ଚଉଠି ରାତିରେ ନା ହେଲା ମନର ମିଳନ ନାଁ ଦେହର ମିଳନ ..ଚାଲିଗଲା ସ୍ୱାମୀର ଜୀବନ

Nirmal

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚଉଠୀ ରାତିରେ ନାଁ ହେଲା ମନର ମିଳନ ନା ହେଲା ଶ-ରୀର ର ମିଳନ । ସ୍ୱାମୀ ନେଲା ନିସ୍ପତି ଆଉ ହାରି ଦେଲା ଜିବନ । ହଁ ବନ୍ଧୁଗଣ ବାହାଘର ପରେ ସ୍ୱାମୀ ସ୍ତ୍ରୀ ରାତିର ଚଉଠୀ ପାଳିଲେ । ଗୋଟିଏ ରୁମ୍ ରେ ଥିଲେ ସ୍ୱାମୀ ସ୍ତ୍ରୀ ହେଲେ ରାତିରେ ଏମିତି କଣ ହେଲା ଯେ ସ୍ୱାମୀ ସକାଳୁ ସକାଳୁ ଜିବନ ହାରିବାକୁ ଦୈଡିଲେ । ଆଉ ଗଛରେ ଓହଳି ପଡି ଜିବନ ବି ହାରି ଦେଲା ।

ଆପଣ ମାନେ ଦେଖି ପାରୁ ଥିବେ କାନ୍ଥରେ ଲେଖା ହୋଇଛି ଶୁଭ ବିବାହ । ନିର୍ମଳ ସାଥିରେ ବୁଧିମତି । ଆଉ ଏପଟେ ବି ଦେଖି ପାରୁ ଥିବେ ବିବାହ ପାଇଁ ସଜା ହୋଇଥିବା ତୋରଣ ଟେଣ୍ଡ ବି ଖୋଲା ଜାଇ ନାହିଁ । ସଂମ୍ପର୍କିୟ ବି ଦାଣ୍ଡରେ ସେହି ଭଳି ବସିଛନ୍ତି । ଆଉ ସମସ୍ତେ ମୁଣ୍ଡରେ ହାତ ଦେଇ ଭାବୁଛନ୍ତି । କାହିଁକି ଏମିତି ନିର୍ମଳ ନେଲା ନିସ୍ପତି । ନିର୍ମଳ ସଜ ବାଜ ହୋଇ ବେଦି ରେ ବସିଲା ବାହା ବି ହେଲା ହେଲେ ଚୈଉଠି ରାତିରେ ଏମିତି ନିସ୍ପତି ନେବା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

Nirmal

କେଉଁଝର ଜିଲ୍ଲା ହରିଚନ୍ଦନ ପୁର ଥାନା ଅନ୍ତର୍ଗତ କାଳିମାଟି ଗାଁ ରେ ଏହି ପରି ଘଟଣା ଘଟିଜାଇଛି । ଯେଉଁଠାରେ ଜଙ୍ଗଲ ରେ ସକାଳୁ ସକାଳୁ ଏକ ମୃ-ତ ଶରୀର ଓହଳୁ ଥିବାର ଦେଖିବାକୁ ପାଇଥିଲେ । ତେବେ ମୃ-ତ ଶରୀର ଟି ହେଲା ନିର୍ମଳ ସାହୁ ର ଗତ 10 ମାର୍ଚ୍ଚ ରେ ବିବାହ କରିଥିଲେ । ଆଉ 13 ମାର୍ଚ୍ଚ ତାଙ୍କର ଚରୁର୍ଥି ସରିଥିଲା ହେଲେ 14 ମାର୍ଚ୍ଚ ରେ ବଜାର କୁ ପିଆଜ ଆଣିବାକୁ କହି ଆଉ ଘରକୁ ଫେରି ନଥିଲେ ।

ପରିବାର ଲୋକ ବହୁତ ଖୋଜା ଖୋଜି ପରେ ବି ପାଇ ନଥିଲେ ହେଲେ ଯେତେ ବେଳେ ମହୁଲ ଗୋଟେଇବା ପାଇଁ ଗାଁ ଲୋକ ଜଙ୍ଗଲ ଭିତର କୁ ଜାଇଥିଲେ ସେତେ ବେଳେ ହଠାତ ଦେଖି ଥିଲେ ନିର୍ମଳ ଙ୍କ ମୃ-ତ ଦେହ ଓହଳି ରହିଛି । ତେବେ ଏହାକୁ ନେଇ ପୋଲିସ ବର୍ତମାନ ସମୟ ରେ ଘଟଣା ସ୍ଥଳ ରେ ପହଁଚି ତଦନ୍ତ ଚଳେଇଛି । ସବୁଠୁ ଆଶ୍ଚର୍ଯ୍ୟ ର କଥା ହେଲା କି ଏବେ ସଜ ବାଜ ହୋଇ ବାହା ହେବା ପରେ ଚତୁର୍ଥି ପର ଦିନ କଣ ପାଇଁ ଜିବନ ହାରି ଦେଲା ତାହାକୁ ନେଇ ସନ୍ଧେହ ସୃଷ୍ଟି ହେଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ