଳ ସାଜିବେ କାହିଁକିନା ଆମେ ଭାରତୀୟ ସେନାକୁ ପୁର୍ଣ୍ଣ ସ୍ୱାଧୀନତା ଦେଇସାରିଛନ୍ତି ।

ତେବେ ବନ୍ଧୁଗଣ ଦେଖିଲେ କେମିତି ପ୍ରଧାନମନ୍ତ୍ରୀ ମୋଦି ଆଜି ପାକିସ୍ତାନ ଉପରେ ଖୁବ ବର୍ଷିଲେ ଆଉ ଆଜି ସେ ପାକିସ୍ତାନକୁ ନିଜ ଲକ୍ଷ୍ୟରେ ନେଇସାରିଛନ୍ତି । ଆଉ ପାକିସ୍ତାନକୁ ତାର ଅକାତ ମନେପକାଇବେ । ଏହା ସହିତ ସେ ପାକିସ୍ତାନକୁ ଚେତାବନୀ ମଧ୍ୟ ଦେଇଛନ୍ତି ଯେ ଏବେ ଭାରତ ଘରେ ପଶି ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକ୍ କରିବ ।