ବିବାହ ହବା ପର ଦିନରେ ହିଁ କନ୍ୟା ନିଜ ସ୍ୱାମୀକୁ କହିଲେ ନଫୁସକ ପରେ ପୁଅ ପ୍ରମାଣିତ କରିଲା ନିଜ ପୁରୁଷତ୍ଵ ।

Spread the love

କହନ୍ତି କି ବିବାହ ନା କେବଳ ଦୁଇ ଲୋକଙ୍କ ମିଳନ ଅଟେ ବରଂ ଦୁଇ ପରିବାର ଓ ଦୁଇ ବିଶ୍ୱାସର ମଧ୍ୟ ମିଳନ ହୋଇଥାଏ । ଅଧିକାଂଶ ସମୟରେ ଆପଣ ଦେଖିଥିବେ କି ବିବାହ କେବଳ ଏଭଳି ହୋଇଥାଏ, ତାହା ଭରସା ନଥିବା କାରଣରୁ ହିଁ ଭାଙ୍ଗି ଯାଇଥାଏ । ଯେତେବେଳେ ଦୁଇ ଲୋକ ବିବାହ କରନ୍ତି ତ ସେମାନେ ଏହି ଅବସରକୁ ଏକ ବିବାହ ଆନନ୍ଦୋତ୍ସବ ସହ କରିଥାନ୍ତି । ପରନ୍ତୁ ଏକ ବୈବାହିକ ସମ୍ପର୍କକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବଳବତ୍ତର ରଖିଆବ ଓ ସଫଳ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ ।

ଯେଉଁ ଯୋଡ଼ି ନିଜ ବନ୍ଧନକୁ ପବିତ୍ର ମାନିଥାନ୍ତି, ସେମାନେ ଦୁହେଁ ଶାରୀରିକ ଓ ଭାବାତ୍ମକ ଆବଶ୍ୟକତା ଗୁଡ଼ିକୁ ପୂରଣ କରିବା ପାଇଁ ନିଶ୍ଚୟ ସମୟ ବାହାର କରିଥାନ୍ତି । ଅଳ୍ପଦିନ ପୂର୍ବେ ଏଭଳି ଏକ ମାମଲା ଆସିଲା, ଯିଏ ବି ଜାଣିଲେ ଆଶ୍ଚର୍ଯ୍ୟ ହୋଇଗଲେ । ସର୍ବପ୍ରଥମେ ଆମେ ଆପଣଙ୍କୁ ଏହା କହିବାକୁ ଚାହୁଁଛୁ, ଏହି ମାମଲା ଜବଲପୁରର ଧମାପୁର କ୍ଷେତ୍ରର ଲାଲମାଟି ସାହିର ଅଟେ । ଯେଉଁଠାରେ ବାସ କରୁଥିବା ସାଧନା ଦ୍ଵିୱେଦି ନିଜ ବିବାହ ହେବା ଦ୍ୱିତୀୟ ଦିନରେ ହିଁ ନିଜ ସ୍ୱାମୀଙ୍କ ଉପରେ କିଛି ଏଭଳି ଅଭିଯୋଗ ଲଗାଇଲେ କି ଶୁଣିଥିବା ସବୁ ଲୋକମାନେ ଚକିତ ହୋଇ ରହିଗଲେ ।

ଏହି ବର୍ଷ ଜାନୁୟାରୀ ମାସରେ ଏହି ଦୁହେଁକ ବିବାହ ନିଷ୍ପତି ହେଲା । ୧୦ ଫେବୃୟାରୀରେ ନିର୍ବନ୍ଧ ହେଲା । ନିର୍ବନ୍ଧରେ ୫୧ ହଜାର ଟଙ୍କା ଦେଲେ, ୧୬ ହଜାରର ମୁଦି ଦେବା ସହ ୧୦ ହଜାର ଟଙ୍କାର ପୋଷାକ ଓ ହୋଟେଲରେ ଭୋଜନ କରାଯାଇଥିବା, ବିଲ୍ ପାଖାପାଖି ୧ ଲକ୍ଷ ଟଙ୍କା ନିଜ ଶଶୁର ଦେଇଥିଲେ । ଏହାପରେ କଥା ଦେଇଥିବା ଅନୁସାରେ ୨ ମାର୍ଚ୍ଚରେ ତିଳକ ଉତ୍ସବରେ ଆୟୋଜନ ହେଲା ଓ ଏଥିରେ ୧୫ ଲକ୍ଷ ଟଙ୍କା ମାଗିଥିଲେ ଯାହାକି ବହୁତ କଷ୍ଟରେ ୧୧ ଲକ୍ଷ ଟଙ୍କା ନେବାକୁ ରାଜି ହେଲେ । ସେମାନେ ଅନେକ ସମ୍ପର୍କୀୟ ମାନଙ୍କଠାରୁ ଉଧାରରେ ଆଣିଥିଲେ । ପରେ ୫ ମାର୍ଚ୍ଚରେ ବିବାହ ସମ୍ପନ୍ନ ହୋଇଥିଲା । ଝିଅ ବିଦାୟ ହୋଇ ନିଜ ସ୍ୱାମୀଙ୍କ ଘରକୁ ଯାଇଥିଲେ ।

କିନ୍ତୁ ଆଶ୍ଚର୍ଯ୍ୟର କଥା ତ ଏହା ଅଟେ କି, ବିବାହ ହେବା ପରଦିନ ହିଁ ଯେତେବେଳେ ଏହା ଜଣାପଡ଼ିଲା କି ଅଭିଷେକ (ସ୍ୱାମୀ) କିନ୍ନର ଅଟେ, ଶଶୁର ଘରର ସମସ୍ତେ ସାଧନାକୁ ମାରିଲେ ଓ ତାକୁ କହିଲେ କି ରିସେପ୍ସନ୍ ହେବା ପରେ ନିଜ ଘରକୁ ଚାଲିଯାଅ । ଯଦି ସେ ରିସେପ୍ସନ୍ ହେବା ଆଗରୁ ଘରକୁ ଫେରିଥିଲେ, ଅଭିଷେକଙ୍କ ପରିବାରକୁ ଅପମାନ ହୋଇଥାନ୍ତା । ଏହାପରେ ସାଧନା ଠାରୁ ଫୋନ ମଧ୍ୟ ଛଡ଼ାଇ ନେଇଥିଲେ ଓ ଗୋଟିଏ କକ୍ଷରେ ବନ୍ଦୀ କରି ରଖିଲେ । କିନ୍ତୁ ବହୁତ କଷ୍ଟରେ ସାଧନାକୁ ଫୋନ୍ ଦିଆଗଲା ତ’ସେ ନିଜ ମା’ ବାପାଙ୍କୁ ଏହି ବିଷୟରେ କହିଥିଲେ । ସାଧନାର ବାପା ଓ ସମ୍ପର୍କୀୟ ମାନେ ଶଶୁର ଘରକୁ ପହଞ୍ଚିଥିଲେ ଓ ବନ୍ଦୀ ହୋଇ ରହିଥିବା ଝିଅକୁ ସେଠାରୁ ମୁକ୍ତକରି ଆଣିଥିଲେ । ପରେ ସାଧନା, ଫେରି ଆସିବାର କାରଣ ପୋଲିସଙ୍କୁ କହିଲେ, ଅଭିଷେକ ଏକ ନଫୁସକ ।