ଅଉ ନାହାଁନ୍ତି ଏହି ଫେମୋସ ଓଡିଆ ଅଭିନେତା । ଚାଲିଗଲା ଜୀବନ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ କଳା ଜଗତ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏହି ପ୍ରସିଦ୍ଧ ଅଭିନେତା ଙ୍କ କଳାକାର ଙ୍କ ପରଲୋକ ରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ଏବଂ କଳା ଜଗତ ରେ ଶୋକର ଲହରୀ ଖେଳିଜାଇଛି । 60 ବର୍ଷ ବୟସ ରେ ସେ ଏହି ଦୁନିଆଁ କୁ ବିଦାୟ ଦେଇଛନ୍ତି । ତାଙ୍କର ମୃ-ତ୍ୟୁ ଖବର କୁ ତାଙ୍କର ମାଆ ନିଶ୍ଚିତ କରିଛନ୍ତି ।

ଅଭିନେତା ଙ୍କ ମୃ-ତ୍ୟୁ ରେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଶୋକର ଛାୟା ଖେଳିଜାଇଛି । ଇଣ୍ଡଷ୍ଟ୍ରୀ ସମେତ ଫେନ ମାନେ ତାଙ୍କୁ ଶ୍ରଦ୍ଧାଞଳୀ ଅର୍ପଣ କରିଛନ୍ତି । ଏହି ରିପୋର୍ଟ ଅନୁସାରେ ପ୍ରାକୃତିକ କାରଣରୁ ଏହି ଅଭିନେତା ଙ୍କ ମୃ-ତ୍ୟୁ ଘଟିଛି । ଏହି ଦୁଃଖ ଖବର ଜାଣିବା ପରେ ତାରକା ହ୍ୱାଇଲ୍ସ , ପିରୋ ସେଖ୍ ଏହି ଇମୋସନାଲ ପୋଷ୍ଟ ସେୟାର କରିଛନ୍ତି ।

Actro

ତେବେ ତାଙ୍କୁ ଶ୍ରଦ୍ଧାଞଳୀ ଅର୍ପଣ କରିଛନ୍ତି । ସେ ଲେଖିଛନ୍ତି ଲେନ୍ସ ଜଣେ ଦକ୍ଷ ସଂଙ୍ଗୀତଜ୍ଞ୍ୟ ଏବଂ ଅଭିନେତା ଥିଲେ ଏକବର୍ଗର ପ୍ରତୀକ ଆମ କଳାକାର ପରିବାର ପାଇଁ ଗର୍ବ ଥିଲେ । 60 ବର୍ଷିୟ ରେବିକ୍ 90 ଦଶକ ରେ ନ୍ୟୁୱାର୍କ ଅଣ୍ଡର କଭର ଏବଂ ୱେଷ୍ଟଙ୍ଗ୍ ସୋ ରେ କ୍ରେଡିଟ୍ ସହିତ କେରିୟର ଆରମ୍ଭ କରିଥିଲେ । ପରେ ସେ ଅଭିନୟ ଅଧ୍ୟନ କରି ସ୍ନାତକ ହାସଲ କରିଥିଲେ ।

ନ୍ୟୁୱାର୍କରେ ସେ ପ୍ରଥମେ ଦା ୱିଆର ନିର୍ମାତା ଡେଭି଼ଡ ସାଇମୋନ ଙ୍କ ପାଇଁ ଦି କର୍ଣ୍ଣର ପାଇଁ ଓ଼ଡିସନ ଦେଇଥିଲେ । ତେବେ ହଲିଉଡ ଏକ୍ଟର ପ୍ଲାନ୍ସ ରେଡି ଙ୍କ ଦେହାନ୍ତ ହୋଇଛି । 60 ବର୍ଷ ବୟସ ରେ ସେ ଏହି ଦୁନିଆଁ କୁ ବିଦାୟ ଦେଇଛନ୍ତି । ତାଙ୍କର ମୃ-ତ୍ୟୁ ଖବର କୁ ତାଙ୍କର ମାଆ ନିଶ୍ଚିତ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *