ପାକିସ୍ତାନ ବିରୋଧରେ ବଡ଼ ଧରଣର କାର୍ଯ୍ୟ ପ୍ରକ୍ରିୟା ପ୍ରସ୍ତୁତି !! ୪ଟି ବଡ଼ ଦେଶଙ୍କୁ ଦିଆଗଲା ଯୋଜନା ର ସୂଚନା ।

Spread the love

୧୪ ଫେବୃଆରୀ, ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ହେବାପରେ ପାକିସ୍ତାନକୁ ଉଚିତ ଶିକ୍ଷା ଦେବାପାଇଁ ଭାରତ ଏବେ ପୂର୍ଣ୍ଣ ରୂପେ ପ୍ରସ୍ତୁତରେ ଅଛି । ସରକାର ଭାରତ ସୀମା ଆରପଟ ଥିବା ପାକିସ୍ତାନକୁ ସଠିକ ଶିକ୍ଷାଦାନ ଦେବାପାଇଁ ଏବେ ଭାରତ ପୁରା ଯୋଜନା ସହ ପ୍ରସ୍ତୁତରେ ଅଛି । କିନ୍ତୁ ଏହାର ସମୟ ତାଲିକା ଗୁପ୍ତରେ ରଖାଯାଇଛି । ଏହି କାର୍ଯ୍ୟ ପ୍ରକ୍ରିୟା କେବେ କରାଯିବ, ଏହି ବିଷୟ ଗୁପ୍ତରେ ରଖିଛନ୍ତି ।

ଜଣାପଡ଼ିଲା ଯେ, ଆଜି ଏନ୍.ଏସ୍.ଏ ଅଜିତ ଡୋଭାଲ୍ ବ୍ରିଟେନ ର ଏନ୍.ଏସ୍.ଏ ମାର୍କ ସୈଡ଼ବିଲ ସହ ଆଲଚନା କରିଲେ ଓ ତାଙ୍କୁ ପାକିସ୍ତାନ ବିରୋଧରେ ଭାରତର କାର୍ଯ୍ୟ ପ୍ରକ୍ରିୟାର ଯୋଜନାର ସୂଚନା ଦେଲେ । ଭାରତ ସ୍ୱଷ୍ଟ କରିଦେଇ କହିଲେ କି, ଏବେ କଥା ହେବାର ସମୟ ଚାଲିଗଲା ଓ ଭାରତକୁ ସୁରକ୍ଷାରେ ରଖିବାପାଇଁ କାର୍ଯ୍ୟକାରିତା କରିବା ଆବଶ୍ୟକ ।

ଗତକାଲି ଅଜିତ ଡୋଭାଲ୍ ଋଷ ର ମୁଖ୍ୟ ମୋଷ୍ଟ ଡ଼ିପ୍ଟି ଏନ୍.ଏସ୍.ଏ ସହିତ ବୈଠକ କରିଥିଲେ । ଋଷ ରେ ସୁରକ୍ଷାକର୍ମୀ ପରାମର୍ଶଦାତା ଦଳ ର ଚେୟରମେନ୍ ପ୍ରେସିଡେଣ୍ଟ ବ୍ଲାମିଦିର ପୁତିନ ଅଟେ । ଡ଼ିପ୍ଟି ଏନ୍.ଏସ୍.ଏ ଆଜି ମୋସ୍କ ଫେରିଗଲେ । ଅଜିତ ଡୋଭାଲ୍ ଆମେରିକା ର ଏନ୍.ଏସ୍.ଏ ଭାରତର ସଂକଳ୍ପ ର ସୂଚନା ଦେଲେ । ଫ୍ରାନ୍ସ ର ଏନ୍.ଏସ୍.ଏ କୁ ମଧ୍ୟ ପୁଲୱାମା ଆକ୍ରମଣ ପରେ ହେଇଥିବା ପରିସ୍ଥିତି ଓ ତାହାପରେ ଭାରତର କାର୍ଯ୍ୟ ପ୍ରକ୍ରିୟା ଯୋଜନା ବିଷୟରେ ଅଜିତ ଡୋଭାଲ୍ ସମ୍ପୁର୍ଣରୂପେ କହିଲେ ।

ଡ଼ିପ୍ଲୋ ମୈଶି ର ଭାଷା ରେ ଏହାକୁ ଗ୍ଲୋବଲ ସେକ୍ସନ ଫୋର ଏକ୍ସନ କୁହାଯାଏ । ଜୟନ୍ତ ଘୋଷାଲ କହିଲେ କି ଏହି ପରିସ୍ଥିତିରେ ଭାରତର ସୈନିକ ଯଦି ଏକ୍ସନ ନିଅନ୍ତି ତେବେ ସବୁ ଦେଶ ସେହି ଏକ୍ସନ ର ବିରୋଧ କରିବେ ନାହିଁ ।